ଆଂଗ୍‌ଠି ନାଇଁ ଲେଖାପଢ଼ା କରମି କେନ୍‌ତା: ମୋର ଜୀବନ୍‌ଟା ମାଏଟ୍‌ କରିଦେଲା

ମନମୁଣ୍ଡା, ୧୬।୫ (ଡି.ଏନ.ଏ)-  ସବୁ ଛୁଆ ଛୋଟବେଲେ ଖାଇପିଇ ଖେଲକୁଦ କରସନ୍‌। ସ୍କୁଲରେ ପାଠ୍‌ପଢ଼ା ବାହାରେ ସାଂଗସରସାକର  ସଂଗେ ମିଶି ହସି ମଜାକ୍‌ରେ ସମିଆ ବିତାସନ୍‌। ଇତାର ବାହାରେ ତାକର କିଛି ଅଲଗ୍‌ କାମ୍‌ କି ଚିନ୍‌ତା ନାଇଁଥାଏ। ହେଲେ ବିନା ଦୋଷ୍‌ରେ ଗୁଟେ ନାବାଲକ୍‌ନୁ ଇ ହକ୍‌ ଛଡ଼େଇ ନେଲେ ତାର ଉପରେ କଣା ବିତବା ଇଥ୍‌ରୁ ଝନେ ଅନ୍‌ମାନ କରିପାରବା। ଏନ୍‌ତା ଗୁଟେ ହୁରୁଦ୍‌ଫଟା ଦୁଖଦ୍‌ ଘଟନା ଦେଖ୍‌ବାକେ ମିଲିଛେ ବୌଦ୍ଧ ଜିଲା କଣ୍ଟାମାଳ ଥାନା ଚନ୍ଦନିଅଁାମୁଣ୍ଡାରେ।

