ଆତ୍ମବିଶ୍ୱାସ ଫେରିପାଇବାକୁ ହେଲେ କ’ଣ କରିବେ..

* କୌଣସି କାର୍ଯ୍ୟରେ ଅସଫଳ ହେବା ପରେ ଭାଙ୍ଗି ନ ପଡି ସେଥିରୁ ଉଚିତ ଶିକ୍ଷା ଲାଭ କରି ଆଗକୁ ବଢିବା ଲାଗି ଚେଷ୍ଟା କରନ୍ତୁ ।

* କିଛି ଭୁଲ ହୋଇଯିବ ଭାବି ପଛଘୁଞ୍ଚା ଦେବା ଅପେକ୍ଷା କାମଟିକୁ ଆତ୍ମ ବିଶ୍ୱାସର ସହ ଶେଷ କରିବା ପାଇଁ ଚେଷ୍ଟା କରନ୍ତୁ ।

* ଅସଫଳତା ପଛର କାରଣ ଖୋଜି ବାହାର କରନ୍ତୁ ଏବଂ ତାକୁ ସୁଧାରିବା ପାଇଁ ବଦ୍ଧପରିକର ହୁଅନ୍ତୁ ।

* ନିଜର ଦୋଷ ଦୁର୍ବଳତାକୁ ଚିହ୍ନନ୍ତୁ ଏବଂ ତାକୁ ଦୂର କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତୁ ।

* ନିଜର ସାମର୍ଥ୍ୟକୁ ଚିହ୍ନନ୍ତୁ ଏବଂ ସେଇଟିକୁ ଉପଯୋଗ କରି ଅନ୍ୟମାନଙ୍କଠାରୁ ଭିନ୍ନ ହେବାକୁ ଚେଷ୍ଟା କରନ୍ତୁ ।

* ପୂର୍ବରୁ ଲାଭ କରିଥିବା ସଫଳତାକୁ ମନେ ପକାନ୍ତୁ ଏବଂ ତାକୁ ଉଦାହରଣ ଭାବେ ଗ୍ରହଣ କରି ଆଗକୁ ବାଟ ଚାଲନ୍ତୁ ।

* କିଛି କାମ ଆରମ୍ଭ କରିବା ପୂର୍ବରୁ ନିଜେ କନ୍‌ଫିଡେଣ୍ଟ ଅଛନ୍ତି ବୋଲି କଳ୍ପନା କରନ୍ତୁ ।

* ସଫଳତା ପାଇବା ପରେ ଲୋକେ କିଭଳି ଭାବେ ଆପଣଙ୍କୁ ଅଭିବାଦନ ଦେବେ ଏବଂ ପ୍ରଶଂସା କରିବେ ସେ ବିଷୟରେ ମଧ୍ୟ ଭାବି ନିଜର ଆତ୍ମବିଶ୍ୱାସକୁ ସୁଦୃଢ କରିପାରିବେ ।

* ଆତ୍ମବିଶ୍ୱାସ କମ୍‌ କରାଉଥିବା କାର୍ଯ୍ୟଗୁଡିକୁ ବାରମ୍ବାର ସାମ୍ନା କରନ୍ତୁ। ଏପରି କଲେ ଆପଣଙ୍କ ଭୟ ଛାଡିବ ଏବଂ ଆପଣ କନ୍‌ଫିଡେଣ୍ଟ ଫିଲ କରିବେ ।

* ନିଜକୁ ପ୍ରମାଣ ଦେବାର ସୁଯୋଗ ଆଦୌ ହାତଛଡା କରନ୍ତୁ ନାହିଁ । ପୂର୍ଣ୍ଣ ପ୍ରସ୍ତୁତି ସହ ନିଜକୁ ସମସ୍ତଙ୍କ ସାମ୍ନାରେ ଉପସ୍ଥାପନ କରନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟବର୍ଦ୍ଧକ ଲେମ୍ବୁ

ବିଭିନ୍ନ ଫଳମୂଳ, ସବୁଜ ପନିପରିବାରେ ଖାଦ୍ୟସାର ଓ ଭିଟାମିନ ଭରି ରହିଛି। ଏଗୁଡିକୁ ଖାଇବା ଦ୍ୱାରା ମନୁଷ୍ୟ ସୁସ୍ଥ, ସତେଜ, ନୀରୋଗ ରହିଥାଏ। ଆମ ଦୈନନ୍ଦିିନ...

