Posted inଜାତୀୟ

ଆତଙ୍କବାଦୀଙ୍କ ଗୁଳିରେ ୨ ଯବାନ ଶହୀଦ

ଶ୍ରୀନଗର,୨୧ା୫: ଜମ୍ମୁ-କଶ୍ମୀରର ଶ୍ରୀନଗର ଉପକଣ୍ଠ ପଣ୍ଡାଚ ଅଞ୍ଚଳରେ ବୁଧବାର ଆତଙ୍କବାଦୀଙ୍କ ଗୁଳିମାଡ଼ରେ ବିଏସ୍‌ଏଫ୍‌ର ୨ ଜଣ ଯବାନ ଶହୀଦ ହୋଇଛନ୍ତି। ପିକେଟିଂ କରୁଥିବା ଯବାନଙ୍କ ଉପରକୁ ମୋଟରସାଇକେଲରେ ଆସିଥିବା ଆତଙ୍କବାଦୀ ଗୁଳି ଚଳାଇଥିଲେ। ଆହତ ଦୁଇ ଯବାନଙ୍କୁ ସୌରାସ୍ଥିତ ଏସ୍‌କେଆଇଏମ୍‌ଏସ୍‌ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ପହଞ୍ଚତ୍ବା ପୂର୍ବରୁ ଜଣକର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: ପୁଣି ଜଣେ ଗିରଫ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଆଉ ଜଣଙ୍କୁ ଗିରଫ କରିଛି। ଅଭିଷେକ ବୋଇନପାଲିଙ୍କୁ ସିବିଆଇ ଗିରଫ କରିଛି। ଅଭିଷେକଙ୍କୁ...

ପଶ୍ଚିମବଙ୍ଗରେ ଭାଜପା କର୍ମୀଙ୍କୁ ଘରେ ପଶି ଆକ୍ରମଣ

କୋଲକତା,୨୮।୨: ପଶ୍ଚିମବଙ୍ଗ ନିର୍ବାଚନରେ ରକ୍ତପାତ ହେବାର ସମ୍ଭାବନା ସତ ପ୍ରମାଣିତ ହେବାରେ ଲାଗିଛି। ରାଜ୍ୟର ଉତ୍ତର ୨୪ ପରଗଣା ଜିଲାରେ ଜଣେ ଭାଜପା ନେତାଙ୍କୁ ଘରେ...

ପଦ୍ମଶ୍ରୀ ପୁରସ୍କାରକୁ ସାଧାରଣ ଜନତାଙ୍କୁ ଉତ୍ସର୍ଗ କଲେ ଏକ ଟଙ୍କିଆ ଡାକ୍ତର

କୋଲକାତା,୨୭।୧: ପଶ୍ଚିମବଙ୍ଗର ବୋଲପୁରରେ ‘ଏକ ଟଙ୍କିଆ ଡାକ୍ତର’ଭାବେ ପରିଚିତ ଡାକ୍ତର ସୁଶୋଭନ ବାନାର୍ଜୀ ସେଠାକାର ଗରିବଙ୍କ ପାଇଁ ଦ୍ୱିତୀୟ ଈଶ୍ୱର। ମାତ୍ର ଏକ ଟଙ୍କା ଫି...

ମଦ ଦୁର୍ନୀତିର ଷ୍ଟିଙ୍ଗ୍‌ ଅପରେଶନ, ଦୁର୍ନୀତି ବିରୋଧରେ ଲଢ଼ିବାକୁ ଶପଥ ନେଇଥିବା ଏଏପି ହୋଇଛି ଦୁର୍ନୀତିଗ୍ରସ୍ତ…

ନୂଆଦିଲ୍ଲୀ, ୫।୯ : ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତିକୁ ନେଇ ଆମ ଆଦମୀ ପାର୍ଟି (ଏଏପି) ସରକାରଙ୍କୁ ଟାର୍ଗେଟ କରି ଭାରତୀୟ ଜନତା ପାର୍ଟି ଏକ...

ଝାନ୍ସୀ ମନ୍ଦିର, ମସ୍‌ଜିଦରୁ ହଟିଲା ଡାକବାଜି ଯନ୍ତ୍ର

ଲକ୍ଷ୍ନୌ,୨୮।୪: ଉତ୍ତରପ୍ରଦେଶର ଧର୍ମୀୟ ସ୍ଥାନଗୁଡ଼ିକରେ ବେଆଇନ ଭାବେ ଲାଗିଥିବା ଡାକବାଜି ଯନ୍ତ୍ର ହଟାଇବା ପାଇଁ ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ୧,୫୬୫ ଥାନାକୁ ନିର୍ଦ୍ଦେଶନାମା ଜାରି...

ଗୋପାଳ ଇଟାଲିଆଙ୍କ ଜନସଭାରେ ପଥରମାଡ, ସିସୋଡିଆ କହିଲେ ହାରିବାର ଭୟରେ ବିଳିବିଳାଉଛି ଭାଜପା

ସୁରଟ,୨୭ ।୧୧: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ଯୋରସୋରେ ପ୍ରଚାରରେ ଲାଗି ପଡିଛନ୍ତି । ଏହି କ୍ରମରେ ଶନିବାର ୨୬ ନଭେମ୍ବରରେ...

୧୮୬ ବର୍ଷ ତଳେ ଇଂଲଣ୍ଡରେ ଦେହତ୍ୟାଗ କରିଥିଲେ ଏହି ଭାରତୀୟ ରାଜା…

ରାଜା ରାମମୋହନ ରାୟଙ୍କୁ ଭାରତୀୟ ପୁନର୍ଜାଗରଣର ଅଗ୍ରଦୂତ ଏବଂ ଆଧୁନିକ ଭାରତର ନିର୍ମାତା କୁହାଯାଏ। ଭାରତୀୟ ସାମାଜିକ ଏବଂ ଧାର୍ମିିକ ପୁନର୍ଜାଗରଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା...

ଆଉ ୩୦ ବିଏସ୍‌ଏଫ୍‌ ଯବାନ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୮।୫: କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ଯବାନମାନେ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି। ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ୍‌)ର ଆଉ ୩୦ ଯବାନ ଶୁକ୍ରବାର କରୋନାରେ...

Advertisement
Archives

Model This Week