ଆମେରିକାରେ ଗ୍ରୀଷ୍ମ ପ୍ରବାହ: ୧୫୦ ନିୟୁତ ଲୋକେ ପ୍ରଭାବିତ

ଓ୍ବାଶିଂଟନ,୨୧।୭: ଆମେରିକାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାଦ୍ୱାରା ୧୫୦ ନିୟୁତରୁ ଅଧିକ ଲୋକ ବ୍ୟତିବ୍ୟସ୍ତ ହେଉଥିବା କୁହାଯାଉଛି। ନ୍ୟୁୟର୍କ, ଫିଲାଡେଲଫିହା ତଥା ଓ୍ବାଶିଂଟନରେ ତାପମାତ୍ରା ୩୮ ଡିଗ୍ରୀ ହୋଇଛି। ଇତିମଧ୍ୟରେ ଏଠାରେ ୬ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ଏଠାରେ କେନ୍ଦ୍ରୀୟ ପଶ୍ଚିମ ସମତଳ ଅଞ୍ଚଳରୁ ଆଟଲାଣ୍ଟିକ୍‌ ଉପକୂଳ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲର ଅଧିକାଂଶ ସହରରେ ବନ୍ୟା ଭୂସ୍ଖଳନ, ୨୪ ମୃତ, କାର୍ନିଭାଲ ରଦ୍ଦ

ସାଓ ପାଉଲୋ,୨୦ ।୨: ବ୍ରାଜିଲର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ରାଜ୍ୟ ସାଓ ପାଉଲୋ ବନ୍ୟା ଓ ଭୂସ୍ଖଳନରେ ଖୁବ୍ ପ୍ରଭାବିତ ହୋଇଛି । ବ୍ରାଜିଲର...

ପୁଟିନଙ୍କ ୬୦୯ କୋଟିର ବିଳାସପୂର୍ଣ୍ଣ ଟ୍ରେନ ନେଇ ଚର୍ଚ୍ଚା…

ମସ୍କୋ,୧୧।୭ : ୟୁକ୍ରେନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିଷୟରେ ଏକ ବଡ଼ ସୂଚନା ମିଳିଛି। ପୁଟିନଙ୍କର ଏକ ସୁପର...

କିମ୍‌ଙ୍କ ଗୁପ୍ତଚର ଉପଗ୍ରହକୁ ନେଇ ଚିନ୍ତା ପ୍ରକଟ କଲା ଆମେରିକା…

ଓ୍ବାଶିଂଟନ,୭।୬ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ଗୁପ୍ତଚର ଉପଗ୍ରହକୁ ନେଇ ଆମେରିକା ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ବର୍ତ୍ତମାନ ଆମେରିକା...

ପାକିସ୍ତାନୀ ସୈନ୍ୟ କରିବେ ଚାଷ: ଅଧିଗ୍ରହଣ କରିବ ୧୦ ଲକ୍ଷ ଏକରରୁ ଅଧିକ ଜମି…

ଇସଲାମାବାଦ,୨୬।୯ : ପାକିସ୍ତାନ ଖରାପ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛି। ଏଠାକାର ଲୋକମାନେ ପ୍ରତ୍ୟେକ ଛୋଟ ଛୋଟ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି। ମାସେ...

ଡାଳ କାଟିଲେ ଗଛକୁ ବି ହୁଏ କଷ୍ଟ, ପାଣି ଅଭାବରେ ବିକଳରେ କରନ୍ତି ଚିତ୍କାର: ରିସର୍ଚ୍ଚ ରିପୋର୍ଟ…

ତେଲ ଅଭିବ,୧୬।୪ : ଏକ ନୂତନ ରିସର୍ଚ୍ଚ ରିପୋର୍ଟରେ, ଗଛ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଯେତେବେଳେ ଗଛଗୁଡିକ ଦୀର୍ଘ ସମୟ ପର୍ଯ୍ୟନ୍ତ...

ମାଲେସିଆର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ୧୨ ବର୍ଷ ଜେଲ

କୁଆଲା ଲୁମ୍ପୁର,୨୯।୭: ମାଲେସିଆର ଏକ କୋର୍ଟ ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ନଜିବ୍‌ ରଜାକ୍‌ଙ୍କୁ ୧୨ ବର୍ଷ ଜେଲ ସହ ୪୯.୪୦ ନିୟୁତ ଡଲାର ଜରିମାନାଦେଶ ଶୁଣାଇଛନ୍ତି।...

ଭାରତର ପ୍ରଭାବ: ବାଂଲାଦେଶରେ ପିଆଜ ଦାମ୍‌ ଶହେ ଶ୍ରୀଲଙ୍କାରେ ୧୧୭

ଢ଼ାକା/କଲମ୍ବୋ,୩।୧୦: ଭାରତରେ ପିଆଜ ଦାମ୍‌ ନେଇ ଲୋକେ ହନ୍ତସନ୍ତ ହେବା ପରେ ଏବେ ଏହାର ପ୍ରଭାବ ପଡ଼ୋଶୀ ଦେଶଗୁଡ଼ିକ ଉପରେ ପଡ଼ିବା ଆରମ୍ଭ କରିଛି। ଭାରତ...

‘ଗଜ୍‌ନବୀ’ପରୀକ୍ଷା କଲା ପାକିସ୍ତାନ

ଜମ୍ମୁ-କଶ୍ମୀର ସମ୍ପର୍କିତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଭାରତକୁ ବାରମ୍ବାର ଆଣବିକ ଅସ୍ତ୍ର ପ୍ରୟୋଗର ଧମକ ଦେଇ ଯୁଦ୍ଧ ଭୟ ଦେଖାଉଥିବା ପାକିସ୍ତାନ ଶେଷରେ ଏକ...

Advertisement
Archives

Model This Week