ଧାତୁ ଦୌର୍ବଲ୍ୟ

”ଶୈଶବାବସ୍ଥାରେ ସପ୍ତମଧାତୁ ଶୁକ୍ର ଶରୀରରେ ଗୁପ୍ତାବସ୍ଥାରେ ରହିଥାଏ। ଯୌବନ ପ୍ରାରମ୍ଭାବସ୍ଥାରେ ଏହା ପ୍ରକଟ ହେବା ସହ ବୟସ ବଢ଼ିବା ସଙ୍ଗେସଙ୍ଗେ ଉତ୍ପାଦନ ବଢ଼େ ଏବଂ ଚାଳିଶ...

ହସ୍ତକଳା ଦେଇଛି ପରିଚୟ

  ଜହ୍ନମାମୁ ପତ୍ରିକାରେ ପ୍ରକାଶ ପାଉଥିବା ଗପଗୁଡ଼ିକ ପଢ଼ିବାଠାରୁ ତାଙ୍କୁ ଅଧିକ ଆକୃଷ୍ଟ କରୁଥିଲା ଏଥିରେ ଥିବା ସୁନ୍ଦର ସୁନ୍ଦର ଛବି ସବୁ; ଯାହାକୁ ଅବିକଳ...

ଟାଇଟ୍‌ ପୋଷାକ ପିନ୍ଧୁଥିଲେ

ନିଜ ଫିଗରକୁ ଆକର୍ଷଣୀୟ କରିବା ଲାଗି ଅଧିକାଂଶ ମହିଳା ବିଭିନ୍ନ ଉପାୟ ଆପଣାଇଥାନ୍ତି; ଯାହା ମଧ୍ୟରେ ଟାଇଟ୍‌ ପୋଷାକ ସେମାନଙ୍କର ଭାରି ପସନ୍ଦ। ହେଲେ ଆପଣ...

କାନରେ ପାଣି ପଶିଥିଲେ….

ଗାଧୋଇବା ସମୟରେ ହେଉ ଅବା ସୁଇମିଂ ସମୟରେ ବେଳେ ବେଳେ କାନରେ ପାଣି ପଶି ଯାଇଥାଏ। ଏହାକୁ ବାହାର କରିବାକୁ କେତେଜଣ ଅସ୍ତବ୍ୟସ୍ତ ହୋଇଯାଇ ବିଭିନ୍ନ...

ଚାଣକ୍ୟଙ୍କ ନୀତିରୁ ଜାଣନ୍ତୁ ବ୍ୟକ୍ତିଙ୍କ ପରିଚୟ

ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ଶ୍ଳୋକ ବର୍ଣ୍ଣନା କରିଛନ୍ତି । ଯାହାକୁ ଗ୍ରହଣ କରି ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ। ବ୍ୟକ୍ତିଙ୍କ ପରିଚୟ ସମ୍ପର୍କରେ...

ଟ୍ରାଇବାଲ୍‌ ଜୁଏଲେରି ଟ୍ରେଣ୍ଡ

ବର୍ତ୍ତମାନ ଟ୍ରାଇବାଲ୍‌ ଜୁଏଲେରିର ଡିମାଣ୍ଡ ବଢୁଥିବା ଦେଖିବାକୁ ମିଳୁଛି। ଓ୍ବେଷ୍ଟର୍ନଠାରୁ ଆରମ୍ଭ କରି ଟ୍ରାଡିଶନାଲ୍‌ ପର୍ଯ୍ୟନ୍ତ ପ୍ରତ୍ୟେକ ପୋଷାକ ସହ ଏହାର କମ୍ବିନେଶନ୍‌ ଅଧିକ ଟ୍ରେଣ୍ଡି...

ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ କି? ଏଭଳି ସେବନ କରନ୍ତୁ ମେଥି

ଆଜିର ସମୟରେ ଅନିୟମିତ ଦିନଚର୍ଯ୍ୟା ବିଭିନ୍ନ ପ୍ରକାର ରୋଗର କାରଣ ପାଲଟୁଛି। ସେଥିରୁ ଗୋଟିଏ ହେଲା ଉଚ୍ଚ ରକ୍ତଚାପ। ସାଧାରଣତଃ ମୋଟାପଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ...

Advertisement
Archives

Model This Week