ଓଡ଼ିଶା: ଆଜିର ଫଟୋ

ସାବିତ୍ରୀ ବ୍ରତ ପାଇଁ ଫଳ ଓ ସାଢି ଦୋକାନରେ ଗହଳି ଲାଗି ରହିଛି

ସାବିତ୍ରୀ ବ୍ରତ ପାଇଁ ଦୋଳମୁଣ୍ଡାଇ ଛକଠାରେ ମହିଳାମାନେ ଶଙ୍ଖ ଓ ପୂଜା ସାମଗ୍ରୀ କିଣୁଛନ୍ତି

ବଜ୍ରକବାଟୀ ରୋଡଠାରେ ଥିବା ଇଲେକ୍ଟ୍ରି ଖୁଣ୍ଟ ତାରରେ ପାରାମାନେ ବସି ରହିଛନ୍ତି।

ଏସ୍‌ସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ଥିବା ରକ୍ତ ନମୁନା ସଂଗ୍ରହ କେନ୍ଦ୍ର ନିକଟରେ ଲୋକମାନଙ୍କ ଗହଳି ଲାଗି ରହିଛି।

ରାଜ ମହଲ ଛକ ଟ୍ରାଫିକ ପୋଲିସ ବିନା ହେଲମେଟରେ ଯାଉଥିବା ଯାତ୍ରୀଙ୍କଠାରୁ ଜରିମାନା ଆଦାୟ କରୁଛି।

ସାବିତ୍ରୀ ବ୍ରତ ପାଇଁ ୟୁନିଟ ୧ ରୋଡରେ ଲୋକମାନେ ଫଳ କିଣିବା ପାଇଁ ଭିଡ ଜମାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୨, ୨୦୨୨)

ଭୁବନେଶ୍ୱର ପଳାଶୁଣୀରେ ଦୁର୍ଘଟଣା ପରେ ଓଭରବ୍ରିଜରେ ଟ୍ରାଫିକ୍ ଜାମ୍   ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ‘ଧର୍ମର ଭାରତୀୟ ଦର୍ଶନ’ସମ୍ପର୍କିତ ଜାତୀୟ ଆଲୋଚନାଚକ୍ର   ବିଏମସିର...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୦, ୨୦୨୨)

ଭୁବନେଶ୍ୱରରେ ପ୍ରବଳ ବର୍ଷା ସ୍କୁଲ ରୁ ଛାତ୍ରୀଛାତ୍ର ମାନେ ରାସ୍ତାରେ ଯାଉଛନ୍ତି କଟକର ଦରଘା ବଜାର ଅଞ୍ଚଳରେ ଥିବା ଚିତ୍ରକାର ସାହିରେ ଜଣେ କଳାକାର ମୂର୍ତ୍ତିଗୁଡ଼ିକୁ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୦, ୨୦୨୦)

ପ୍ରବଳ ବର୍ଷା ମଧ୍ୟରେ କୁଆଖାଇ ନଦୀ ଭୁବନେଶ୍ୱରର ବମିଖାଲ ଅଞ୍ଚଳରେ ଡ୍ରେନ୍ ପାଣିରେ ବତକ ମାନେ ଖେଳୁଛନ୍ତି ଗଣେଶ ଚତୁର୍ଥୀ ଆଗରୁ ଭୁବନେଶ୍ୱର ୟୁନିଟ୍-୨ ବଜାରରେ...

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୧୨, ୨୦୨୧)

ଭୁବନେଶ୍ୱରର ପ୍ରେସକ୍ଲବଠାରେ ଅନୁଷ୍ଠିତ ଅର୍ଗାନିକ ଫାଇଆର ଗ୍ରାହକ ମାନେ କିଣିବାପାଇଁ ବୁଲି ଦେଖୁଛନ୍ତି ଭୁବନେଶ୍ୱରର ରସୁଲଗଡ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟରେ ଟଲି ଚାଳନା କରୁଥିବା ସମୟରେ ଜଣେ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୧, ୨୦୨୦)

କଟକ ତୁଳସୀପୁର ହରିଣ ପାର୍କରେ ହରିଣଙ୍କୁ ବିସ୍କୁଟ ଖାଇବାକୁ ଦେଉଛନ୍ତି ଦର୍ଶକ ଭୁବନେଶ୍ୱର ରସୁଲଗଡ଼-ବାଣୀବିହାର ଅସ୍ଥାୟୀ ଅଟୋଷ୍ଟାଣ୍ଡରେ କୋଭିଡ ନିୟମାବଳୀର ହେଉଛି ଅବମାନନା କଟକ ସିଡିଏ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୧, ୨୦୨୨)

ଭୁବନେଶ୍ୱର ରାମମନ୍ଦିର ଛକ ଟ୍ରାଫିକ ନିକଟରେ  ମାସ୍କ ପିନ୍ଧିଥିବା କୁକୁର ବାଇକରେ ବସି ଯାଉଛନ୍ତି

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୪ , ୨୦୨୦)

୭୪ତମ ସ୍ବାଧିନତା ଦିବସ ଅବସରରେ ବନ୍ଦେ ମାତରମ ଗ୍ରୁପ ପକ୍ଷରୁ ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଏକ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି   ଅଗଷ୍ଟ ୧୫...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୧, ୨୦୨୧)

ଏଭଳି ହୋଇଛି ପାନୀୟ ଜଳ ବ୍ୟବସ୍ଥା   କଟକ ଦରଘାବଜ଼ାର ଜନଗହଳି ରାସ୍ତାରେ ବୁଲା ଗୋରୁ   ପବିତ୍ର ଇଦ୍‌-ଉଜ୍‌-ଜୁହା ଅବସରରେ ସମୂହ ନମାଜ ପାଠ  ...

Advertisement
Archives

Model This Week