ଆମେରିକା ପାଇଁ ବିପଦ ଚାଇନା କ୍ଷେପଣାସ୍ତ୍ର

ହଂକଂ,୨୦।୮: ଚାଇନା ସେନା(ପିଏଲ୍‌ଏ) ନିକଟରେ ଏମିତି କ୍ଷେପଣାସ୍ତ୍ର ରହିଛି ଯାହା ସେ ଆମେରିକାକୁ ଧମକ ଦେବାରେ ଯଥେଷ୍ଟ ବୋଲି ଏକ ରିପୋର୍ଟରୁ ଜଣାପଡିଛି। ଗୁଆମ, ଜାପାନ, ସିଙ୍ଗାପୁର ଓ ଦକ୍ଷିଣ କୋରିଆ ଭଳି ଦେଶ ନିକଟରେ ଥିବା ଆମେରିକା ସେନା ଶିବିରକୁ ବିସ୍ଥାପିତ କରିବା ପାଇଁ ପିପୁଲ୍ସ ଲିବରେଶନ ଆର୍ମି ରକେଟ ଫୋର୍ସ(ପିଏଲ୍‌ଏଆର୍‌ଏଫ୍‌) ଶସ୍ତ୍ରାଗାର ମଧ୍ୟରେ ଥିବା ପାରମ୍ପରିକା କ୍ଷେପଣାସ୍ତ୍ର ମାଧ୍ୟମରେ ଚାଇନା ପାଖରେ ଏହି କ୍ଷମତା ରହିଥିବା ଜଣାପଡିଛି। ସିଡ୍‌ନୀ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି କି ଗତ ୧୫ ବର୍ଷ ହେବ ପିଏଲ୍‌ଏ କ୍ଷେପଣାସ୍ତ୍ର ପରୀକ୍ଷଣ କ୍ଷେତ୍ରରେ ନିଜର କ୍ଷମତା ବଢାଇଛି। ତେଣୁ ଏହା ଆମେରିକା ଭଳି ଦେଶକୁ ମଧ୍ୟ ଟକ୍କର ଦେଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ମୁଖ୍ୟ ସହଯୋଗୀ: ରୁଷିଆ…

ମସ୍କୋ,୧।୪ : ଭାରତ ଏବଂ ଚାଇନାକୁ ନିଜର ବନ୍ଧୁ ଭାବରେ ବର୍ଣ୍ଣନା କରି ରୁଷିଆ କହିଛି ଯେ ଏହି ଦୁଇ ଦେଶ ବିଶ୍ୱର ସାର୍ବଭୌମ ଶକ୍ତି...

ଆଉ ଏକ ଜନମତ ସଂଗ୍ରହ କରିଥିବା ଘୋଷଣା କଲେ ଖଲିସ୍ତାନ ସମର୍ଥକ, ଭାରତ କହିଲା ସୃଷ୍ଟି କରାଯାଉଛି ହିଂସା

ଭ୍ୟାକୁଭର,୧୨।୯: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭାରତ ଗସ୍ତରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖାଲିସ୍ତାନ ସମର୍ଥକମାନେ ରବିବାର କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର...

‘ଭାରତ ଆମ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ’

ଓ୍ବାଶିଂଟନ,୧୯ା୧୧: ଆମେରିକା ପୁଣିଥରେ ବିଶ୍ୱସ୍ତରରେ ଭାରତ ସହ ସମ୍ପର୍କକୁ ଗୁରୁତ୍ୱ ଦେଇଛି। ଆମେରିକା କହିଛି, ଭାରତ ଆମର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ଆମେରିକାର ବୈଦେଶିକ ବିଭାଗର ଡେପୁଟି...

ବୁର୍କିନା ଫାସୋରେ ଜିହାଦି ଆକ୍ରମଣ, ୧୨ ଯବାନ ମୃତ

ବୁର୍କିନା ଫାସୋ,୯ ।୧୨: ପଶ୍ଚିମ ଆଫ୍ରିକା ଦେଶ ବୁର୍କିନା ଫାସୋରେ ଜିହାଦି ସମ୍ପ୍ରଦାୟର ଏକ ଆକ୍ରମଣ ଯୋଜନା ସଫଳ ହୋଇଛି । ଏହି ଆକ୍ରମଣରେ ଉତ୍ତର...

ଆତ୍ମଘାତୀ ବମ୍ବରଙ୍କୁ ରକେଟ୍‌ ମାଡ଼ କଲା ଆମେରିକା

ଓ୍ବାଶିଂଟନ,୨୯।୮: କାବୁଲ ବିମାନ ବନ୍ଦରରେ ପୁଣି ଥରେ ଆତ୍ମଘାତୀ ବିସ୍ଫୋରଣ ଘଟାଇବା ଚକ୍ରାନ୍ତରେ ଥିଲା ଇସ୍ଲାମିକ ଷ୍ଟେଟ୍‌- ଖାରସାନ (ଆଇଏସ୍‌-କେ)। ହେଲେ ଏହାକୁ ପଣ୍ଡ କରି...

ପୁଣି ପରମାଣୁ ଯୁଦ୍ଧର ଧମକ ଦେଲା ପାକିସ୍ତାନ

ଇସ୍‌ଲାମାବାଦ,୨୨।୧୦: ପାକିସ୍ତାନର ରେଳମନ୍ତ୍ରୀ ଶେଖ ରସିଦ ପୁଣି ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି। ସେ କହିଛନ୍ତି ଏଥର ପାରମ୍ପରିକ ଯୁଦ୍ଧ ହେବ ନାହିଁ। ୪-୬...

ଏହି ଦେଶକୁ ମିଳିଲା ୧,୦୯୮ କ୍ୟାରେଟ୍‌ ପୃଥିବୀର ତୃତୀୟ ବୃହତ୍ତମ ହୀରା: ଏବେ ସୁଧୁରିବ ଆର୍ଥିକ ଅବସ୍ଥା…

ଗାର୍ବୋନ୍‌,୧୭।୬: ଆଫ୍ରିକୀୟ ଦେଶ ବୋଷ୍ଟଓ୍ବାନାକୁ ପୃଥିବୀର ତୃତୀୟ ବୃହତ୍ତମ ହୀରା ମିଳିଛି। ଜୁନ୍‌ ୧ରେ ମିଳିଥିବା ଏହି ହୀରାକୁ ରାଷ୍ଟ୍ରପତି ମୋକଗଓ୍ବେତ୍ସି ମସିସି ବୁଧବାର ଦେଖିଛନ୍ତି।...

ପାଖରେ ନାହିଁ କାଣି କଉଡ଼ି, ସହାୟତା ଭରସାରେ ତାଲିବାନ୍‌…

କାବୁଲ,୧୫।୯: ତାଲିବାନ୍‌ କ୍ଷମତା ଦଖଲ କରିବା ପରେ ଏବେ ଆଫଗାନିସ୍ତାନର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଦେଶର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି।...

Advertisement
Archives

Model This Week