ଆଖି ସମସ୍ୟା ଥିଲେ ଆପଣନ୍ତୁ ଏହିସବୁ ଉପାୟ

ଆଖି ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ଏହାଦ୍ୱାରା ଆମେ ସୁନ୍ଦର ପୃଥିବୀକୁ ଦେଖିବା ସଙ୍ଗେ ସଙ୍ଗେ ନିଜର ଜୀବନକୁ ଅତିବାହିତ କରିଥାଉ। ଏଥିପାଇଁ ଆଖିର ଯତ୍ନ ନେବା ଆମ ପାଇଁ ବହୁତ ଜରୁରୀ।
ଜାଣନ୍ତୁ ଆଖି ସମସ୍ୟାର କିଛି ଘରୋଇ ଉପଚାର।
ନିଦ ଯଦି ପୂରା ହୋଇନଥାଏ, ଅସ୍ବଚ୍ଛିତ ପଦାର୍ଥ ଆଖିରେ ପଡ଼ିଥାଏ ବା ଅଧିକ କ୍ଲାନ୍ତି ଲାଗିଲେ
ତେବେ ଆଖି ଲାଲ୍‌ ପଡ଼ିଯାଏ। ଏଥିରେ ଅଁଳା ପାଣିରେ ଆଖି ଧୋଇବା ବା ଗୋଲାପ ଜଳ
ପକାଇଲେ ଭଲ।
ଆଖିରେ ଆଘାତ ଲାଗିବା, ଜ୍ୱଳନ ହେବା, ଲଙ୍କା ବା କୌଣସି କୀଟପତଙ୍ଗ ଯଦି ଆଖିରେ ପଡ଼ିଯାଆନ୍ତି, ତେବେ ଆଖି ଲାଲ୍‌ ହେବା ସ୍ବାଭାବିକ। କ୍ଷୀର ଗରମ କରି ସେଥିରେ ତୁଳା ଭିଜାଇ ଥଣ୍ଡା ହେବା ପରେ ଏହାକୁ ଆଖିରେ ରଖିଲେ ଲାଭ ହୋଇଥାଏ।
ଆଖି ତଳେ ଯଦି କଳା ଦାଗ ପଡ଼ୁଥାଏ ତେବେ ସୋରିଷ ତେଲର ମାଲିସ୍‌ କରିବା ଦ୍ୱାରା କିମ୍ବା ଶୁଖିଲା ଅଁଳା ଏବଂ ମିଶ୍ରିକୁ ଚୂର୍ଣ୍ଣ କରି ସମାନ ମାତ୍ରାରେ ୧ ରୁ ୫ ଗ୍ରାମ୍‌ ସକାଳେ ଏବଂ ସନ୍ଧ୍ୟାରେ ପାଣି ସହିତ ପିଇଲେ ଲାଭ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବରେ ନିଜ ଦମ୍‌ରେ ଏକେଲା ୨୦୨୪ ଲୋକ ସଭା ନିର୍ବାଚନ ଲଢିବ ଭାଜପା: ଅଶ୍ୱିନି ଶର୍ମା

ମାଲୋଟ,୮ ।୧: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନ ଭାରତୀୟ ଜନତା ପାର୍ଟି(ଭାଜପା) ପଞ୍ଜାବରେ ନିଜ ଦମରେ ଲଢିବ । ପଞ୍ଜାବରେ ଥିବା ସମସ୍ତ ୧୩ଟି...

ଏନ୍‌ଏମ୍‌ଏମ୍‌ଏଲର ନାଁ ପରିବର୍ତ୍ତନକୁ ନେଇ ଅନାବଶ୍ୟକ ପ୍ରସଙ୍ଗ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୧୭।୮: ଦିଲ୍ଲୀର ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ (ଏନ୍‌ଏମ୍‌ଏମ୍‌ଏଲ)ର ନାମ ପରିବର୍ତ୍ତନ ହେବା ପରେ ରାଜନୀତି ସରଗରମ ହୋଇଛି। ଏନେଇ ଭାଜପା କଂଗ୍ରେସକୁ ଟାର୍ଗେଟ...

