ଆକ୍ସନ ଅବତାର

ଶ୍ରଦ୍ଧାଙ୍କ ଖୁସି ଏବେ କହିଲେ ନ ସରେ। କାରଣ ଖୁବ୍‌ ଶୀଘ୍ର ସେ ବଡ ପରଦାରେ ଆକ୍ସନ ଅବତାରରେ ଦେଖାଦେବେ। ତେଣୁ ଏ ନେଇ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରୋଲ୍‌ଟିକୁ ଫୁଲ୍‌ ଜଷ୍ଟିସ ଦେବାକୁ ସେ ଜୁଡୋ ଏବଂ ଏମଏମଏ (ମିକ୍ସଡ ମାର୍ଶଲ ଆର୍ଟ) ଟ୍ରେନିଂ ନେଉଛନ୍ତି। ‘ବାଗୀ-୩’ରେ ତାଙ୍କୁ ଏପରି ଏକ ଭୂମିକା ମିଳିଛି, ଯାହାର ମେଲ୍‌ ଲିଡ୍‌ରେ ଅଛନ୍ତି ଟାଇଗର ଶ୍ରଫ। ଏପରି ଏକ ଭୂମିକାଟିଏ ପାଇବା ପରେ ସେ ଆଶଙ୍କାରେ ପଡିଯାଇ ଥିଲେ। ହେଲେ ଟାଇଗରଙ୍କ କେଇ ପଦ କଥା ତାଙ୍କ ମନରେ ଥିବା ସନ୍ଦେହକୁ ଦୂର କରିଦେଇଥିଲା। ଶ୍ରଦ୍ଧା ଜୁଡୋ ଏବଂ ଏମଏମଏ ଶିଖିବାକୁ ଏବେ ସର୍ବିଆରେ ଡେରା ପକାଇଛନ୍ତି। ଅହମ୍ମଦ ଖଁାଙ୍କ ଦ୍ୱାରା ପ୍ରଯୋଜିତ ଏହି ସିକୁଏଲ ଆସନ୍ତାବର୍ଷ ମାର୍ଚ୍ଚ ୬ରେ ରିଲିଜ ହେବାର ଯୋଜନା ରହିଛି। ତେବେ ଆକ୍ସନ ଭୂମିକାରେ ଶ୍ରଦ୍ଧା କେତେ ସକସେସ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

‘କଳାକାରଙ୍କୁ ବିବାଦରେ ଛନ୍ଦିବା ଠିକ୍‌ ନୁହେଁ’

ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହୋଇ ୨୦୨୦ ଜାନୁୟାରୀ ୧୦ ପର୍ଯ୍ୟନ୍ତ ଚାଲିବ। କଂସ ରାଜୁତିରେ ୧୧ଦିନ...

ବକ୍ସ ଅଫିସରେ ଧମାଲ କରୁଛି ‘ପିଏମ୍‌ ନରେନ୍ଦ୍ର ମୋଦି’

ମୁମ୍ବାଇ,୨୮।୫: ଦେଶ ହେଉ ବା ସିନେ ଜଗତ ସବୁଠାରେ ଏବେ ମୋଦିଙ୍କ ଲହର ଚାଲିଛି। ମୋଦିଙ୍କ ବାୟୋପିକ ‘ପିଏମ୍‌ ନରେନ୍ଦ୍ର ମୋଦି’ ଏବେ ବକ୍ସ ଅଫିସରେ...

ନବାଗତା ସତ୍ତ୍ୱେ ବିବାଦରେ ରହିଆସୁଛନ୍ତି ସୈଫ ଲଳନା: କେବେ ଭାଇଙ୍କ ସହ ବିକିନି ପିନ୍ଧି ତ କେବେ ଡ୍ରଗ୍ସ ସେବନକୁ ନେଇ…

ବମ୍ବେ: ସୈଫ ଲଳନା ସାରା ଯେଉଁଆଡେ ବିବାଦ ସେହିଆଡେ। ଏପରି କହିବା ପଛରେ କାରଣ ମଧ୍ୟ ରହିଛି। ଖୁବ୍‌ କମ୍‌ ଦିନ ହେଲା ବଲିଉଡ୍‌ରେ ପାଦ...

୪୦ ବର୍ଷରେ ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ, ପୋଷ୍ଟ ଲେଖି ସ୍ବାମୀ କହିଲେ ଏଭଳି

ବମ୍ବେ: ମା’ ହେବାକୁ ଯାଉଛନ୍ତି ଟେଲି ଅଭିନେତ୍ରୀ କିଶ୍ୱର ମର୍ଚାଣ୍ଟ। ଏହି ଖୁସି ଖବରକୁ କିଶ୍ୱରଙ୍କ ସ୍ବାମୀ ସୂୟଶ ରାୟ ସୋସିଆଲ ମିଡିଆରେ ପୋଷ୍ଟ ଲେଖି...

ସଲମାନ୍‌ଙ୍କୁ ‘ସଲ୍ଲୁ’ ନାମ ଦେଇଥିଲେ ଏହି ଅଭିନେତା

ବଲିଉଡ୍‌ର ସୁପରଷ୍ଟାର ସଲମାନ୍‌ ଖାନ୍‌। କେହି ତାଙ୍କୁ ଭାଇଜାନ୍‌ କହି ଡାକିଥାନ୍ତି ତ ଆଉ କେହି ସଲ୍ଲୁ। କିନ୍ତୁ ଭାଇଜାନ୍‌ଙ୍କୁ ସଲମାନ୍‌ ଡାକିଲେ ସେ ବେଶି...

ଶିଳ୍ପାଙ୍କ ପୁଅ ଆଇଙ୍କ ଗୋଡ଼ ମସାଜ୍‌ କରୁଥିବା ଭିଡିଓ ଭାଇରାଲ

ମୁମ୍ବାଇ,୧୭।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପୁଅ ଭିଆନ କୁନ୍ଦ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ ଶିଳ୍ପାଙ୍କ ଫ୍ୟାନମାନେ ବେଶ୍‌...

ଅକ୍ଟୋବର ୭ ପର୍ଯ୍ୟନ୍ତ ଏନ୍‌ସିବି ହେପାଜତରେ ଆର‌୍ୟନ

ମୁମ୍ବାଇ: ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ ବାଦଶାହା ଶାହାରୁଖ ଖାଁଙ୍କ ପୁଅ ଆର‌୍ୟନ ଖାଁ ଅକ୍ଟୋବର ୭ ପର୍ଯ୍ୟନ୍ତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ହେପାଜତରେ...

ସୁଶାନ୍ତଙ୍କଠାରୁ କାର୍ତ୍ତିକଙ୍କ ପର୍ଯ୍ୟନ୍ତ ଏମିତି କେତେଜଣଙ୍କୁ ଡେଟ କରିଛନ୍ତି ସାରା

ମୁମ୍ବାଇ: ବଲିଉଡରେ ନିଜର ଅଭିନୟ ବଳରେ ଦର୍ଶକଙ୍କ ନିକଟତର ହୋଇଥିବା ସାରା ଅଲି ଖାଁ ୨୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ୧୯୯୫ରେ ସାରାଙ୍କ...

Advertisement
Archives

Model This Week