ଅଷ୍ଟ୍ରେଲିଆ ନିର୍ବାଚନ: ପୁଣି ଥରେ କ୍ଷମତାକୁ ଫେରିଲା କଞ୍ଜରଭେଟିଭ ମେଣ୍ଟ

ସିଡନୀ, ୧୯।୫: ଏକଜିଟ୍‌ ପୋଲ୍‌ ଆକଳନକୁ ଭୁଲ ସାବ୍ୟସ୍ତ କରି ପୁଣି ଥରେ ଶାସକ କଞ୍ଜରଭେଟିଭ ଲିବେରାଲ ପାର୍ଟି ମେଣ୍ଟ ବିଜୟୀ ହୋଇଛି। ଏଠାରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଅଷ୍ଟ୍ରେଲିଆ ପାର୍ଲାମେଣ୍ଟର ୧୫୧ ଆସନ ମଧ୍ୟରୁ ପ୍ରଧାନମନ୍ତ୍ରୀ ସ୍କଟ ମରିସନଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ ଲିବେରାଲ ପାର୍ଟି ମେଣ୍ଟ ସପକ୍ଷରେ ୭୪ଟି ଆସନ ମିଳିଛି। ସରକାର ଗଠନ ପାଇଁ ୭୬ ଆସନ ଆବଶ୍ୟକ ଥିଲାବେଳେ ବିରୋଧୀ ଲେବର ପାର୍ଟିକୁ ୬୫ ଆସନରେ ବିଜୟୀ ହୋଇ ଅଳ୍ପକେ ସରକାର ଗଠନରୁ ବଞ୍ଚିତ ହୋଇଛି। ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇ ନ ଥିବାବେଳେ ଅବଶିଷ୍ଟ ୧୨ ଆସନରେ ଫଳାଫଳ ଅସ୍ପଷ୍ଟ ରହିଛି। ପ୍ରତି ୬ବର୍ଷରେ ଦେଶରେ ସାଧାରଣ ନିବାଚନ ଅନୁଷ୍ଠିତ ହେଉଥିବାବେଳେ ଏଥର ଏକଜିଟ୍‌ ପୋଲରେ ବିରୋଧୀ ଲେବର ପାର୍ଟିକୁ ବହୁମତ ମିଳିବ ବୋଲି ପୂର୍ବାନୁମାନ କରାଯାଇଥିଲା। ଯାହା ଭୁଲ ପ୍ରମାଣିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ବ୍ରିଟେନ୍‌ର ୧୭୮ ଜଣିଆ ଶିଖ୍‌ ପ୍ରତିନିଧି ଦଳ

ଇସଲାମାବାଦ୍‌,୪।୧୧: ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମ ବାର୍ଷିକୀ ଅବସରରେ ପାକିସ୍ତାନରେ ବ୍ରିଟେନ୍‌ରୁ ୧୭୮ ଜଣିଆ ପ୍ରତିନିଧି ଦଳ ଆସି ପହଞ୍ଚିଛନ୍ତି। ସେମାନେ ଶେଖୁପୁରା ସ୍ଥିତ...

କଟକଣା ଲାଗୁ ହୋଇଥିବା ଦେଶକୁ ମାନବୀୟ ସହାୟତା ପ୍ରସ୍ତାବକୁ ଭାରତର ବିରୋଧ: ଜୟଶଙ୍କରଙ୍କୁ ପ୍ରଶଂସା କଲେ ଥରୁର୍‌ …

ଜେନେଭା,୧୧।୧୨ : କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପ୍ରଶଂସା କରିଛନ୍ତି। ଜାତିସଂଘ ଦ୍ୱାରା କଟକଣା ଜାରି ହୋଇଥିବା ଦେଶକୁ...

