ଆଲିଆଙ୍କୁ ଭିଡ଼ରୁ ବଞ୍ଚାଇଲେ ରଣବୀର

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ଚର୍ଚ୍ଚିତ ଯୋଡ଼ିଙ୍କ ମଧ୍ୟରେ ଆଲିଆ ଭଟ୍ଟ ଓ ରଣବୀର କପୁର ଅନ୍ୟତମ। ଦୀର୍ଘଦିନରୁ ବି’ଟାଉନରେ ତାଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗିରହିଛି। ବଲିଉଡ୍‌ ସେଲିବ୍ରିଟିମାନେ ନିଜ ନିଜ ଡେଷ୍ଟିନେଶନ୍‌ରେ ନୂଆବର୍ଷ ପାଳିଥିବା ବେଳେ ରଣବୀର ଓ ଆଲିଆ ମଧ୍ୟ ନିକଟତର ବନ୍ଧୁ ଅୟାନ ମୁଖାର୍ଜୀଙ୍କ ସହ ଛୁଟି କାଟିବାକୁ ବାହାରକୁ ଯାଇଥିଲେ। ସେହି ସମୟର କେତେକ ଫଟୋକୁ ଆଲିଆ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ନୂଆବର୍ଷ ସେଲିବ୍ରେଟ କରି ଶୁକ୍ରବାର ଭାରତକୁ ଫେରିଥିବା ବେଳେ ତାଙ୍କୁ ସକାଳେ ଏୟାରପୋର୍ଟରେ ସ୍ପଟ୍‌ କରାଯାଇଥିଲା। ଆଲିଆ ଓ ରଣବୀର ଏୟାରପୋର୍ଟରୁ ବାହାରକୁ ବାହାରିବା ମାତ୍ରେ ତାଙ୍କୁ ପ୍ରଶଂସକ ଘେରିଯାଇଥିଲେ। ତାଙ୍କ ସହ ସେଲ୍ଫି ନେବାକୁ ସେଠାରେ ପ୍ରଶଂସକଙ୍କ ଭିଡ଼ ଜମିଥିଲା। ଏଥିଯୋଗୁ ଆଲିଆଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେହି ସମୟରେ ରଣବୀର ତାଙ୍କୁ ଭିଡ଼ରୁ ବାହାର କରିଥିବା ଦେଖିବାକୁ ମିଳିଛି। ସେତେବେଳେ ରଣବୀର ଆଲିଆଙ୍କ ପ୍ରତି ବେଶ୍‌ ଯତ୍ନଶୀଳ ହୋଇପଡ଼ିଥିବା ବେଳେ ଏଥିରେ ତାଙ୍କର ଭଲପାଇବାର ଝଲକ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବନ୍ଧ ଚର୍ଚ୍ଚାକୁ ନେଇ ମୁହଁ ଖୋଲିଲେ କାଟ୍ରିନା

ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ବିବାହକୁ ନେଇ ତାଙ୍କ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଯଦିଓ ସେ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ସୂଚନା...

ଅଭିନେତାଙ୍କ ମୃତ୍ୟୁକୁ ନେଇ ଗୁଜବ

ବମ୍ବେ: ଅଭିନେତା ଶର୍ମନ ଯୋଶୀ ଆଉ ନାହାନ୍ତି। କିଛି ଏଭଳି କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହଠାତ ଏଭଳି ଖବର ପାଇ ଅଭିନେତାଙ୍କ ପ୍ରଶଂସକମାନେ...

ଜନ୍ମଦିନରେ ୧୦ କେଜି ପିଆଜ କାଟିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବେ ଚର୍ଚ୍ଚାରେ ରହିଛନ୍ତି। ସବୁ ସମୟରେ ସେ ନିଜର ଫଟୋ ଏବଂ ଭିଡିଓ ମାଧ୍ୟମରେ ପ୍ରଶଂସକଙ୍କ ସହ ଯୋଡିହୋଇ ରହିଥାନ୍ତି।...

ବିବାହ ପୂର୍ବରୁ ସ୍ବତନ୍ତ୍ର ଡାଏଟ୍‌ ଫଲୋ କରୁଛନ୍ତି କାଟ୍ରିନା

ମୁମ୍ବାଇ: ଗତ କିଛି ଦିନ ଧରି କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରତିଦିନ ତାଙ୍କ ବିବାହକୁ ନେଇ...

ସକାଳୁ ସକାଳୁ କ୍ୟାଟ୍ରିନାଙ୍କ ଘରେ ନଜର ଆସିଲେ ଭିକ୍କି: ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ବେଶ୍ କିଛି ସମୟ ହେବ ଭିକ୍କି କୌଶଳ ଓ କ୍ୟାଟ୍ରିନା କୈଫଙ୍କ ପ୍ରେମ କାହାଣୀକୁ ନେଇ ଚର୍ଚ୍ଚା ଚାଲିଛି । ଏମାନେ ପରସ୍ପରକୁ ଡେଟ୍...

କେବେ ଶାହରୁଖ ପଛରେ ଛିଡ଼ା ହୋଇଥିବା ଆସିମ ଏବେ ଷ୍ଟାର, ଭାଇରାଲ ହେଉଛି ପୂର୍ବର ଭିଡିଓ

ବମ୍ବେ: ‘ବିଗ୍‌ ବସ୍‌’ରୁ ରାତାରାତି ଷ୍ଟାର ପାଲଟିଯାଇଛନ୍ତି ଜମ୍ମୁ-କଶ୍ମୀରର ମଡେଲ୍‌ ଆସିମ ରିଆଜ। ଆଜି ବିଶ୍ୱର କୋଣ ଅନୁକୋଣରେ ତାଙ୍କ ଫ୍ୟାନ୍‌। ତାଙ୍କର ଟିକିଏ ଝଲକ...

ଚଣ୍ଡିଗଡ଼ ରାସ୍ତାରେ ରୋମାନ୍ସ କରିବା ଅଭିନେତାଙ୍କୁ ପଡ଼ିଲା ମହଙ୍ଗା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନ୍ନା ଶୁଟିଂ ସମୟରେ ରୋମାନ୍ସ କରିବା ପଡ଼ିଥିଲା ମହଙ୍ଗା। କାରଣ ତାଙ୍କୁ ପୋଲିସ ଜେରାର ସମ୍ମୁଖୀନ ହେବାକୁ ପଡ଼ିଛି। କଥାଟି...

ବାପାଙ୍କୁ ହରାଇଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ବାପାଙ୍କୁ ହରାଇଲେ ବଲିଉଡ ଅଭିନେତା ରଣବୀର ଶୌରୀ। ୯୨ ବର୍ଷ ବୟସରେ ଅଭିନେତାଙ୍କ ବାପା ତଥା ଫିଲ୍ମନିର୍ମାତା କେଡି ଶୌରୀଙ୍କ ମୃତ୍ୟୁ ଘଟିଛି। ଏନେଇ...

Advertisement
Archives

Model This Week