Advertisement
Posted inଜାତୀୟ

ଅଭିନନ୍ଦନଙ୍କ ସ୍କ୍ବାଡ୍ରନ୍‌କୁ ସମ୍ମାନୀତ କରିବ ବାୟୁସେନା

ନୂଆଦିଲ୍ଲୀ,୬।୧୦: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କ ୫୧-ସ୍କ୍ବାଡ୍ରନ୍‌କୁ ବାୟୁସେନା ସମ୍ମାନୀତ କରିବ । କମାଣ୍ଡିଙ୍ଗ୍‌ ଅଫିସର ଗ୍ରୁପ୍‌ କ୍ୟାପଟେନ୍‌ ସତୀଶ୍‌ ପଓ୍ବାର ଏହି ସମ୍ମାନ ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ଆର୍‌.କେ.ଏସ୍‌. ଭଦୌରିୟାଙ୍କଠାରୁ ଗ୍ରହଣ  କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୧୫।୧: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ବିକ୍ଷୋଭ କରି ଗିରଫ ହୋଇଥିବା ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍‌ଙ୍କୁ ଜାମିନ ମିଳିଛି। ବୁଧବାର ଦିଲ୍ଲୀର...

‘ବାଲ୍‌ ସନ୍ୟାସ’ ଆଇନ ସମ୍ମତ, ହାଇକୋର୍ଟଙ୍କ ରାୟ…

ବେଙ୍ଗାଲୁରୁ,୨୯।୯: ଛୋଟ ବୟସରୁ ‘ବାଲ୍‌ ସନ୍ୟାସ’ ହେବା ପରମ୍ପରା ଆଇନ ସମ୍ମତ। ଜଣେ ନାବାଳକ ସନ୍ୟାସ ଗ୍ରହଣ କରିବାକୁ ବିରୋଧ କରାଯାଇ ପାରିବ ନାହିଁ। ଏସମ୍ପର୍କିତ...

୬ ମାସ ପରେ ସୋମବାରଠାରୁ ଖୋଲିବ ପ୍ରେମର ପ୍ରତୀକ ତାଜ ମହଲ

ଆଗ୍ରା, ୨୦।୯: ସପ୍ତଦଶ ଶତାବ୍ଦୀର ପ୍ରେମର ପ୍ରତୀକ ତାଜ ମହଲ ଓ ଆଗ୍ରା କିଲ୍ଲା ୬ ମାସ ପରେ ସୋମବାରଠାରୁ ପୁଣିଥରେ ଖୋଲିବ। କରୋନା ମହାମାରୀ...

ଲୋକେ ମାସ୍କ୍‌ ନ ପିନ୍ଧିଲେ ପୋଲିସ ପାଇବେ ଦଣ୍ଡ…

ଲକ୍ଷ୍ନୌ,୧୪।୪: କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ ମାସ୍କ୍‌ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା...

ସିଡିଏସ୍‌, ତିନି ସେନାଧ୍ୟକ୍ଷଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ,୨୧।୬: ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌(ସିଡିଏସ୍‌) ଜେନରାଲ ବିପିନ ରାଓ୍ବତ ଓ ୩ ସେନାମୁଖ୍ୟଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଏକ ସମୀକ୍ଷା...

୮ମାସର ଭାଇକୁ ପାଣି ଭାବି ଡିଜେଲ ପିଆଇଲେ ୪ବର୍ଷର ଭଉଣୀ

ନୋଏଡା,୨୪।୬: ଉତ୍ତରପ୍ରଦେଶ ନୋଏଡାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୪ବର୍ଷର ଭଉଣୀ ନିଜ ୮ମାସର ସାନ ଭାଇକୁ ପାଣି ଭାବି ଡିଜେଲ ପିଆଇଦେଇଥିବା ଘଟଣା...

ମୁଖ୍ୟମନ୍ତ୍ରୀ ଦୌଡ଼ରେ ତୋମର, ଶିବରାଜ, ନରୋତ୍ତମ

ଭୋପାଳ,୨୧।୩: ମଧ୍ୟପ୍ରଦେଶରେ କମଲନାଥ ସରକାର ଭାଙ୍ଗିଯିବା ପରେ ଏବେ ସେଠାରେ ସରକାର ଗଠନକୁ ନେଇ ଲାଗି ରହିଛି ରାଜନୈତିକ ଆଲୋଚନା। ଭାରତୀୟ ଜନତା ପାର୍ଟି(ଭାଜପା)ସରକାର ଗଠନ...

ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୪।୬: ରେପୋ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଲଗାତର ଷଷ୍ଠଥର ପାଇଁ ଏହି ନିଷ୍ପତ୍ତି ନେଇଛି ଆରବିଆଇ। ଏପ୍ରିଲ-ଜୁନ...

Advertisement
Archives

Model This Week