Posted inଜାତୀୟ

ଅର୍ଥାଭାବ ଯୋଗୁ ଲିଭ୍‌ଇନ୍‌ରେ ୫୦ ବର୍ଷ ରହିବା ପରେ ବିବାହ କଲେ ବୃଦ୍ଧାବୃଦ୍ଧ

ଉଦୟପୁର, ୨୮।୫: ଅର୍ଥାଭାବ ଯୋଗୁ ଦୀର୍ଘ ୫୦ ବର୍ଷ ଲିଭ୍‌ଇନ୍‌ରେ ରହିବା ପରେ ବୃଦ୍ଧାବୃଦ୍ଧ ବୋହୂପୁଅ ଏବଂ ନାତୁଣୀନାତିଙ୍କ ଉପସ୍ଥିିତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଗୁଜରାଟର ଲାମ୍ବାଡିଆସ୍ଥିତ ମାଲବାସରେ ସମ୍ପନ୍ନ ହୋଇଛି। ୭୫ ବର୍ଷ ବୟସ୍କ ବୃଦ୍ଧ ଗମନା ସୋଲାଙ୍କି ୬୮ ବର୍ଷ ବୟସ୍କା ବୃଦ୍ଧା ବଞ୍ଜାରୀ ଦେବୀଙ୍କୁ ଧୁମ୍‌ଧାମରେ ବିବାହ କହିଛନ୍ତି। ଗମନାଙ୍କୁ ୨୫ ବର୍ଷ ହୋଇଥିବାବେଳେ ସେ ବଞ୍ଜାରୀଙ୍କ ସହିତ ଲିଭ୍‌ଇନ୍‌ରେ ରହିବା ଆରମ୍ଭ କରିଥିଲେ। ସେତେବେଳେ ବଞ୍ଜାରୀଙ୍କୁ ୧୮ ବର୍ଷ ହୋଇଥିଲା। ଅର୍ଥାଭାବରୁ ସେମାନେ ବିବାହ କରି ପାରି ନ ଥିଲେ। ଇତିମଧ୍ୟରେ ସେମାନଙ୍କ ୫ ପୁଅ ବିବାହ କରି ଘରକୁ ବୋହୂ ଆଣିଥିଲେ। ୨ ଝିଅଙ୍କ ବିବାହ ମଧ୍ୟ ହୋଇଥିଲା। ପରେ ଘରେ ନାତୁଣୀ ନାତି ମଧ୍ୟ ହୋଇଥିଲେ। ମାତ୍ର ଏନେ ଦିନ ଧରି ଗମନା-ବଞ୍ଜାରୀଙ୍କ ବିବାହ ଅଟକି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଶ୍ମୀରରେ ସରକାରୀ ଅଫିସ ଖୋଲିଲା

ନୂଆଦିଲ୍ଲୀ,୧୭ା୮(ପି.ଟି.): ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ସମ୍ଭାବ୍ୟ ଆଇନଶୃଙ୍ଖଳା ସମସ୍ୟାକୁ ଆଖିଆଗରେ ରଖି ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା କଟକଣା ପର୍ଯ୍ୟାୟକ୍ରମେ ହଟାଇଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।...

ଭିଡ଼ ହିଂସା: ରକ୍ତରେ ମୋଦିଙ୍କ ପାଖକୁ ଚିଠି ଲେଖିଲେ ୧୦୧ ହିନ୍ଦୁ ମହାସଭା କର୍ମୀ

ଲକ୍ଷ୍ନୌ,୨୯।୭: ଭିଡ଼ ହିଂସା ନେଇ ଫିଲ୍ମ ଦୁନିଆର ୪୯ ଜଣ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ବିଶେଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଚିଠି ଲେଖିଥିଲେ। ଏହାର...

