ଆଲୋଚନା ଲାଗି ଆମେରିକାର ପରାମର୍ଶ

ଓ୍ବାଶିଂଟନ, ୮ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ନେଇ ଦେଖାଦେଇଥିବା ଅଶାନ୍ତି ଦୂର କରିବା ଲାଗି ଶୀଘ୍ର ଆଲୋଚନା ଆରମ୍ଭ କରିବାକୁ ଆମେରିକା ପରାମର୍ଶ ଦେଇଛି। ପାକିସ୍ତାନ ଭାରତ ସହ ବୁଧବାର କୂଟନୈତିକ ସମ୍ପର୍କ ଛିନ୍ନ କରିବା ଓ ଭାରତର ଉଚ୍ଚାୟୁକ୍ତ ଅଜୟ ବିସାରିଆଙ୍କୁ ହଟାଇବାର ଘଣ୍ଟାକ ପରେ ଆମେରିକାର ଦକ୍ଷିଣ-କେନ୍ଦ୍ରୀୟ ବ୍ୟାପାରର କାର୍ଯ୍ୟକାରୀ ସଚିବ ଏ.ଜି. ଓ୍ବେଲ୍ସ ଏଭଳି ମତ ରଖିଛନ୍ତି। ଦକ୍ଷିଣ ଏସିଆରେ ଅଶାନ୍ତି ଓ ସାମରିକ ଉତ୍ତେଜନା କମାଇବା ଲାଗି ଆଲୋଚନାକୁ ଆମେରିକା ଗୁରୁତ୍ୱ ଦେଇଛି। ଜମ୍ମୁ-କଶ୍ମୀର ଉପରେ ସାମ୍ବିଧାନିକ ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ଆମେରିକାକୁ ଭାରତ ଏ ସମ୍ପର୍କରେ କିଛି ଜଣାଇ ନ ଥିଲା ବୋଲି ହ୍ବାଇଟ୍‌ ହାଉସ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମେଶିନ୍‌ ଗନ୍‌ରେ ଭିଡିଓ ଶୁଟ୍‌ କରୁଥିଲେ ଯୁବତୀ, ହଠାତ୍‌ ଟ୍ରିଗରରେ ବାଜିଗଲା ହାତ; ଆଉ ତା’ ପରେ…

ମେକ୍ସିକୋ,୨୫ା୨: ସୋସିଆଲ ମିଡିଆ ଏମିତି ଏକ ପ୍ଲାଟ୍‌ଫର୍ମ ଯେଉଁଠି ଲୋକମାନେ ନିଜର ଜୀବନଶୈଳୀଠୁ ଆରମ୍ଭ କରି ପ୍ରତ୍ୟେକ କଥା ଶେୟାର କରିଥାନ୍ତି। ଏହା ଏବେ ବ୍ୟବସାୟର...

କାସିମ ସୋଲେମାନୀଙ୍କୁ ହତ୍ୟା କରି ଆମେରିକାକୁ ନ୍ୟାୟ ଦେଇଛି, ମୁଁ ନୋବେଲ ପାଇବା ପାଇଁ ଯୋଗ୍ୟ: ଟ୍ରମ୍ପ

ଓ୍ବାଶିଂଟନ୍‌,୧୦।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ୨୦୨୦ର ନିର୍ବାଚନ ରାଲିକୁ ସମ୍ବୋଧିତ କରିଥିଲେ। ସେହି ସମୟରେ ସେ କହିଛନ୍ତି, ଇରାନର ସେନା କମାଣ୍ଡର କାସିମ...

୧୦୦ ବର୍ଷ ପୁରୁଣା ୟୁ-ବୋଟ୍‌ ଠାବ

ରିଚ୍‌ମଣ୍ଡ, ୩।୧୦: ଭର୍ଜିନିଆରେ ୪୦୦ ଫୁଟ ଗଭୀର ସମୁଦ୍ରରୁ ଜର୍ମାନୀ ୟୁ ବୋଟ୍‌ ଠାବ ହୋଇଛି। ୧୦୦ ବର୍ଷ ପରେ ଗବେଷକ ଓ ଟେକ୍‌ନିକାଲ ରେକ୍‌...

କାହିଁକି ଶୌଚାଳୟରେ ହେଲା ବିବାହ

ବିବାହ ଜୀବନର ଟର୍ଣ୍ଣିଂ ପଏଣ୍ଟ ବୋଲି କୁହାଯାଏ। କାରଣ ବିବାହ ପରେ ଉଭୟ ବରକନ୍ୟା ଆଉ ଏକ ନୂଆ ଜୀବନ ଆରମ୍ଭ କରିଥାଆନ୍ତି। ତେଣୁ କେତେକେ...

ଆମେରିକାକୁ ଚାଇନାର ଚେତାବନୀ: ବରଦାସ୍ତ କରିବୁ ନାହିଁ, ଉଚିତ୍‌ ଜବାବ ଦେବୁ

ବେଜିଂ,୨୦।୯: ତାଇଓ୍ବାନକୁ ନେଇ ଚାଇନା ଏବଂ ଆମେରିକା ମଧ୍ୟରେ ସମ୍ପର୍କ ବିଗିଡିବାରେ ଲାଗିଛି। ଆମେରିକାକୁ ସ୍ପଷ୍ଟ ଭାବରେ ଚାଇନା କହିଛି ଯେ, ଦେଶକୁ ବିଭାଜନ କରିବା...

ସୋମାଲିଆ ହୋଟେଲ ଆକ୍ରମଣର ୩୦ ଘଣ୍ଟା ପରେ ଆୟତ୍ତକୁ ଆସିଲା ସ୍ଥିତି, ଅଲ ଶବାବ ଆତଙ୍କବାଦୀ ଆକ୍ରମଣରେ ୪୦ ମୃତ

ମୋଗାଦିସୁ,୨୧ ।୮: ପୂର୍ବ ଆଫ୍ରିକା ଦେଶ ସୋମାଲିଆର ରାଜଧାନୀ ମୋଗାଦିସୁ ସ୍ଥିତ ହୟାତ ହୋଟେଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ ୪୦ ଜଣଙ୍କ ମୃତ୍ୟୁ ହୋଇଥିବା...

ଭାରତକୁ “ବନ୍ଧୁ” କହି ପରେ କହିଲେ”ପଡୋଶୀ”: ଜାତିସଂଘ ସୁରକ୍ଷା ପରିଷଦରେ ବିଲୱାଲ…

ଜେନେଭା,୧୧।୩ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ସ୍ବୀକାର କରିଛନ୍ତି ଯେ ଭାରତର କୂଟନୈତିକ ଉଦ୍ୟମ ଯୋଗୁଁ କଶ୍ମୀର ପ୍ରସଙ୍ଗକୁ ମିଳିତ ଜାତିସଂଘର...

ରାଜ ପରିବାର ପକ୍ଷରୁ ଜାରି କରାଗଲା ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଉଥିବା ଅତିଥିଙ୍କ ତାଲିକା

ଲଣ୍ଡନ,୧୮ ।୯: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିକ ସଂସ୍କାର ସୋମବାର ଅର୍ଥାତ୍ ସେପ୍ଟେମ୍ବର ୧୯ରେ ହେବ । ଏଥିରେ ବିଶ୍ୱର ଅନେକେ ନେତା ,...

Advertisement
Archives

Model This Week