ଆଜିର ଫଟୋ (ଜୁନ୍ ୫, ୨୦୨୦)

ରାଜମହଲ ଛକରେ ରଙ୍ଗ୍‌ ସାଇଡ୍‌ରୁ ଆସୁଥିବା ବାଇକ୍‌ଠାରୁ ଟ୍ରାଫିକ ପୋଲିସ ଜରିମାନା ଆଦାୟ କରୁଛି।

ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

ଦେବ ସ୍ନାନ ପୂର୍ଣ୍ଣମୀ ଅବସରରେ ଚାନ୍ଦନୀଛକରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ଗଜ ବେଶ।

ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ଅଳ୍ପସଂଖ୍ୟକ ବସ୍‌ ଚଳାଚଳ କରୁଥିବା ବେଳେ ଯାତ୍ରୀମାନେ ସାମାଜିକ ଦୂରତ୍ୱ କଟକଣା ପ୍ରତି ଧ୍ୟାନ ଦେଉନାହାନ୍ତି।

ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ବକ୍ସି ବଜାର ସ୍ଥିତ ନାରୀ ସଂଘ ସଦନ ପରିସରରେ ଓଡ଼ିଶା ନାରୀ ସଂଘ ପକ୍ଷରୁ ଚାରା ରୋପଣ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୯, ୨୦୨୦)

ଭୁବନେଶ୍ୱରର ବିନ୍ଦୁସାଗର ପୋଖରୀରେ ଏକ ପାଇପ ଉପରେ ବସିଥିବା ପକ୍ଷୀମାନେ କଟକସ୍ଥିତ ଫିରିଙ୍ଗି ବଜାର ପେଣ୍ଡାଲ ରେ ଦେବୀ ଦୁର୍ଗାଙ୍କୁ ଅଳଙ୍କାରରେ ସଜାଯାଇଛି ଭୁବନେଶ୍ୱର ଆକାଶ...

ଓଡିଶା: ଆଜିର ଫଟୋ (ଜୁନ ୨୯, ୨୦୨୨)

ଅଗ୍ନିପଥ ଯୋଜନାକୁ ବିରୋଧ କରି ଭୁବନେଶ୍ୱର ରାଜମହଲଠାରୁ ମାଷ୍ଟର କ୍ୟାଣ୍ଟିନ ଛକ ଯାଏ ଏଆଇଏସଏଫ ସଦସ୍ୟଙ୍କ ରାଲି   ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀରେ ଭୁବନେଶ୍ୱର...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୯, ୨୦୨୧)

କଟକର ବିଭିନ୍ନ ମନ୍ଦିରରେ ଜାଗର ଯାତ୍ରା ପୂର୍ବ ପ୍ରସ୍ତୁତି      ମହାଶିବରାତ୍ରି ପୂର୍ବରୁ କଟକରେ କାରିଗର ପ୍ରସ୍ତୁତ କରୁଛନ୍ତି ଦୀପ   ପୋଲିସ କମିଶନର...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨, ୨୦୨୨)

ଭୁବନେଶ୍ୱରର ବିଭିର୍ଣ୍ଣ ଦୁର୍ଗାପୂଜା ମଣ୍ଡପରେ ମା ଦୁର୍ଗାଙ୍କ ମୂର୍ତ୍ତୀ   ଗାନ୍ଧୀ ଜୟନ୍ତୀ ଅବସରରେ ଅଖିଳ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଓ ଉତ୍ତରଦାୟକ ସଂଯୁକ୍ତ ସଙ୍ଘଟନ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨, ୨୦୨୦)

ଶ୍ରୀଜୀଉଙ୍କ ଅଳଙ୍କାର ଗୁଡିକୁ ରଥ ଉପରକୁ ନିଆଯାଉଛି। ପ୍ରଜାପ୍ରତିମାନେ ଭୂମିରୁ ଖାଦ୍ୟ ସଂଗ୍ରହ କରୁଛନ୍ତି ଭୁବନେଶ୍ୱରସ୍ଥିତ ତୋଷାଳି ଭବନରେ ସ୍ବେଚ୍ଛାସେବୀମାନେ ସାନିଟାଇଜ କରୁଛନ୍ତି। ମହାପ୍ରଭୁଙ୍କ ସୁନାବେଶ

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୦, ୨୦୨୩ )

ସାଇ ଇଣ୍ଟେରନେସନାଲ ସ୍କୁଲ ର ଛାତ୍ରୀଛାତ୍ରମାନେ ଭୁବନେଶ୍ୱର ବିମାନବନ୍ଦର ରେ ଡାକୋଟା ବିମାନକୁ ଦେଖୁଛନ୍ତି ଏବଂ ଫୋଟୋ ଉଠାଉଛନ୍ତି  ମେଟ୍ରିକ୍ ବୋର୍ଡ଼ ପରୀକ୍ଷା ଆରମ୍ଭ ।...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୬, ୨୦୨୨)

ଜାତୀୟ କଳାକାରଙ୍କ ଶିବିର ଏବଂ ଚଳଚ୍ଚିତ୍ର ମହୋତ୍ସବ ଭୁବନେଶ୍ୱରର ଏକାମ୍ର ହାଟରେ ଉଦ୍ଘାଟିତ ହୋଇଥିଲା କଟକ ବାଲିଯାତ୍ରା ତଳ ପଡିଆ ମୁଖ୍ୟ ତୋରଣ ସମ୍ମୁଖରୁ ସିଏମସି...

ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୩୦, ୨୦୨୩ )

ଉତ୍କଳ ରଙ୍ଗମଞ୍ଚରେ ଜିକେସିଏମ ଓଆରସି ପକ୍ଷରୁ କ୍ଲାସିକାଲ ଡାନ୍ସ ଫେଷ୍ଟିଭାଲ ନୃତ୍ୟଧ୍ୟାମ ଅନୁଷ୍ଠିତ ହୋଇଯାଇଛି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ସରକାରୀ ବାସଭବନରେ ପୋଲିସ ପକ୍ଷରୁ ଗାର୍ଡ...

Advertisement
Archives

Model This Week