ଏସିଡ୍‌ ଆଟାକ୍‌ ସର୍ଭାଇଭରଙ୍କୁ ପେନସନ୍‌ ଦେବାକୁ ଯୋଜନା କରୁଛନ୍ତି ଉତ୍ତରାଖଣ୍ଡ ସରକାର

ଡେରାଡୁନ,୧୩।୧: ଦେଶରେ ଏସିଡ୍‌ ଆଟାକ୍‌ ପୀଡିତାଙ୍କ ସଂଖ୍ୟା ବଢିବାରେ ଲାଗିଛି। ନିକଟରେ ଏମିତି ଏକ କାହାଣୀକୁ ନେଇ ବଲିଉଡ୍‌ରେ ନିର୍ମାଣ କରାଯାଇଥିବା ଫିଲ୍ମ ‘ଛପାକ’ ସମସ୍ତଙ୍କ...

ବୋମ୍‌ଡିଲାରେ ବାଦଲ ଫଟା ବର୍ଷା: ୮ଶହ ଜଳବନ୍ଦୀ; ବହୁ ନିଖୋଜ

ଇଟାନଗର,୯।୭: ଅରୁଣାଚଳ ପ୍ରଦେଶ ବୋମ୍‌ଡିଲାରେ ମଙ୍ଗଳବାର ବାଦଲ ଫଟା ବର୍ଷା ହୋଇଛି। ଏହା ଯୋଗୁ ପଶ୍ଚିମ କାମେଙ୍ଗ୍‌ ଜିଲାର ନାଗ-ମନ୍ଦିର ଟେଙ୍ଗା ନିକଟରେ ଥିବା କାସ୍ପି...

ଆସ୍ଥାଭୋଟ ପୂର୍ବରୁ ଘୋଡ଼ାବେପାର ଭୟ: ବିଧାୟକଙ୍କୁ ଜଗିଲେ ସବୁ ଦଳ

ବେଙ୍ଗାଲୁରୁ,୧୩ା୭:କର୍ନାଟକର ବିଦ୍ରୋହୀ ବିଧାୟକମାନଙ୍କ ଇସ୍ତଫା ଏବଂ ଅଯୋଗ୍ୟ ଘୋଷଣା ସମ୍ପର୍କରେ ବାଚସ୍ପତି ୧୬ ତାରିଖ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଦେବା...

ଭୋଟ ପୂର୍ବରୁ ୧୮ ଲକ୍ଷ ଟଙ୍କା ଜବତ

ନାଗପୁର, ୨୦ା୧୦ (ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୧ରେ ହେବାକୁ ଥିବାବେଳେ ପୋଲିସ ଶୁକ୍ରବାର ରାତିରେ ୧୮ ଲକ୍ଷ ଟଙ୍କା ଜବତ କରିଥିବାବେଳେ ଭାଜପା ପ୍ରାର୍ଥୀ...

ସାଧ୍ୱୀ ପ୍ରାଚୀଙ୍କୁ ଆଲିଗଡ଼ ମନା

ଆଲିଗଡ଼,୧୦ା୬(ପି.ଟି.): ହିନ୍ଦୁତ୍ୱବାଦୀ ନେତା ସାଧ୍ୱୀ ପ୍ରାଚୀ ରବିବାର ଆଲିଗଡ଼ର ତପ୍ପାଲ ସହରକୁ ଯାଉଥିବାବେଳେ ଉତ୍ତେଜନା ଆଶଙ୍କାରେ ତାଙ୍କୁ ରୋକାଯାଇଛି। ହତ୍ୟାର ଶିକାର ହୋଇଥିବା ଅଢ଼େଇ ବର୍ଷୀୟା...

‘ସଂକ୍ରମିତଙ୍କ ପ୍ରକୃତ ସଂଖ୍ୟା ୪ ଗୁଣ ଅଧିକ’

ବେଙ୍ଗାଲୁରୁ,୧୦।୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଯେତିକି ବୋଲି ଦର୍ଶାଯାଉଛି ସେମାନଙ୍କ ପ୍ରକୃତ ସଂଖ୍ୟା ତହିଁରୁ ଅନୂ୍ୟନ ୪ ଗୁଣ ଅଧିକ। ସ୍କୁଲ, କଲେଜଗୁଡ଼ିକ ଅଧିକ...

Coronavirus Update


Archives

Model This Week

Why Dharitri