ସୂଚନା ଅନ୍‌ସାରେ କଣ୍ଟାମାଳ ଥାନା ଚନ୍ଦନିଅଁାମୁଣ୍ଡାର କ୍ଷେତ୍ର କର୍ମୀ। ପରିବାର କହେଲେ ମାଏକିନା, ଦୁଇ ଝି’ ଆର ଗୁଟେବଲି ପୁଓ ଚତୁର୍ଭୁଜ କର୍ମୀ(୧୪)କୁଁ ନେଇ ତାକର ସୁଖର ସଁସାର। ପରିବାରଟା ନିହାତି ଗରିବ ହେଇଥିଲାବେଲେ ବାହାଜାଂଗଲ ମାଜି କମେଇ ଖାଉଛନ୍‌। କ୍ଷେତ୍ର ବଡ଼ ଝି’କେ ବିହାଚୁରା କରିସାରିଛନ୍‌। ସାନ୍‌ ଝି’ ମାଟ୍ରିକ ପରୀକ୍ଷା ଦେଇଥିଲାବେଲେ ପୁଓ ଚତୁର୍ଭୁଜ ଦପଲା ହାଇସ୍କୁଲରେ ୮ମ ଶ୍ରେଣୀର ଛାତ୍ର। ଗଲା ୫ ମାର୍ଚ୍ଚ ୨୦୧୯ ବେଲବୁଡ଼େ କ୍ଷେତ୍ରକଁର ମାଏକିନା ସଂଗେ ଗଁାର ଗୁଲଠୁ ବସ୍ତିଆର କେହେନ୍‌ସି କାରନ୍‌ରୁ ଝଗଡ଼ା ହେଇଥିଲା। ଗୁଲଠୁର ପରିବାର ଲୋକ୍‌ ମିଶି ତାହାକୁ ପିଟାମରା କରିଥିଲେ। ହେଲେ କ୍ଷେତ୍ର ଝନେ ନିହାତି ଗରିବ ଆର ସରଲ ଲୋକ୍‌, ସେଥିରଲାଗି ଥାନା ପୁଲିସ ନାଇଁକରି କରି କଥାଟାକେ ଚାପି ଦେଇଥିଲେ। ହେଲେ ଗୁଲଠୁର ରାଗ୍‌ ଏତ୍‌କିରେ ନାଇଁ ଥମଲା। କ୍ଷେତ୍ରକଁର ପୁଓ ଚତୁର୍ଭୁଜ ମାର୍ଚ୍ଚ ୬ ତାରିଖ୍‌ ଦପଲା ହାଇସ୍କୁଲରୁ ପଢ଼ିକରି ଫିରୁଥିଲେ। ଚନ୍ଦନିଅଁାମୁଣ୍ଡା ଆର ଦପଲା ମଝି ଛିନା ରାସ୍‌ତାରେ ଗୁଲଠୁ ଚତୁର୍ଭୁଜକେ ଧରିପକେଇ ଦୁଇ ହାତର କେତେ ଆଂଗୁଠ୍‌କେ ଧାରୁଆ ଛୁରିରେ କାଟି ଦେଇଥିଲା। ପଛେ ପରିବାର ଲୋକ ଚତୁର୍ଭୁଜକେ ବୁର୍ଲା ନେଇଥିଲେ। ସେଠାନେ ଅପରେଶନ କରି ଚତୁର୍ଭୁଜର ୩ଟା ଆଂଗୁଠ୍‌ରେ ଲୁହାତାର ଖଁଜାଯାଇଛେ। ହେଲେ ଇଥ୍‌ରେ ସେ ତାକର ଦୁଇ ହାତର ବୁଢ଼ା ଆଂଗୁଠ୍‌ ହରେଇଛନ୍‌। ଇ ବାବ୍‌ଦେ କଣ୍ଟାମାଳ ଥାନାରେ କେସ ନଂ.୪୪/୭.୩.୨୦୧୯ରେ ଗୁଟେ ମାମଲା ରୁଜୁ ହେଇଛେ। ଏନ୍‌ତା ଅବସ୍‌ତାରେ ଚତୁର୍ଭୁଜ ଆଗକେ କେନ୍‌ଥେଇ ପାଠ୍‌ ପଢ଼ବେ, କେନ୍‌ ହାତେ ଲେଖାପଢ଼ା କରବେ ଭାବି ସବୁବେଲେ କଁାଦୁଛନ୍‌। କଁାଦି କଁାଦି କହୁଛନ୍‌ ମୋର ଆଂଗୁଠ୍‌ କାଟିଦେଲା, ମୁଇଁ କେନ୍‌ଥେଇ ପଢ଼ମି, ମୋର ଜୀବନଟା ପୂରା ମାଏଟ୍‌ କରିଦେଲା ବଲି ସେ କହୁଛନ୍‌। ଇଆଡ଼େ କ୍ଷେତ୍ର ନିହାତି ଗରିବ୍‌ ହେଇଥିବାର ଲାଗି ପୁଓର ଚିକିସତ୍ା ନାଇଁପାରି କରି ଘରେ ରଖିଛନ୍‌। ଗଲା ମଙ୍ଗଳବାର କ୍ଷେତ୍ର ପୁଓର ଚିକିସତ୍ା ସାହାଯ୍‌ ଲାଗି ଜିଲାପାଲକୁଁ ଗୁହାରି କରବାକେ ଆସିଥିଲେ। ଚିକିସତ୍ା ସାହାଯ୍‌ ନାଇଁ ମିଲ୍‌ଲେ ମୋର ପୁଓର ଜୀବନ୍‌ଟା ଅଁଧାର ହେଇଯିବା ବଲି କହି ସେ କଁାଦି ପକେଇଥିଲେ। ଇଆଡ଼େ ଚତୁର୍ଭୁଜ ଇଥର ୮ମ ଶ୍ରେଣୀ ପାସ୍‌ କରିଛନ୍‌, ହେଲେ ଇ ଘଟନାର ଲାଗି ସେ ନବମ ଶ୍ରେଣୀରେ ନଁା ଲେଖେଇ ନାଇଁପାରି। ସାଂଗସାଥିକର ଖେଲାବୁଲା, ପଢ଼ାଗୁନା ଦେଖି ଚତୁର୍ଭୁଜ ସବୁବେଲେ ଅଁାଖିରୁ ଲହ ଗଡ଼ଉଛନ୍‌ ଆର ମୋର ଜୀବନ୍‌ଟା ଅକାରନ୍‌ ହେଇଗଲା ବଲି କହୁଛନ୍‌। ଇ ନାବାଲକ୍‌ ଛାତ୍ରକଁର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ତାକର ସବୁ ଚିକିସତ୍ା ଖରଚ୍‌ ବହନ୍‌ କରବାକେ ଜନସାଧାରନରେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଅନ୍ତା ଛେଳିକୁ ମାରି ଖାଇଦେଲେ ବୁଲା କୁକୁର

ଧମା, ୨୮।୩ (ଡି.ଏନ.ଏ.): ବର୍ତ୍ତମାନ କରୋନା ଭାଇରସ ପାଇଁ ସାରା ଦେଶରେ ଲକ୍‌ ଡାଉନ ଘୋଷଣା କରାଯାଇଛି । ଫଳରେ ଗ୍ରାମାଞ୍ଚଳରୁ ନେଇ ସହରାଞ୍ଚଳ ପର୍ଯ୍ୟନ୍ତ...

