ଆଜିର ଫଟୋ(ଜୁନ୍ ୧୧, ୨୦୨୦)

ମିଶନ ରୋଡସ୍ଥିତ ନିଉ ଷ୍ଟୁଆର୍ଟ ସ୍କୁଲ ପରିସରରେ ଦି ଡିଓସେଶନ ବୋର୍ଡ ଅଫ ସୋସିଆଲ ସର୍ଭିସ ପକ୍ଷରୁ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମ।

ହାଇକୋର୍ଟ ସମ୍ମିଳନୀ କକ୍ଷରେ ନୂତନ ବିଚାରପତି ଭାବେ ସାବିତ୍ରୀ ରଥଙ୍କୁ ଶପଥ ପାଠ କରାଉଛନ୍ତି ମୁଖ୍ୟ ବିଚାରପତି ମହମ୍ମଦ ରଫିକ

ରାଜଧାନୀ ଆକାଶରେ ବାଦଲ ଢାଙ୍କି ହୋଇ ରହିଛି।

ଭୁବନେଶ୍ୱରସ୍ଥିତ ୟୁନିଟ ୨ ମାର୍କେଟ ବିଲ୍ଡିଂରେ ଲୋକଙ୍କ ଭିଡ ଜମିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୨, ୨୦୨୦)

ରାଜଧାନୀ ରାସ୍ତାରେ କଡାକଡି ଯାଞ୍ଚ ଚାଲିଛି   କଟକଣା ସତ୍ତ୍ୱେ ଭୁବନେଶ୍ୱରରେ ପରିବା ଏବଂ ମାଛ କିଣିବା ଲାଗି ଲୋକଙ୍କ ଗହଳି   ଭୁବନେଶ୍ୱରରେ କାମକୁ...

ଓଡ଼ିଶା: ଆଜିର ଫଟୋ ( ମାର୍ଚ୍ଚ ୧୦, ୨୦୨୧)

ମହାଶିବରାତ୍ରି ଲାଗି ଆଲୋକମାଳାରେ ସୁସଜ୍ଜିତ କଟକ ବକ୍ସିବଜାରସ୍ଥିତ ଅମରେଶ୍ବର ମନ୍ଦିର ବିଧାନସଭା ଅଧିବେଶନ ପୂର୍ବରୁ ବାଚସ୍ପତି ଓ ବିଧାୟକଙ୍କ ହେଉଛି କୋଭିଡ ପରୀକ୍ଷା ଫଗୁଣ ଆଗମନରେ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୬, ୨୦୨୧)

ଭୁବନେଶ୍ୱରରେ ସରସ୍ବତୀ ପୂଜା   କଟକରେ ସରସ୍ବତୀ ପୂଜା ସଙ୍ଗୀତକାର ପ୍ରଫୁଲ୍ଲ କରଙ୍କ ୮୨ତମ ଜନ୍ମଦିନ ଅବସରରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସଙ୍ଗୀତ କାର୍ଯ୍ୟକ୍ରମ ସଡକ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧୧, ୨୦୨୦)

ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆ ନିକଟରେ କୃତ୍ରିମ ଫୁଲ ବିକୁଛନ୍ତି ଜଣେ ବିକ୍ରେତା   କଟକ ଯୋବ୍ରା ଆନିକଟ ମହାନଦୀ ଜଳରାଶି ମଧ୍ୟରେ ପଥରଖଣ୍ଡରେ ବସିଥିବା ପକ୍ଷୀ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୩, ୨୦୨୧)

ପୋଙ୍ଗଲ ପର୍ବ ଅବସରରେ ପୂଜାର୍ଚ୍ଚନା କରୁଛନ୍ତି କଟକ ଦୀୱାନ ବଜାର ତେଲୁଗୁ ସାହିର ତେଲୁଗୁ ସମ୍ପ୍ରଦାୟ ଲୋକମାନେ ଘନ କୁହୁଡିରେ କଟକ ସ୍ଥିତ ଓଡ଼ିଶା ହାଇକୋର୍ଟ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୯, ୨୦୨୦)

ଭୁବନେଶ୍ୱରରେ ଶ୍ରମିକମାନେ କାର୍ଯ୍ୟ ଅଭିମୁଖେ ବାହାରିଛନ୍ତି   ଭୁବନେଶ୍ୱର ରେଳଷ୍ଟେଶନରେ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଙ୍ଗ କରାଯାଉଛି ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୯ତମ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୯, ୨୦୨୧)

ଭୁବନେଶ୍ୱର ରାମ ମନ୍ଦିରରେ ଜଣେ ରଙ୍ଗ ମିସ୍ତ୍ରୀ ରଙ୍ଗ କରିବା ପାଇଁ ବିନା ସୁରକ୍ଷାରେ ବାଉଁଶ ଭାରା ବାନ୍ଧୁଛନ୍ତି   କଟକରେ କୋଭିଡ ନିୟମ ଉଲ୍ଲଙ୍ଘନ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୩, ୨୦୨୧)

ଭୁବନେଶ୍ୱର ବରମୁଣ୍ଡାସ୍ଥିତ ପୋଖରୀରେ ପିଲାମାନେ ଗାଧୋଉଛନ୍ତି   ଉତ୍କଳ ୟୁନିଭର୍ସିଟିର ୫୦ତମ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି   କଟକ ରିଂ ବନ୍ଧ ରାସ୍ତା ପାର୍ଶ୍ବରେ ବିକ୍ରି...

Advertisement


Archives

Model This Week

Why Dharitri