ଘରୋଇ ମେଡିକାଲ କଲେଜ ଉପରେ କେନ୍ଦ୍ରର ନିୟନ୍ତ୍ରଣ ନାହିଁ: ୟେଚୁରୀ

ନୂଆଦିଲ୍ଲୀ, ୩ା୩: ଭାରତର ଘରୋଇ ମେଡିକାଲ କଲେଜଗୁଡ଼ିକରେ ଡାକ୍ତରୀ ଛାତ୍ରୀଛାତ୍ରଙ୍କଠାରୁ ଅତ୍ୟଧିକ ଫି’ ନିଆଯାଉଛି। ଏଭଳି ଶିକ୍ଷାନୁଷ୍ଠାନ ଉପରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ନ ଥିବାରୁ...

ସରକାରୀ ନିଯୁକ୍ତି ଲାଗି ଗୋଟିଏ ପରୀକ୍ଷା

ନୂଆଦିଲ୍ଲୀ,୪ା୧୨(ପି.ଟି.): ସରକାରୀ ସଂସ୍ଥାରେ ଗ୍ରୁପ୍‌ ବି ଏବଂ ସି ପଦବୀରେ ସମସ୍ତ ନିଯୁକ୍ତି ପାଇଁ ଗୋଟିଏ ପରୀକ୍ଷା ହେବ। ଗୋଟିଏ ସଂସ୍ଥା ଏହି ସାଧାରଣ ଯୋଗ୍ୟତା...

କୋଶିୟାରୀଙ୍କ ମନ୍ତବ୍ୟକୁ ନେଇ ଆଲୋଡ଼ନ

ମୁମ୍ବାଇ, ୨ା୩: ଛତ୍ରପତି ଶିବାଜୀଙ୍କ ଗୁରୁ ଥିଲେ ସନ୍ଥ ସମର୍ଥ ରାମଦାସ। ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀ ନିକଟରେ ଔରଙ୍ଗାବାଦଠାରେ ଏକ କାର୍ଯ୍ୟକ୍ରମରେ ଏହା...

ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ଓ୍ବାଇଏସ୍‌ ଶର୍ମିଳା ଗିରଫ

ନୂଆଦିଲ୍ଲୀ,୧୪।୩: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ଓ୍ବାଇଏସ୍‌ଆର ତେଲେଙ୍ଗାନା ପାର୍ଟିର ମୁଖ୍ୟ ଓ୍ବାଇଏସ୍‌ ଶର୍ମିଳାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି।...

ଏମ୍‌ଏସ୍‌ପିକୁ ନେଇ କୃଷକ ସଙ୍ଗଠନର ବୈଠକ ଆଜି: ୨୯ରେ ସଂସଦ ପର୍ଯ୍ୟନ୍ତ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ,୨୧ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନ ପୂର୍ବରୁ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା କଥା ଘୋଷଣା କରିଥିଲେ । ଏହାପରେ ସିନ୍ଧୁ ସୀମାରେ...

ମନମୋହନ ସିଂଙ୍କ ସରକାର ସମୟରେ ଅଟକି ଯାଇଥିଲା ଭାରତ: ନାରାୟଣ ମୂର୍ତ୍ତି

ଅହମଦାବାଦ,୨୪ ।୯: ଭାରତରେ ଆଇଟି କ୍ଷେତ୍ରରେ ନାମୀ କମ୍ପାନୀ ଇନଫୋସିସର ସହ-ସଂସ୍ଥାପକ ଏନ ଆର ନାରାୟଣ ମୂର୍ତ୍ତି ଶୁକ୍ରବାର କହିଛନ୍ତି କି କଂଗ୍ରେସ ଅନୁଗାମୀ ୟୁପିଏ...

Advertisement
Archives

Model This Week