ବୁଡ଼ି ଯାଉଛେ କୁମ୍ଭାରମାନକର କଉଲିକ୍‌ ବୁରତି : ସାମାନ ବିକ୍‌ରି ଲାଗି ବଜାର ବେବସ୍‌ତାର ଅଭାବ

ନୂଆପଡା ଅଫିସ,୨୮ା୪-ଦିନୁ ଦିନ୍‌କେ ସମିଆ ବଦଲୁଛେ, ତାର ସଂଗେ ଲୁକ୍‌କର ଚାଲିଚଲନ, ପିଁଧନ୍‌ଉଢ଼ନ୍‌, ଖାଏଦ୍‌ ପାଏନ୍‌, ବେଭାର କଲା ଜିନିଷପାତିରେ ବି ଅନେକ୍‌ ପରିବରତନ୍‌ ଦେଖ୍‌ବାକେ...

ଜୀବନ ହାରିଲେ ଯୁବକ, କାରଣ ଖୋଜୁଛି ପୋଲିସ

ନାକଟିଦେଉଳ,୩ା୨(ଡ଼ି.ଏନ.ଏ.): ସମ୍ବଲପୁର ଜିଲା ନାକଟିଦେଉଳ ଥାନା ଅଧୀନ ନାକଟିଦେଉଳ ମେଡ଼ିକାଲ ଛକଠାରେ ରହୁଥିବା ଜଣେ ଯୁବକ ଶୁକ୍ରବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ନିରଞ୍ଜନ ବେହେରା...

ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

ଭଟ୍‌ଲି: ୨୪।୬(ଡି.ଏନ୍‌.ଏ.): ବରଗଡ଼ ଜିଲା ଭଟ୍‌ଲି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ରବିବାର ରାତିରେ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ...

୧୦୦ ବଦଳରେ ୨୭ ବେଡ୍‌ରେ ଚିକିତ୍ସା

ସମ୍ବଲପୁର,୪।୧(ବ୍ୟୁରୋ): ବହୁ ବାଦବିବାଦ ପରେ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ କୋଭିଡ-୧୯ ମେଡିକାଲ କରାଯାଇଥିଲା। ତେବେ କୋଭିଡ ମେଡିକାଲ ଗତ ନଭେମ୍ବର ୧୯ରୁ ଭିମ୍‌ସାର ସ୍ଥାନାନ୍ତର ହେବା...

କମ୍ପାନୀ ସୁରକ୍ଷାକର୍ମୀଙ୍କ ଗୁଳିରେ ଗଲା ଯୁବକଙ୍କ ଜୀବନ

ସମ୍ବଲପୁର,୩୦ା୯(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ନିକଟ ଶ୍ୟାମ ମେଟାଲିକ୍ସରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କମ୍ପାନୀର ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ ୧୯ ବର୍ଷିୟ...

ଅଜଣାଗାଡ଼ି ଧକ୍କାରେ ବାଇକଚାଳକଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଜମନକିରା,୧୫।୭(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅନ୍ତର୍ଗତ ବଡ଼ରମା ଘାଟିରେ ରବିବାର ରାତିରେ ଜଣେ ବାଇକଚାଳକଙ୍କ ଅଜଣାଗାଡ଼ି ଧକ୍କାରେ ମୃତ୍ୟୁ ଘଟିଥିବାବେଳେ ଏହା...

ଆଦର୍ଶ ବିଦ୍ୟାଳୟରେ ପାଠ ପଢ଼ାଇଲେ ଜିଲାପାଳ

ନାକଟିଦେଉଳ,୨୩ା୮(ଡ଼ି.ଏନ.ଏ.): ସମ୍ବଲପୁର ଜଲାପାଳ ଅନନ୍ୟା ଦାଶ ନାକଟିଦେଉଳ ବ୍ଲକ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ସାରିବା...

Advertisement
Archives

Model This Week