Posted inଖେଳ

ଆରମ୍ଭ ହେଲା ଦାଦାଙ୍କ ରାଜୁତି: ବିସିସିିଆଇ ଅଧ୍ୟକ୍ଷ ପଦ ସମ୍ଭାଳିଲେ

ମୁମ୍ବାଇ,୨୩।୧୦: ଭାରତର ସବୁଠାରୁ ସଫଳ ଅଧିନାୟକ ସୌରଭ ଗାଙ୍ଗୁଲି ବୁଧବାର ବାର୍ଷିକ ସାଧାରଣ ବୈଠକରେ ବିସିସିଆଇର ୩୯ତମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି। ଫଳରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩୩ମାସ ଧରି ଚାଲିଥିବା ଶାସନ ଶେଷ ହୋଇଯାଇଛି। ସେହିପରି ଗୃହ ମନ୍ତ୍ରୀ ଅମିତ୍‌ ଶାହଙ୍କ ପୁଅ ଜୟ ଶାହ ବିସିସିଆଇର ନୂଆ ସମ୍ପାଦକ, ଉତ୍ତରାଖଣ୍ଡର ମହିମ ବର୍ମା ବିସିସିଆଇର ନୂଆ ଉପାଧ୍ୟକ୍ଷ ହୋଇଛନ୍ତି। ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଏବଂ କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାନ ଭାଇ ଅରୁଣ ଧୂମାଲ କୋଷାଧ୍ୟକ୍ଷ ହୋଇଥିବାବେଳେ କେରଳର ଜୟେଶ ଜର୍ଜ ଯୁଗ୍ମ ସମ୍ପାଦକ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌: ବ୍ରୋଞ୍ଜ ସହ ଭାରତର ଅଭିଯାନ ଆରମ୍ଭ

କାଇରୋ,୧୩ା୧୦: ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ସହ ଭାରତ ଅଭିଯାନ ଆରମ୍ଭ କରିଛି। ମହିଳା ୨୫ ମିଟର ପିସ୍ତଲ ଜୁନିୟର ଟିମ୍‌ ଇଭେଣ୍ଟରେ ଏହି ପଦକ...

ସେମିଫାଇନାଲରେ ଭାରତ; ଫେବୃୟାରୀ ୨ରେ ଅଷ୍ଟ୍ରେଲିଆକୁ ଭେଟିବ

ଆଣ୍ଟିଗୁଆ, ୩୦।୧- ଭାରତ ଚଳିତ ଆଇସିସି ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ଭାରତ ୫...

ରୋହିତ ଶର୍ମାଙ୍କ ସମେତ ୫ ଜଣଙ୍କୁ ଖେଳରତ୍ନ, ଦୂତୀଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର,୨୧।୮(ବ୍ୟୁରୋ)-ଚଳିତ ବର୍ଷ ପାଇଁ ଜାତୀୟ କ୍ରୀଡା ପୁରସ୍କାର ଘୋଷଣା କରାଯାଇଛି। ଆଥଲେଟ ଦୂତୀ ଚାନ୍ଦ ଅର୍ଜୁନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଦୂତୀ ଚାନ୍ଦଙ୍କ...

ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟରୁ ଜାଡେଜା ଆଉଟ୍‌, ଆବଶ୍ୟକ ପଡିଲେ ପେନ୍‌କିଲର ନେଇ ବ୍ୟାଟିଂ କରିବେ

ସିଡ୍‌ନୀ,୧୧।୧(ପି.ଟି.): ଚଳିତ ତୃତୀୟ ଟେଷ୍ଟର ତୃତୀୟ ଦିନରେ ଆହତ ହୋଇଥିବା ଭାରତୀୟ ସିନିୟର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବେ ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ...

ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ପଦରୁ ହଟିପାରନ୍ତି ଋଷଭ ପନ୍ତ; ପଏଣ୍ଟ ତାଲିକା ଶୀର୍ଷରେ ରହିଛି ଦଳ

ନୂଆଦିଲ୍ଲୀ,୧୨।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ୟୁଏଇରେ ଖେଳାଯିବ। ଏହି ଲିଗ୍‌ରେ ଏଯାବତ ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପଏଣ୍ଟ ଟେବୁଲର ଶୀର୍ଷରେ...

୧୬୫ ବଲ୍‌ରେ ମାରିଲେ ୪୦୭ ରନ୍‌; ଦିନିକିଆରେ ବିସ୍ଫୋରକ ବ୍ୟାଟିଂକୁ ନେଇ…

ଶିମୋଗା,୧୩।୧୧: ଅଣ୍ଡର-୧୬ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ ଲାଗି ଚର୍ଚ୍ଚାରେ ଣେ ଜଣେ ଯୁବ ଭାରତୀୟ କ୍ରିକେଟର। ସେ ହେଲେ ତନ୍ମୟ ମଞ୍ଜୁନାଥ। ତନ୍ମୟ ୫୦ ଓଭରର...

‘ବିରାଟ କୋହଲି ଜନ୍ମ ହୋଇ ନ ଥିବାବେଳେ ବି ଭାରତ ମ୍ୟାଚ୍‌ ଜିତୁଥିଲା’

କୋଲକାତା, ୨୫।୧୧: ଭାରତୀୟ ଅଧିନାୟକ ବିରାଟ କୋହଲି ଯେତେବେଳେ ଜନ୍ମ ହୋଇ ନ ଥିଲେ ସେତେବେ ବି ଭାରତ ମ୍ୟାଚ୍‌ ଜିତୁଥିଲା ବୋଲି ଲିଟିଲ୍‌ମାଷ୍ଟର ସୁନୀଲ...

୪ ମାସ ହେଲା ଖେଳିନାହାନ୍ତି ଗୋଟିଏ ବି ମ୍ୟାଚ୍‌; ହେଲେ ଟି୨୦ ର଼୍ୟାଙ୍କିଂରେ ଗୋଟିଏ ପାହାଚ ଉପରକୁ ଚଢ଼ିଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌; କୋହଲି…

ନୂଆଦିଲ୍ଲୀ,୮।୭: ନିକଟରେ ପ୍ରକାଶ ପାଇଥିବା ଆଇସିସି ଟି୨୦ ଅନ୍ତଃରାଷ୍ଟ୍ରୀୟ ର଼୍ୟାଙ୍କିଂରେ ଭାରତୀୟ ଅଧିନାୟକ ବିରାଟ କୋହଲି ନିଜର ପୂର୍ବସ୍ଥାନ ବଜାୟ ରଖିଛନ୍ତି। ସେହିଭଳି ଉଇକେଟକିପର ବ୍ୟାଟ୍ସମ୍ୟାନ୍‌...

Advertisement
Archives

Model This Week