ଅବକାରୀ ଚଢାଉ, ୪ ଗିରଫ

ବଇଣ୍ଡା,୫।୧୦(ଡି.ଏନ.ଏ.): ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଶନିବାର ଠାକୁରଗଡ଼ ଥାନା ତଲେଇପଥର ଓ ଖମାର ଗ୍ରାମରେ ଚଢାଉ କରାଯାଇ ୭୮ ଲିଟର ଚୋରା ଦେଶୀ ମହୁଲି ମଦ ଜବତ କରାଯାଇଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ତଲେଇପଥର ଗ୍ରାମର ପ୍ରମୋଦ ଭୋଇ, ମୁରଲି ଭୋଇ, ଚୈତନ୍ୟ ସାହୁ, ଖମାର ଗ୍ରାମର ନିର୍ମଳ ବେହେରା। ସେମାନେ ଚୋରାରେ ମଦ ବିକ୍ରି କରୁଥିବା ଖବରପାଇ ଆଠମଲ୍ଲିକ ଅବକାରୀ ବିଭାଗର ସୁମତି ତ୍ରିପାଠୀ, ସବ୍‌ଇନ୍ସପେକ୍ଟର ପ୍ରଫୁଲ୍ଲ କୁମାର ପତି, ଏଏସଆଇ ରମାକାନ୍ତ ଚାନ୍ଦ, ହରିହର ପରିଡ଼ାଙ୍କ ସମେତ କର୍ମଚାରୀ ଚଢାଉ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀ: ବିଭିନ୍ନ ସ୍ଥାନରେ ତୁଷାରପାତ

ଦାରିଙ୍ଗବାଡ଼ି,୮।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ରବଳ ଶୀତ ଅନୁଭବ ହେଉଛି। ରବିବାର ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରହିଥିବା...

ଜିଲା ପ୍ରଶାସନ କର୍ମଚାରୀଙ୍କ ବଦଳି ପ୍ରହସନ; ଚୌକି ଛାଡୁନାହାନ୍ତି ପୁରୁଣା ବାବୁ

ଅନୁଗୋଳ ଅଫିସ,୨୪।୬:  ଅନୁଗୋଳ ଜିଲା କାର୍ଯ୍ୟାଳୟରେ କାର୍ଯ୍ୟରତ ପୁରୁଣା ବାବୁଙ୍କ ଛାଡୁନି ଚୌକି ନିଶା। ଦୀର୍ଘ ବର୍ଷ ହେଲା ଗୋଟିଏ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଏହି...

ଚମ୍ପୁଆ ରେଞ୍ଜକୁ ଲେଉଟିଲା ଗୋଠଛଡା ଦନ୍ତା: ଭାଙ୍ଗିଲା ଆଉ ୩ ଘର

ଚମ୍ପୁଆ, ୨୦।୮(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜକୁ ଲେଉଟିଲା ଗୋଠଛଡା ଦନ୍ତାହାତୀ। ଦୀର୍ଘଦିନର ବ୍ୟବଧାନପରେ ଫେରି ଏହି ଦନ୍ତା ଉପତ୍ାତ ଆରମ୍ଭ କରିଦେଇଛି। ଫସଲ ନଷ୍ଟ ସାଙ୍ଗକୁ ୩ଗୋଟି ଘରଭାଙ୍ଗି...

ଲୋକାର୍ପିତ ହେଲା, କାର୍ଯ୍ୟକ୍ଷମ ହେଉନି

ସୋନପୁର,୨୧।୧୦: ସୁବର୍ଣ୍ଣପୁର ଜିଲା ସଦର ମହକୁମାର ଝୁପୁଡିପଡାରେ ନୂତନ ଭାବେ ନିର୍ମିତ ହୋଇଛି ୫୦ ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ସ୍ବାସ୍ଥ୍ୟକେନ୍ଦ୍ର। ଗତ ଜୁନ୍‌...

ଅସହାୟ ଅବସ୍ଥାରେ ନାବାଳିକା ଉଦ୍ଧାର: ମିଳୁନି ପରିଚୟ

ବରଗଡ଼ ଅଫିସ,୨୦।୧: ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଚୋରଗ୍ରୀଣ୍ଡୋଲା ଗ୍ରାମରେ ଅସହାୟ ଅବସ୍ଥାରେ ବୁଲୁଥିବା ଜଣେ ନାବାଳିକାଙ୍କୁ ସୋମବାର ଉଦ୍ଧାର କରାଯାଇଛି । ସ୍ବେଚ୍ଛାସେବୀ...

ସାଇବର ଠକେଇ: ୧ଲକ୍ଷ ୮ହଜାର ନେଇଗଲେ

ଖୋର୍ଦ୍ଧା ଅଫିସ,୨୬।୨: ରାଜ୍ୟରେ ସାଇବର ଠକେଇ ଦିନକୁ ଦିନ ବଢ଼ିବାରେ ଲାଗିଛି। ଖୋର୍ଦ୍ଧା ସଦର ଥାନା ଅଧୀନ ବାଜପୁର ଗ୍ରାମର ଚାରୁଲତା ଦାଶ ବ୍ୟାଙ୍କ ଠକେଇର...

୭ ଦିନ ଲାଗି ୨ ଓ୍ବାର୍ଡ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ

ବାଲିଅନ୍ତା, ୫ା୬(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ପାଇଁ ବାଲିଅନ୍ତା ବ୍ଳକର ଜୟଦେବ ପଞ୍ଚାୟତ ଅଧୀନ ୨ଟି ଓ୍ବାର୍ଡକୁ ପ୍ରଶାସନ ପକ୍ଷରୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ...

ପ୍ରସୂତିଙ୍କୁ ବଞ୍ଚାଇଲା ବିରଳ ରକ୍ତ: ପ୍ରସବ ପରେ ଗୁରୁତର ଥିଲା ଅବସ୍ଥା; ‘ବମ୍ବେ ଓ-ପଜିଟିଭ୍‌’ ରକ୍ତ ଦେଲେ ରାଉରକେଲା ଯୁବକ

ବ୍ରହ୍ମପୁର ଅଫିସ୍‌,୨୦ା୧୦- ଠିକ୍‌ ସମୟରେ ବିରଳ ରକ୍ତ ମିଳିବା ଯୋଗୁ ଜଣେ ପ୍ରସୂତିଙ୍କ ଜୀବନ ବଞ୍ଚିଯାଇଛି। ରାଉରକେଲାର ଯୁବକ ଜଣକ ଆସି ରକ୍ତ ଦେଇଛନ୍ତି। ଏଭଳି...

Advertisement
Archives

Model This Week