ଅଲଗା ହେବେ ଆମିର-ସଞ୍ଜିଦା !

ବମ୍ବେ: ସୋସିଆଲ ମିଡିଆରେ ଅଭିନେତା ତଥା ଅଭିନେତ୍ରୀମାନଙ୍କର ଜୀବନ ଯେତିକି ରଙ୍ଗିନ ନଜର ଆସିଥାଏ, ବାସ୍ତବ ଜୀବନରେ କିନ୍ତୁ ତାହାର ଓଲଟା ଦେଖିବାକୁ ମିଳେ। ସେଭଳି କିଛି ଦେଖିବାକୁ ମିଳୁଛି ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତା ସଞ୍ଜିଦା ଶେଖ୍‌-ଆମିର ଅଲ୍ଲୀଙ୍କ କ୍ଷେତ୍ରରେ। ଉଭୟଙ୍କୁ ପାଓ୍ବାର କପଲ୍‌ ବୋଲି ପ୍ରଶଂସକ ଭାବିଥାନ୍ତି। ଅନେକ ସମୟରେ ଉଭୟଙ୍କ ସମ୍ପର୍କ ଚର୍ଚ୍ଚାର ପରିସରକୁ ଆସିଥାଏ। ହେଲେ ଏବେ ସମ୍ପର୍କରେ ତିକ୍ତତା ଆସିସାରିଛି। ଏପରିକି ସେମାନେ ପରସ୍ପରଠାରୁ ଅଲଗା ରହୁଛନ୍ତି। ଏଣୁ ଉଭୟେ ଖୁବ୍‌ଶୀଘ୍ର ସମ୍ପର୍କ ତୁଟାଇପାରନ୍ତି ବୋଲି ଶୁଣିବାକୁ ମିଳୁଛି।

୨୦୧୨ରେ ଆମିରଙ୍କୁ ବିବାହ କରିଥିଲେ ସଞ୍ଜିଦା। ବିବାହକୁ ଇତି ମଧ୍ୟରେ ସାତ ବର୍ଷରୁ ଅଧିକ ସମୟ ବିତିଲାଣି। ହେଲେ ସେମାନଙ୍କ ମଧ୍ୟରେ ସବୁକିଛି ଠିକ୍‌ ଚାଲିଥିଲା। କିଛି ଦିନ ତଳେ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଛି। ଫଳରେ ସେମାନେ ଅଲଗା ହେବାକୁ ଚାହୁଁଥିବା ଶୁଣିବାକୁ ମିଳୁଛି। ହେଲେ ଉଭୟ ଏ ନେଇ ମୁହଁ ଖୋଲିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଦ୍ଧାର୍ଥଙ୍କ ଉପରେ ରାଗିଗଲେ ହିମାଂଶି: କହିଲେ ‘ମହିଳାଙ୍କ ସହ କିଭଳି କଥା ହେବେ ଶିଖନ୍ତୁ’

ବମ୍ବେ: ବିଗ୍‌ବସ୍‌ ସରିବା ପରେ ମଧ୍ୟ ପ୍ରତିଯୋଗୀମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଥମୁନାହିଁ। ଏପରିକି ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଜଣେ ଅନ୍ୟଜଣଙ୍କୁ କଡ଼ା ମନ୍ତବ୍ୟ...

ଦୁର୍ଘଟଣାର ଶିକାର ହେଲେ ଏହି ଅଭିନେତା

ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି ଶୋ’ ‘ବିଗ୍‌ ବସ୍‌-୧୪’ର ପ୍ରତିଯୋଗୀ ରହିସାରିଥିବା ଅଭିନେତା ନିଶାନ୍ତ ସିଂହ ମଲଖାନ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେ ମୁମ୍ବାଇରୁ ଜେସଲମେର...

ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ୫ ବର୍ଷର ଭଣଜା ନିର୍ବାଣ

ମୁମ୍ବାଇ: ବଲିଉଡ୍‌ ଆକ୍ଟର ସୁଶାନ୍ତ ସିଂ ରାଜପୁତ ରବିବାର ଆତ୍ମହତ୍ୟା କରିଥିଲେ। ମୁମ୍ବାଇସ୍ଥିତ ନିଜ ଘରେ ସେ ଏପରି ଘଟାଇଥିଲେ। ଏହି ଖବର ପୂରା ଫିଲ୍ମ...

ଲକ୍‌ଡାଉନ୍‌ରେ ଫାର୍ମହାଉସ ସଫା କଲେ ସଲମାନ୍‌

ଲକ୍‌ଡାଉନ୍‌ ଯୋଗୁ ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ଏବେ ପନଭେଲସ୍ଥିତ ନିଜ ଫାର୍ମହାଉସରେ ରହୁଛନ୍ତି। ତାଙ୍କ ସହ ଭଉଣୀ ଅର୍ପିତା, ଅଭିନେତା ଆୟୁଶ ଶର୍ମା, ଅଭିନେତ୍ରୀ...

ଓଟିଟିରେ ଡେବ୍ୟୁ କରିବେ ସୋନାଲି

ମୁମ୍ବାଇ: କିଛିଦିନ ହେବ ବଡ ପରଦାରୁ ଦୂରେଇ ରହିଥିବା ନାୟିକା ସୋନାଲି ବେନ୍ଦ୍ରେ ଖୁବଶୀଘ୍ର ଦ ବ୍ରୋକନ ନ୍ୟୁଜ ସହ ନିଜର ଡିଜିଟାଲ ଡେବ୍ୟୁ କରିବାକୁ...

ସାମ୍ନାକୁ ଆସିଲା ‘ରକି ଔର ରାନୀ କି ପ୍ରେମ କାହାନୀ’ର ରିଲିଜ୍‌ ଡେଟ୍‌

ମୁମ୍ବାଇ : କରଣ ଜୋହରଙ୍କ ଫିଲ୍ମ‘ରକି ଔର ରାନୀ କି ପ୍ରେମ କାହାନୀ’ର ରିଲିଜ୍‌ ଡେଟ୍‌ ସାମ୍ନାକୁ ଆସିଲା। ଅଭିନେତା ରଣବିର ସିଂହ ଏବଂ ଅଭିନେତ୍ରୀ...

ଇନ୍‌ଷ୍ଟାଗ୍ରାମରେ ଡେବ୍ୟୁ କରି ରେକର୍ଡ ସୃଷ୍ଟି କଲେ ଜେନିଫର୍‌

ହଲିଉଡ୍‌ ଅଭିନେତ୍ରୀ ଜେନିଫର୍‌ ଏନିଷ୍ଟନ୍‌ ପ୍ରତିଦିନ ପ୍ରଶଂସକମାନଙ୍କୁ କିଛି ନା କିଛି ସର୍‌ପ୍ରାଇଜ୍‌ ଦେଉଛନ୍ତି। ଏବେ ସୋସିଆଲ ମିଡିଆ ଜରିଆରେ ସେ ପ୍ରଶଂସକଙ୍କ ଆହୁରି ନିକଟତର...

ଚାର୍ଜ ବଢ଼ାଇଲେ ଶାହିଦ, ଜାଣନ୍ତୁ କେତେ

ବଲିଉଡର ଚକୋଲେଟ ହିରୋ ଭାବରେ ଜଣାଶୁଣା ଶାହିଦ କପୁରଙ୍କ ଆଗାମୀ ଫିଲ୍ମ ଜର୍ସି, ୧୪ ଏପ୍ରିଲରେ ରିଲିଜ ହେବ । ଏହି ଫିଲ୍ମ ପାଇଁ ଅଭିନେତା...

Advertisement
Archives

Model This Week