ଅସହାୟଙ୍କୁ ପରିବା, ମାସ୍କ ବାଣ୍ଟିଲା ବ୍ରହ୍ମାନନ୍ଦ ଟ୍ରଷ୍ଟ

ଖଇରା,୧୯।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ପଳସା ଗ୍ରାମର ବ୍ରହ୍ନାନନ୍ଦ ହସ୍ତଶିଳ୍ପ ଓ ସମାଜକଲ୍ୟାଣ ଟ୍ରଷ୍ଟ ପୂର୍ବରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଅସହାୟମାନଙ୍କୁ ସହାୟତାର ହାତ ବଢେଇ ସଙ୍ଗଠନର ମହତ ଉଦ୍ଦେଶ୍ୟକୁ ପ୍ରତିପାଦିତ କରିଆସିଛନ୍ତି। ପୁଣି ଥରେ କରୋନା ମହାମାରୀ ସମୟରେ ଲୋକଙ୍କୁ ସହଯୋଗର ହାତ ବଢାଇଛି ା ଶନିବାର ସଙ୍ଗଠନ ସଭାପତି ରବୀନ୍ଦ୍ର ମହାନ୍ତି ଓ ସମ୍ପାଦକ ଲକ୍ଷ୍ମୀକାନ୍ତ ଦାଶଙ୍କ ନେତୃତ୍ୱରେ ସଦସ୍ୟମାନେ ସାରଡାଙ୍ଗ ପଞ୍ଚାୟତର ଛେଳିମୁଣ୍ଡିଆ ଓ ଝିଙ୍କିରିଆ ପଞ୍ଚାୟତର ସିଂହିପୁର ଆଦିବାସୀ ସାହିକୁ ଯାଇ ପରିବା, ଆଳୁ ସହିତ ମାସ୍କ ଓ ସାବୁନ ବଣ୍ଟନ କରିଥିଲେ। ଏଥିରେ ସଭ୍ୟ ଅକ୍ଷୟ କୁମାର ହାତୀ, ଜ୍ୟୋତିରଞ୍ଜନ ନାୟକ, ମନୋଜ କୁମାର ରାଉତ, ଶଶାଙ୍କ ଶେଖର ପତ୍ରୀ, ଗୌତମ ଗିରି, ସନ୍ତୋଷ କୁମାର ବେହେରା ତଥା ସାରଡାଙ୍କ ଗ୍ରାମର ସୁଦାମ କୁଣ୍ଡୁ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କ ଅଭିନବ ପ୍ରୟାସ:କାଦୁଅ ରାସ୍ତାରେ ଧାନ ତଳି ରୋଇ ଜଣାଇଲେ ପ୍ରତିବାଦ

ମାଲକାନଗିରି,୧୪ା୭(ଡି.ଏନ.ଏ./ସ୍ବ.ପ୍ର.)-ସତୀଗୁଡା କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ୫ କିଲୋମିଟର ରାସ୍ତା ବିଭାଗ ମରାମତି ନ କରିବାରୁ ଗ୍ରାମବାସୀମାନେ ରାସ୍ତା ଉପରେ ଧାନ ତଳି ରୋଇ...

ମଝି ରାସ୍ତାରେ ମହିଳାଙ୍କ ଚୁଟି ଧରି ନିସ୍ତୁକ ପିଟିଲେ: ମୁହଁରେ କଳା ବୋଳି ଲଣ୍ଡା କରିଦେଲେ

ପଟ୍ଟାମୁଣ୍ଡାଇ,୨୧।୯(ସ୍ବ.ପ୍ର.): ଲୋନ୍‌ କରାଇ ଦେବାକୁ କହି ଟଙ୍କା ନେଉଥିଲେ ମହିଳା। ପରେ ରାସ୍ତା ମଝିରେ ନିସ୍ତୁକ ପିଟିଲେ ଏକାଧିକ ମହିଳା। ଏମିତି କି ତାଙ୍କ ମୁହଁରେ...

ଭଉଣୀ କାନ୍ଧରେ ଭାଇର ବୋଝ

ଚମ୍ପୁଆ, ୧୦।୧୨(ଡି.ଏନ.ଏ.)-ଗରିବ ଆଉ କେହି ରହିବେ ନାହଁି। ଅସହାୟଙ୍କଠାରୁ ଆରମ୍ଭ କରି ବିଧବା, ଭିନ୍ନକ୍ଷମ ଏପରିକ ବୃଦ୍ଧ ମାନଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି।...

ଭାଇରାଲ ଭିଡିଓରେ ଆର୍‌ଟିଓ

ନବରଙ୍ଗପୁର,୨୨।୨(ବି.ପ୍ର.): ୫-ଟି ଅଧୀନରେ ରାଜ୍ୟର ସବୁ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଦଲାଲ ଓ ଦୁର୍ନୀତିମୁକ୍ତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ସେହି...

ଥାନାରେ ନାବାଳିକାଙ୍କୁ ବଳାତ୍କାର ମାମଲା: ହାଇକୋର୍ଟରେ ଜାମିନ ଆବେଦନ କଲେ ପୂର୍ବତନ ଆଇଆଇସି

କଟକ ଅଫିସ,୧୭।୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଭିତରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ପରେ ଗର୍ଭପାତ ଅଭିଯୋଗରେ ପୂର୍ବତନ ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀ...

କଣ୍ଢେଇ ନାଚରେ ପର୍ଯ୍ୟଟନ ସଚେତନ କରୁଛନ୍ତି ତେଲେଙ୍ଗାନାର ମାଧବୀଲତା

କୋରାପୁଟ,୨୭ା୧୦(ସ୍ବ.ପ୍ର.): ପ୍ରତି ଗ୍ରାମ ଓ ସହରାଞ୍ଚଳରେ ରୋଡ ଶୋ ହେଉଛି। ପାରମ୍ପରିକ ଷ୍ଟେଜ ଶୋ କରାଯାଉଛି। ଏହି ଶୋଗୁଡ଼ିକରେ କଣ୍ଢେଇ ନାଚ ପ୍ରଦର୍ଶନ କରି ପର୍ଯ୍ୟଟନସ୍ଥଳୀ...

ସୂବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡ଼ିଯାଇ ବାଳକ ମୃତ

ବାଲେଶ୍ୱର ଅଫିସ,୨୮।୫: ସୂବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡ଼ିଯାଇ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲିଆପାଳ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମର ଶଶିକାନ୍ତ ଦାସଙ୍କ...

ଭାପୁର ବ୍ଲକରେ ସୀମା ଟପିଛି ଦୁର୍ନୀତି ପଞ୍ଚାୟତ ପ୍ରତିନିଧିଙ୍କ ଆମରଣ ଅନଶନ ଆଜି

ନୟାଗଡ଼ ଅଫିସ/ଭାପୁର (ଡି.ଏନ.ଏ.),୩ା୧୨: ନୟାଗଡ଼ ଜିଲା ଭାପୁର ବ୍ଲକରେ ସୀମା ଟପିଛି ଦୁର୍ନୀତି। ପିସି ନ ଦେଲେ ବିଲ୍‌ ହେଉନାହିଁ କି ହିତାଧିକାରୀଙ୍କୁ କୌଣସି ଯୋଜନାରେ...

Advertisement
Archives

Model This Week