Posted inଜାତୀୟ

ଆଦିତ୍ୟଙ୍କୁ ମିଳିପାରେ ମନ୍ତ୍ରୀପଦ

ମୁମ୍ବାଇ,୩୦।୧୨: ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ ଆଉ କିଛି ସମୟ ପରେ କରାଯିବ। ଏଥିରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ଆଲୋଚନା ହେଉଛି। ଉଦ୍ଧବ ଠାକରେ ପରିବାରର ପ୍ରଥମ ସଦସ୍ୟ ଭାବେ ଚଳିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିବା ବେଳେ ମୁମ୍ବାଇର ଓ୍ବର୍ଲି ଆସନରୁ ବିଜୟୀ ହୋଇଥିଲେ। ଯଦି ତାଙ୍କୁ ମନ୍ତ୍ରୀ ପଦ ମିଳେ ତେବେ ସେ ରାଜ୍ୟର ସର୍ବକନିଷ୍ଠ ମନ୍ତ୍ରୀ ହେବାର ଗୌରବ ଅର୍ଜନ କରିବେ। କଂଗ୍ରେସ କୋଟାରୁ ଅଶୋକ ଚୌହାନଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଲୋଚନା ହେଉଛି କି ଏଥର ଏନ୍‌ସିପି ନେତା ଅଜିତ ପାଓ୍ବାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ ଲୁଟ୍‌ ପୂର୍ବରୁ ପୋଲିସ୍‌ ଗୁଳିରେ ଗଲା ଲୁଟେରାଙ୍କ ଜୀବନ

ଗୁଆହାଟି,୨୨।୮ : ଆସାମର କୋକ୍ରାଝର ଜିଲାରେ ଏକ ବଡ଼ ଧରଣର ବ୍ୟାଙ୍କ୍‌ ଲୁଟକୁ ବିଫଳ କରି ଦେଇଛି ପୋଲିସ। ଲୁଟ୍‌ କରିବାକୁ ଯାଉଥିବା ୩ ଅଭିଯୁକ୍ତ...

ବାୟୁ ସେନା ଅଧିକାରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ

କୋଏମ୍ବାଟୋର: ୨୭ ବର୍ଷୀୟା ମହିଳା ଅଧିକାରୀ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଗିରଫ ହୋଇଛନ୍ତି ଭାରତୀୟ ବାୟୁ ସେନା (ଆଇଏଏଫ୍‌)ର ୨୬ ବର୍ଷୀୟ ଫ୍ଲାଇଟ୍‌...

୮ଘଣ୍ଟା ଧରି କାର୍ତ୍ତିଙ୍କୁ ଜେରା

ନୂଆଦିଲ୍ଲୀ,୨୬।୫: ୨୦୧୧ରେ ୨୬୩ ଚାଇନା ନାଗରିକଙ୍କୁ ଭିସା ପ୍ରଦାନ ସହ ଜଡିତ ଏକ ସ୍କାମରେ କଂଗ୍ରେସ ନେତା ତଥା ଏମ୍‌ପି କାର୍ତ୍ତି ଚିଦାମ୍ବରମ ଗୁରୁବାର ସିବିଆଇ...

ଆସାମରେ ଭାଜପାର ୧୦ ସଙ୍କଳ୍ପ: ୩୦ ଲକ୍ଷ ପରିବାରଙ୍କୁ ମାସକୁ ୩ ହଜାର

ଗୁଆହାଟି,୨୩।୩: ଆସାମରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏନେଇ ଭାଜପା ପକ୍ଷରୁ ନିର୍ବାଚନ ଇସ୍ତାହାର ପ୍ରକାଶ ପାଇଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା, ମୁଖ୍ୟମନ୍ତ୍ରୀ...

ଏପ୍ରିଲ ଫୁଲ୍‌କୁ ନେଇ ଗୁଜବ କଲେ ହେବ କଠୋର କର୍ଯ୍ୟାନୁଷ୍ଠାନ

ମୁମ୍ବାଇ,୩୧।୩: ରାତି ପାହିଲେ ଏପ୍ରିଲ ପହିଲା ବା ଏପ୍ରିଲ୍‌ ଫୁଲ୍‌। ଏହାକୁ ନେଇ କିଏ କେତେ ଥଟ୍ଟାମଜା କରିଥାଆନ୍ତି। ହେଲେ ଏବେ ଦେଶରେ ଲକ୍‌ଡାଉନ୍‌ ସାଙ୍ଗକୁ...

ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଗୋୟଲଙ୍କ ପିଏସ୍‌ ମୃତ

ଶାହଜାହାନ୍‌ପୁର, ୨୦ା୧୦(ପି.ଟି.) : କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗ୍‌ଓ୍ବାରଙ୍କ ବ୍ୟକ୍ତିଗତ ସଚିବ ବ୍ରିଜେଶ କୁମାର ତିଓ୍ବାରୀ (୪୪) ସଡ଼କ ଦୁର୍ଘଟଣାରେ ଶନିବାର...

‘ଆମେ ସଂସ୍କୃତିକୁ ଛାଡ଼ିପାରିବୁ ନାହିଁ’

ଜୟପୁର,୧୨ା୨: ମୁସଲମାନ ମହିଳାମାନେ ରାଜସ୍ଥାନର ଜୟପୁର ଏବଂ ପଞ୍ଜାବର ଲୁଧିଆନାରେ ହିଜାବକୁ ସମର୍ଥନ କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ବିଷୟ ବୋଲି...

ବିହାର ବିଧାନସଭା ନିର୍ବାଚନ: ଘୋଷଣା ପତ୍ର ଜାରି କଲା କଂଗ୍ରେସ, ଚାଷୀଙ୍କୁ ଋଣଛାଡ ପ୍ରତିଶ୍ରୁତି

ପାଟନା, ୨୧।୧୦: ବିହାର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଛି। ଚାଷୀଙ୍କ ଋଣ ଛାଡ, ବିଦ୍ୟୁତ୍‌ ବିଲ୍‌କୁ ଅଧା...

Advertisement
Archives

Model This Week