ଆଜ୍‌ମାରୁ ଦୂରେଇ ରହିବା ପାଇଁ ସକାଳେ ୧୫ ମିନିଟ୍‌ ଏପରି କରନ୍ତୁ…

ଆଜ୍‌ମା ସମସ୍ୟାରୁ ଦୂରେଇ ରହିବା ପାଇଁ ପ୍ରତିଦିନ ସକାଳେ ୧୫ ମିନିଟ୍‌ କଅଁଳ ଖରାରେ ବସିଲେ ସୁଫଳ ମିଳିଥାଏ। ଏଥିରେ ଭିଟାମିନ୍‌-ଡି ରହିଥାଏ। ଭିଟାମିନ୍‌-ଡି’ ଅନେକ ରୋଗର ଚିକିତ୍ସାରେ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। ପ୍ରାକୃତିକ ଭାବେ ଭିଟାମିନ୍‌-ଡି’ ସୂର୍ଯ୍ୟକିରଣରୁ ମିଳିଥାଏ। ଏହା ଫୁସ୍‌ଫୁସ୍‌ର କାର୍ଯ୍ୟକୁ ସ୍ବାଭାବିକ କରିଥାଏ। ଫଳରେ ଶ୍ୱାସ ସମ୍ପର୍କିତ ସମସ୍ତ ସମସ୍ୟା ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶନିଦେବଙ୍କ କୃପା ଦୃଷ୍ଟି ପାଇଁ…

ଧାର୍ମିକ ଶାସ୍ତ୍ର ଅନୁଯାୟୀ, କର୍ମ, ନ୍ୟାୟ ଓ ଦଣ୍ଡର ଅଧିପତି ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ କେଉଁ ଜିନିଷ ଦାନ କଲେ ଶନିଦୋଷ...

୧୨ ବର୍ଷ ପରେ ଘଟୁଛି ଏମିତି; ଏସବୁ ରାଶିର ଚମକିବ ଭାଗ୍ୟ, ପଦ-ପ୍ରତିଷ୍ଠା ସହ ଆକସ୍ମିକ ଧନଲାଭର ଯୋଗ

ଜ୍ୟୋତିଷଶାସ୍ତ୍ର ଅନୁସାରେ ଏକ ନିଶ୍ଚିତ ଅନ୍ତରାଳରେ ଗ୍ରହ ଉଦୟ ଏବଂ ଅସ୍ତ ହୁଅନ୍ତି। ଏହାର ପ୍ରଭାବ ମାନବ ଜୀବନ ଏବଂ ଦେଶଦୁନିଆ ଉପରେ ଦେଖିବାକୁ ମିଳିଥାଏ।...

ଶ୍ରାବଣ ମାସରେ ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି ୪ ଜିନିଷ, ବିଗିଡ଼ି ଯାଇପାରେ ସ୍ବାସ୍ଥ୍ୟ, ହୋଇପାରେ…

ପବିତ୍ର ଶ୍ରାବଣ ମାସ ଆରମ୍ଭ ହୋଇଛି। ଏହି ମାସର ଆଧ୍ୟାତ୍ମିକ ଏବଂ ଧାର୍ମିକ ମହତ୍ତ୍ୱ ଅଛି, ଏହି ମାସ ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ।...

କାଲି ଶ୍ରାବଣ ମାସର ପ୍ରଥମ ଶନିବାର: କରନ୍ତୁ ଏସବୁ ଜିନିଷ ଦାନ, ଭୋଳାନାଥଙ୍କ ସହ ଶନି ଦେବଙ୍କ କୃପାରୁ…

ଶ୍ରାବଣ ମାସର ପ୍ରଥମ ଶନିବାର ଜୁଲାଇ ୧୨ ରେ ପଡ଼ିବ। ଏହି ମାସରେ ପଡୁଥିବା ଶନିବାରଗୁଡ଼ିକର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଭୋଳାନାଥଙ୍କ ସହିତ,...

ସକାଳେ ଖାଲି ପେଟରେ ଚା’ ପିଉଛନ୍ତି କି? ଦେଖାଦେଇପାରେ ମାରାତ୍ମକ ସ୍ବାସ୍ଥ୍ୟ ସମସ୍ୟା, ଜାଣନ୍ତୁ କ’ଣ କୁହନ୍ତି…

ଭାରତରେ ଚା’ ବିନା ଦିନର ଆରମ୍ଭ ଅସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଅନେକ ଲୋକ ସକାଳୁ ଉଠିବା ମାତ୍ରେ ଚା’ ପିଇବାକୁ ପସନ୍ଦ କରନ୍ତି। କିନ୍ତୁ...

ଶ୍ରାବଣ ମାସରେ ୧୬ ସୋମବାର ବ୍ରତ କିଭଳି ଆରମ୍ଭ କରିବେ? ଜାଣନ୍ତୁ ପୂଜା ବିଧି, ନିୟମ; ଶୀଘ୍ର ହେବ ବିବାହ-ମିଳିବ…

ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ। ଏହି ମାସରେ ଅନେକ ଲୋକ ଷୋହଳ ସୋମବାର ଉପବାସ ଆରମ୍ଭ କରନ୍ତି। ଆଜି ଆମେ ଏହି ଉପବାସ କିପରି...

ବାରମ୍ବାର ମୁଣ୍ଡବିନ୍ଧା ହେଉଛି କି, ହୋଇଯାନ୍ତୁ ସାବଧାନ: ହୋଇପାରେ ଗମ୍ଭୀର ରୋଗ

ନ୍ୟୁରୋଲୋଜି ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ପ୍ରାୟତଃ ଚିହ୍ନଟ ହୁଏ ନାହିଁ କିମ୍ବା ସାମାନ୍ୟ ମନେହୁଏ, କିନ୍ତୁ ଏହା ଏକ ଗମ୍ଭୀର ରୋଗର ଲକ୍ଷଣ ମଧ୍ୟ ହୋଇପାରେ। ସଠିକ...

ବ୍ୟାଣ୍ଡେଜ କେବଳ ଖଣ୍ଡିଆରେ ନୁହେଁ, ଜାଣନ୍ତୁ ଏହାର ଆଉ କିଛି ବ୍ୟବହାର, ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ

ସମସ୍ତଙ୍କ ଘରର ଫାଷ୍ଟଏଡ ବକ୍ସରେ ବ୍ୟାଣ୍ଡେଜ ସବୁବେଳେ ରହିଥାଏ। ଅନେକ ଲୋକ ଏହାକୁ ନିଜ ବ୍ୟାଗରେ ମଧ୍ୟ ରଖନ୍ତି କାରଣ ଆଘାତ ସମୟରେ ଏହାକୁ ଯେକୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri