ଅମାନିଆ ଦିଲ୍‌

ଦିଲ୍‌ ବା ହୃଦୟ କେତେବେଳେ କାହା ହୃଦୟରେ ବସା ବାନ୍ଧେ ତାହା ପୂର୍ବାନୁମାନ କରିବା ଏତେ ସହଜ ନୁହେଁ। ପୁଣି ଏ ଦିଲ୍‌ ବଡ଼ ଅମାନିଆ। ତାକୁ ନିଜ କବ୍‌ଜାରେ ରଖିବା ଭାରି କଷ୍ଟକର, ନୁହେଁ ?
କାହାଣୀ ଅନୁସାରେ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଯିବାବେଳେ ଜଣେ ଯୁବକ ପ୍ରେମରେ ପଡ଼ିଯାଇଛି। ହେଲେ ଏହି ପ୍ରେମ ମିଶନରେ ସେ ସଫଳ ହେଉଛି ତ ? ଏପରି ଏକ ଭିନ୍ନ ଧରଣର ବିଷୟକୁ ନେଇ ପ୍ରସ୍ତୁତ ହୋଇଛି ନୂଆ ଓଡ଼ିଆ ସିନେମା ‘ଦିଲ୍‌ ମୋର ମାନେନା’। ଲକ୍‌ଡାଉନ୍‌ ପରେ ନିକଟରେ ଏହାର ଡବିଂ ଆରମ୍ଭ ହୋଇଯାଇଛି ବୋଲି ସୂଚନା ଦେଇଛନ୍ତି ଏହି ସିନେମାର ଅନ୍ୟତମ ପ୍ରଯୋଜିକା ଛବିତା ମାର୍ଥା। ଏହାର ମେଲ୍‌ ଲିଡ୍‌ରେ ସ୍ବରାଜ ଅଭିନୟ କରିଥିବା ବେଳେ ତାଙ୍କର ନାୟିକା ସାଜିଛନ୍ତି ଶିବାନୀ। ଖାସ୍‌ କଥା ହେଲା ‘କଥା ଦେଲି ମଥା ଛୁଇଁ’, ‘ଯୋଗୀ’ ଏବଂ ଚର୍ଚ୍ଚିତ ଫିଲ୍ମ ‘ପାଟଣାଗଡ଼’ର ପ୍ରଯୋଜକ ଶ୍ରୀଧର ମାର୍ଥା ଏଥିରେ ମୁଖ୍ୟ ଖଳନାୟକ ଭାବରେ ଦେଖାଦେବେ। ଚିତ୍ରରେ ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ପ୍ରେମ ଆନନ୍ଦ ଏବଂ କୋରିଓଗ୍ରାଫି ଦାୟିତ୍ୱ ତୁଲାଇଛନ୍ତି ଲୁବୁନ୍‌-ଟୁବୁନ୍‌, ଜିତୁ ରାଉତ, ଅମିତ ନାୟକ ଏବଂ ଏସ୍‌.କେ. ମୁରଲୀଧରନ୍‌। ହିମାଂଶୁ (ଚଣ୍ଡି) ପରିଜା ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି। ଅପରପକ୍ଷରେ ପୋଷ୍ଟ ପ୍ରଡକ୍ସନ କାମ ଶେଷ ହେବା ପରେ ବାପୁନୀ କୁମାର-ଛବିତା ମାର୍ଥାଙ୍କ ମିଳିତ ପ୍ରଯୋଜନାରେ ପ୍ରସ୍ତୁତ ଏହି ଫିଲ୍ମଟି ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗରିବ ହୋଇଯାଇଛନ୍ତି ଦୀପିକା !

ମୁମ୍ବାଇ: ବଲିଉଡ୍‌ ନାୟିକା ଦୀପିକା ପାଦୁକୋନ୍‌ ଏବେ ତାଙ୍କ ଅପକମିଙ୍ଗ ପ୍ରୋଜେକ୍ଟ ପାଇଁ ବ୍ୟସ୍ତ ଅଛନ୍ତି। ହେଲେ ଏହାରି ଭିତରେ ବି ସେ ସମୟ ବାହାର...

ଜନ୍ମଦିନରେ ରୋମାଣ୍ଟିକ ହେଲେ ସୋନମ କପୁର

ବଲିଉଡର ଖ୍ୟାତନାମା ଅଭିନେତା ହେଲେ ଅନୀଲ କୁମାରଙ୍କ ତନୟା ସୋନମ କପୁର ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୨୦୦୭ରେ ରିଲିଜ ହୋଇଥିବା ଫିଲ୍ମ ‘ସାୱରିୟା’...

କରୋନା ଯୋଦ୍ଧାଙ୍କ ପାଇଁ ଗୀତ ଗାଇଲେ ମାଧୁରୀ

ମୁମ୍ବାଇ: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଛି। ଏହି ସମୟରେ ଘରେଥିବା ଲୋକେ ସୁରକ୍ଷିତ ରହିଛନ୍ତି। କାରଣ କରୋନା ଯୋଦ୍ଧା ହସ୍ପିଟାଲରେ ଓ...

ପରଦାରେ ‘ଦ ସ୍କାଏ ଇଜ୍‌ ପିଙ୍କ’: କନ୍ଦାଉଛି ପ୍ରିୟଙ୍କା-ଫରହାନଙ୍କ କାହାଣୀ

ମୁମ୍ବାଇ: ପରଦାରେ ପ୍ରିୟଙ୍କା ଚୋପ୍ରା ଏବଂ ଫରହାନ୍‌ ଅଖତର ଅଭିନୀତ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’। ଫିଲ୍ମ ଜରିଆରେ ପିସି ଅନେକ ଦିନ ପରେ...

ସୋନମ୍‌ ଶେୟାର କଲେ ମୋଶନ ପୋଷ୍ଟର

ମୁମ୍ବାଇ: ବଲିଉଡ୍‌ ନାୟିକା ସୋନମ୍‌ କପୁର ତାଙ୍କ ଅପ୍‌ କମିଂ ଫିଲ୍ମ ‘ଦ ଜୋୟା ଫ୍ୟାକ୍ଟର’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହାର ଫାଷ୍ଟ...

ସଲମାନଙ୍କୁ ଏଭଳି ସ୍ଥିତିରେ ଦେଖି କାନ୍ଦିଥିଲେ ପିତା ସଲିମ୍‌ ଖାଁ

ବଲିଉଡ୍‌ ଦବଙ୍ଗ ଷ୍ଟାର୍‌ ସଲମାନ ଖାଁଙ୍କ ପିତା ତଥା ସଲିମ ଖାଁ ଆଜି ୮୪ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ସଲମାନ ତାଙ୍କ ଖାସ୍‌...

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ସୁନ୍ଦରୀ ଏମ୍‌ପି

ଚଳିତବର୍ଷ ସାଧାରଣ ନିର୍ବାଚନ ରଣାଙ୍ଗନରେ ବାଜି ମାରି ନେଇଥିବା ଜଣେ ଅଭିନେତ୍ରୀ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ସୁନ୍ଦରୀ...

ପୁତ୍ର ସନ୍ତାନର ପିତା ହେଲେ ଅର୍ଜୁନ ରାମପାଲ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ ଓ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲା ଡିମେଟ୍ରିଆଡିସ୍‌ଙ୍କ କୋଳକୁ ଆସିଛି ଏକ ପୁତ୍ର ସନ୍ତାନ। ଗୁରୁବାର ଏମାନେ ପୁତ୍ର ସନ୍ତାନର...

Coronavirus Update


Archives

Model This Week

Why Dharitri