ବଢ଼ିଲା ପେଟ୍ରୋଲ ଦାମ୍‌, ଗଧରେ ବସି ଅଫିସ୍‌ ଆସିବାକୁ ଅନୁମତି ଲୋଡିଲେ କର୍ମଚାରୀ…

ଇସଲାମାବାଦ, ୪।୬ : ପାକିସ୍ତାନରେ ପେଟ୍ରୋଲର ଦାମ୍‌ ବୃଦ୍ଧି ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଏହି ପ୍ରସଙ୍ଗରେ ପୂର୍ବତନ ଇମ୍ରାନ ଖାନ ସରକାରଙ୍କୁ...

ଆତଙ୍କବାଦ ବିରୋଧୀ ପଦକ୍ଷେପରେ ପାକିସ୍ତାନ ପଛୁଆ, ବଢ଼ିଛି ଆତଙ୍କବାଦୀ ଆକ୍ରମଣ…

ଓ୍ବାଶିଂଟନ/ଇସଲାମାବାଦ,୨୮।୨ : ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେବା ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗ ପାକିସ୍ତାନ ବିରୋଧରେ ସର୍ବଦା ହୋଇଆସୁଛି। ସେ ଏ ବାବଦରେ ଦେଶ...

ବର୍ଷେ ପରେ ବି ଫିଟିନି ରହସ୍ୟ

ଉହାନ,୧୧ା୧: ଚାଇନାରେ ପ୍ରଥମ କରୋନା ମୃତ୍ୟୁର ବର୍ଷେ ପରେ ମଧ୍ୟ ଏହି ଘାତକ ଭୂତାଣୁ ବୈଜ୍ଞାନିକମାନଙ୍କ ପାଇଁ ଏକ ରହସ୍ୟ ହୋଇ ରହିଛି। ଉହାନ ସହରକୁ...

କରୋନା ଭାଇରସ: ବ୍ରାଜିଲରେ ଗୋଟିଏ ପିପିଇକୁ ବାରମ୍ବାର ପିନ୍ଧୁଛନ୍ତି ସ୍ବାସ୍ଥ୍ୟକର୍ମୀ !

ବ୍ରସିଲିଆ,୨୧।୫: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଚାହୁଁ ଚାହୁଁ ସାରା ବିଶ୍ୱକୁ ବ୍ୟାପିଯାଇଛି। ପ୍ରଥମେ କରୋନାର ହଟ୍‌ସ୍ପଟ୍‌ ଉହାନ ହୋଇଥିବା ବେଳେ...

ରୋଜାରେ ଖାଦ୍ୟ ଆଣିଯାଇଥିବା ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରି ନିଲମ୍ବିତ ହେଲେ ମହିଳା ମ୍ୟାନେଜର

ମିସୁରୀ,୨୦।୫: ଆମେରିକାର ମିସୁରୀରେ ଜଣେ ଯୁବକ ରୋଜା ଖୋଲିବା ପାଇଁ ଟେକୋ ବେଲ ରେଷ୍ଟୁରାଣ୍ଟକୁ ଜଳଖିଆ ଆଣିବାକୁ ଯାଇଥିଲେ। ରେଷ୍ଟୁରାଣ୍ଟରେ ଥିବା ମହିଳା ମ୍ୟାନେଜର ଇନ୍‌...

ପର୍ତ୍ତୁଗାଲରେ ଭାରତୀୟ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ହଙ୍ଗାମା: ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଇସ୍ତଫା

ଲିସବନ,୩୧।୮: ଜଣେ ଭାରତୀୟ ଗର୍ଭବତୀ ମହିଳାଙ୍କ ମୃତ୍ୟୁକୁ ନେଇ ପର୍ତ୍ତୁଗାଲରେ ହଙ୍ଗାମା ସୃଷ୍ଟି ହୋଇଛି। ଏହି ଘଟଣାରେ ପର୍ତ୍ତୁଗାଲର ସ୍ବାସ୍ଥ୍ୟମନ୍ତ୍ରୀ ମାର୍ଟା ଟେମିଡୋ ତାଙ୍କ ପଦରୁ...

Advertisement
Archives

Model This Week