ଆଇଏସ୍‌ ଆକ୍ରମଣରେ ୫୦ ସିରିଆ ସୈନ୍ୟ ମୃତ

ଦାମାସ୍‌କସ୍‌,୨୧।୪: ଆଇଏସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ୫୦ ଜଣ ସିରିଆ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଏନେଇ ମାନବାଧିକାର ପର୍ଯ୍ୟବେଷକଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ଆଇଏସ୍‌ ତଥା ଅଲ୍‌ କାଏଦା ଆତଙ୍କବାଦୀଙ୍କ ଆକ୍ରମଣରେ ସୈନ୍ୟମାନଙ୍କର ଗତ ଏକ ସପ୍ତାହ ମଧ୍ୟରେ ମୃତ୍ୟୁ ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ଗତ ଗୁରୁବାର ସୁଦ୍ଧା ଏହି ମୃତ୍ୟୁ ସଂଖ୍ୟା ୨୭ ଥିଲା। ସୂଚନାଯୋଗ୍ୟ, ସିରିଆରେ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରହିଛି। ଖୁବ୍‌ ଶୀଘ୍ର ସମଗ୍ର ଅଞ୍ଚଳକୁ ଆତଙ୍କବାଦ ମୁକ୍ତ କରାଯିବ ବୋଲି ସିରିଆନ୍‌ ଡେମୋକ୍ରାଟିକ୍‌ ଫୋର୍ସ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଛୁଇଁଲା ୩୦.୮୨ କୋଟି, ଚାଇନାର ଆଉ ଏକ ସହରରେ ଲକଡାଉନ

ୱାଶିଂଟନ/ଲଣ୍ଡନ/ବେଜିଂ,୧୧ ।୧: ବିଶ୍ୱରେ ଦ୍ରୁତ ଗତିରେ ମାଡି ଚାଲିଥିବା କରୋନା ସଂକ୍ରମଣକୁ ଦେଖିଲେ ଗତ ୨୪ ଘଣ୍ଟାରେ ୧୮.୫ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି...

ଇସ୍ରାଏଲ୍‌ରେ ନୂଆ ସରକାର ଗଢ଼ିଲେ ନେତାନ୍ୟାହୁ

ଜେରୁଜେଲମ୍‌,୨୩ା୧୨:ଇସ୍ରାଏଲ୍‌ର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ନୂଆ ସରକାର ଗଢ଼ିବାରେ ସଫଳ ହୋଇଛନ୍ତି। ଏ ସମ୍ପର୍କରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ...

ବୁଦ୍ଧଙ୍କ ଜନ୍ମସ୍ଥାନରେ ପହଞ୍ଚିଲେ ମୋଦି

କାଠମାଣ୍ଡୁ,୧୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ନେପାଳ ଗସ୍ତରେ ଯାଇଛନ୍ତି। ସେଠାରେ ପହଞ୍ଚି ପ୍ରଧାନମନ୍ତ୍ରୀ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନୀ ଯାଇଛନ୍ତି। ସେ ଲୁମ୍ବିନୀରେ ପହଞ୍ଚିବା ପରେ...

ଭାରତ ସହ ଅନ୍ୟ ୪ ଦେଶର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କଲେ ଜେଲେନସ୍କି

କିଭ୍‌,୧୦।୭: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତ ସମେତ ୫ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କୁ ସେ ବରଖାସ୍ତ କରିଛନ୍ତି। ଶନିବାର...

ଆମେରିକୀୟଙ୍କ ପ୍ରବେଶକୁ ମେକ୍ସିକୋର ବିରୋଧ

ମେକ୍ସିକୋ ସିଟି,୨୭ା୩(ପି.ଟି.): ମେକ୍ସିକୋ ନାଗରିକମାନଙ୍କ ପ୍ରବେଶକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜୋର୍‌ଦାର ବିରୋଧ କରିଆସୁଥିଲେ। ମେକ୍ସିକୀୟମାନଙ୍କ ଯୋଗୁ ଆମେରିକାରେ ଅର୍ଥନୈତିକ ଓ ସାମାଜିକ ସମସ୍ୟା...

ତିନି କପ୍‌ରୁ ବେଶି କଫି ପିଇଲେ ଅଧାକପାଳି ବିନ୍ଧା ହୁଏ

ନ୍ୟୁୟର୍କ: କଫିପ୍ରିୟ ବ୍ୟକ୍ତିମାନେ ଟିକେ ସାବଧାନ ହୋଇଯାଆନ୍ତୁ। ଦିନକୁ ତିନି କପ୍‌ରୁ ବେଶି କଫି ପିଅନ୍ତୁନାହିଁ। ନଚେତ ଅଧାକପାଳି ବିନ୍ଧାର ଶିକାର ହୋଇପାରନ୍ତି। ଯେଉଁଦିନ ତିନିି...

ମହାକାଶରେ ହେବ ସୋଲାର ଫାର୍ମ

ପ୍ୟାରିସ୍‌,୨୪।୧୧: ବୈଦ୍ୟୁତିକ ଶକ୍ତି ଉତ୍ପାଦନର ପ୍ରମୁଖ ସମ୍ବଳ ହେଉଛି କୋଇଲା। ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏବେ କୋଇଲା ସଙ୍କଟ ମୁଣ୍ଡ ଟେକିଛିି।...

ରକେଟ୍‌ ସେଲ୍‌ ସହ ଖେଳୁଥିଲେ ପିଲା, ବିସ୍ଫୋରଣ ହୋଇ ୮ଜଣଙ୍କ ଜୀବନ ଗଲା

ଇସଲାମାବାଦ,୨୭ା୯: ପାକିସ୍ତାନର ସିନ୍ଧ ପ୍ରଦେଶର ଏକ ଘରେ ରକେଟ ଲଞ୍ଚର ସେଲ୍‌ ବିସ୍ଫୋରଣ ହୋଇଥିବା ବେଳେ ଗୋଟିଏ ପରିବାରର ୪ ପିଲାଙ୍କ ସମେତ ଅତି କମ୍‌ରେ...

Advertisement
Archives

Model This Week