ଆମେରିକାରେ ହିନ୍ଦୁ ପୂଜାରୀଙ୍କ ଉପରକୁ ଆକ୍ରମଣ

ନ୍ୟୁୟର୍କ, ୨୧।୭: ନ୍ୟୁୟର୍କର ଫ୍ଲୋରା ପାର୍କରେ ଜଣେ ହିନ୍ଦୁ ପୂଜାରୀଙ୍କ ଉପରେ ଆକ୍ରମଣ ହୋଇଛି। ସ୍ବାମୀ ହରିଶ ଚନ୍ଦ୍ର ପୁରୀ(୫୨) ଶିମ ମନ୍ଦିରରେ ପୂଜା ସାରି ଫେରୁଥିବାବେଳେ ଜଣେ ବ୍ୟକ୍ତି ପଛରୁ ତାଙ୍କୁ ଆକମଣ କରିଥିଲେ। ପୋଲିସ ଘଟଣାରେ ସର୍ଜୟୋ ଗୌବିଓ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କିଙ୍ଗ୍‌ ସଙ୍କଟ ପ୍ରଶ୍ନ ଶୁଣି ଖବରଦାତା ସମ୍ମିଳନୀ ଅଧାରୁ ପଳାଇଗଲେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୧୪।୩: ବ୍ୟାଙ୍କ୍‌ ବୁଡିଯିବା ପ୍ରଶ୍ନ ଶୁଣି ଖବରଦାତା ସମ୍ମିଳନୀ ଅଧାରୁ ପଳାଇଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌। ଏହାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ...

ବିଜ୍ଞାନ ଯୋଗୁ ଲୋପ ପାଇଥିଲେ ଏଲିଆନ୍ସ

କାଲିଫର୍ନିଆ /ନୂଆଦିଲ୍ଲୀ,୨୬ା୧୨: ବିଜ୍ଞାନର ଅଗ୍ରଗତି ମଣିଷକୁ କେଉଁଠୁ ନେଇ କେଉଁଠି ପହଞ୍ଚାଇଲାଣି। ଏହାସତ୍ତ୍ୱେ ମଣିଷ କାହିଁକି ଅନ୍ୟ ଗ୍ରହର ଜୀବ ବା ଏଲିଆନ୍ସଙ୍କ ସହ ଯୋଗସୂତ୍ର...

ପାକିସ୍ତାନ ମିଲିଟାରୀ ବିମାନ ଦୁର୍ଘଟଣା ଗ୍ରସ୍ତ: ୧୭ ମୃତ

ଇସଲାମାବାଦ୍‌,୩୦।୭: ପାକିସ୍ତାନର ଏକ ମିଲିଟାରୀ ବିମାନ ମଙ୍ଗଳବାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ବିମାନରେ ଥିବା ୫...

ନୂଆବର୍ଷ ପାଇଁ ଆତସବାଜୀକୁ ନେଇ ଡୁଡୁଲ ପ୍ରସ୍ତୁତ କଲା ଗୁଗୁଲ

ଓ୍ବାଶିଂଟନ,୩୧।୧୨: ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଗୁଗୁଲ ଆତସବାଜୀକୁ ନେଇ ଡୁଡୁଲ ପ୍ରସ୍ତୁତ କରିଛି। ନ୍ୟୁ ଇୟର ଇଭ ନାଁରେ ଏହି ଡୁଡୁଲ ପ୍ରସ୍ତୁତ କରାଯାଇଛି।...

ୟୁନ୍‌ ସୁକ୍‌-ୟୋଲ୍‌ ଦକ୍ଷିଣ କୋରିଆ ରାଷ୍ଟ୍ରପତି..

ସିଓଲ,୧୦।୩ : ଦକ୍ଷିଣ କୋରିଆର ରାଷ୍ଟ୍ରପତି ଭାବେ ୟୁନ ସୁକ-ୟୋଲ ନିର୍ବାଚିତ ହୋଇଛନ୍ତି। ମୁଖ୍ୟ ବିରୋଧୀ ପିପୁଲ୍ସ ପାୱାର ପାର୍ଟିର ୬୦ବର୍ଷିୟ ୟୁନ୍‌ ୪୮.୬ ପ୍ରତିଶତ...

‘ଇମ୍ରାନ ଦେଶର ଅର୍ଥନୀତି ନଷ୍ଟ କରିଛନ୍ତି’

ଇସଲାମାବାଦ,୨୩ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଇମ୍ରାନଙ୍କ ବିରୋଧରେ କିଛିଦିନ ତଳେ ଅନାସ୍ଥା...

ପାକିସ୍ତାନରେ ଜାରି ରହିଛି ହିନ୍ଦୁ ମନ୍ଦିର-ତୀର୍ଥ ସ୍ଥଳକୁ ଅପବିତ୍ର କରିବାର ଘଟଣା

ଇସଲାମାବାଦ,୨୨ ।୨: ପାକିସ୍ତାନରେ ହିନ୍ଦୁ ମନ୍ଦିର ଓ ତୀର୍ଥ ସ୍ଥଳକୁ ଅପବିତ୍ର କରିବାର ଘଟଣା ଲଗାତାର ଜାରି ରହିଛି । ଏବେ ମହାଭାରତ ସମୟ ସହ...

‘ସମସ୍ତଙ୍କ ପାଇଁ ହେବି ପ୍ରଧାନମନ୍ତ୍ରୀ’: ନେତନ୍ୟାହୁ

ଜେରୁଜେଲମ,୧୪ ।୧୧: ଇସ୍ରାଏଲର ରାଷ୍ଟ୍ରପତି ଆଇଜ୍ୟାକ ହର୍ଜୋଗ ରବିବାର ଅର୍ଥାତ୍ ନଭେମ୍ବର ୧୩ରେ ନୂଆ ସରକାର ଗଠନ ପାଇଁ ଅଫିସିଆଲି ବେନଜାମିନ ନେତନ୍ୟାହୁଙ୍କୁ ନିମନ୍ତ୍ରଣ କରିଛନ୍ତି...

Advertisement
Archives

Model This Week