ଅନୁରୋଧ ରକ୍ଷାକରି ଶେଷ ବିଦାୟ ସମୟରେ ସ୍ମିତା ପାଟିଲଙ୍କୁ ଶୁଆଇ ବୋହୂବେଶରେ ମେକ୍‌ଅପ୍‌ କରିଥିଲେ ଦୀପକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ୩୩ତମ ପୁଣ୍ୟତିଥି ଶୁକ୍ରବାର ପାଳିତ ହେଉଛି। ସ୍ମିତା ୧୯୫୫ ଅକ୍ଟୋବର ୧୭ରେ ପୁଣେଠାରେ ଜନ୍ମଗ୍ରହଣ କରିଥିଲେ। ଏକ ଫିଲ୍ମ ସେଟ୍‌ରେ ରାଜକୁମାର ମେକ୍‌ଅପ୍‌ କରିବାକୁ ଡେରି କରୁଥିଲେ। କାରଣ ଜାଣିବା ପାଇଁ ସ୍ମିତା ରାଜକୁମାରଙ୍କ ଡ୍ରେସିଂ ରୁମ୍‌କୁ ହଠାତ୍‌ ପଶି ଯାଇଥିଲେ। ସେ ଦେଖିଥିଲେ ସେଠାରେ ମେକ୍‌ଅପ୍‌ ମ୍ୟାନ୍‌ ଦୀପକ ସାଓ୍ବନ୍ତ ରାଜକୁମାର ଶୋଇଥିବା ଅବସ୍ଥାରେ ମେକ୍‌ଅପ୍‌ କରୁଛନ୍ତି। ଏହା ସ୍ମିତାଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ସେ ଏପରି କରିବାକୁ ଦୀପକଙ୍କ ଆଗରେ ଜିଦ୍‌ ଧରିଥିଲେ। ତେବେ ଦୀପକ ପରେ କରିବାକୁ କହିଥିଲେ। ଏହାପରେ ୧୯୮୬ ଡିସେମ୍ବର ୧୩ରେ ପ୍ରସବଜନିତ ସମସ୍ୟା ଯୋଗୁ ସ୍ମିତାଙ୍କ ମୃତ୍ୟୁ ଘଟିଥିଲା। ଦୀପକ ସ୍ମିତାଙ୍କ ଅନୁରୋଧ ରକ୍ଷା କରି ଶେଷନିଦ୍ରାରେ ଶୋଇଥିବା ସ୍ମିତାଙ୍କ ମେକ୍‌ଅପ୍‌ ଅତି ସୁନ୍ଦର ଭାବେ ବୋହୂବେଶରେ କରିଥିଲେ। ଜୀବନ୍ତ ଅବସ୍ଥାରେ ଶୋଇ ରହି ମେକ୍‌ଅପ୍‌ କରି ପାରି ନ ଥିବା ସ୍ମିତାଙ୍କ ଆଶା ଶେଷନିଦ୍ରାରେ ହିଁ ପୂରଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ଆଣ, ମୋ ପୂରା ପରିବାରକୁ ଗୁଳି ମାରିଦିଅ: କାହିଁକି ଏମିତି କହିଲେ ରିୟା

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଫସିଯାଇଛନ୍ତି ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ରିୟାଙ୍କ ହିଁ ତାଙ୍କ ପୁଅକୁ ହତ୍ୟା କରିଥିବା...

ନୀଲଙ୍କୁ ବିବାହ କରିବେ ଐଶ୍ୱର୍ଯ୍ୟା

ବମ୍ବେ: ରିଲ୍‌ ନାୟିକାରୁ ରିଅଲ୍‌ ନାୟିକା। ଏପରି କିଛି ଘଟିଛି ଟେଲି ଧାରାବାହିକ ‘ଗୁମ୍‌ ହେ କିସି କେ ପ୍ୟାର୍‌ ମେ’ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମାଙ୍କ...

ସ୍ତ୍ରୀଙ୍କ ପାଇଁ ହ୍ୟାଣ୍ଡ୍‌ବ୍ୟାଗ୍‌ କିଣୁଛନ୍ତି ରଣବୀର

ବଲିଉଡ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଏବେ ନିଜ ଆଗାମୀ ଫିଲ୍ମ ‘ଛପାକ୍‌’ରେ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏପଟେ ସ୍ବାମୀ ରଣବୀର ସିଂ ବଜାରରୁ ଦୀପିକାଙ୍କ ପାଇଁ...

କ୍ରିତି ସାନନ କରୋନା ପଜିଟିଭ

ମୁମ୍ବାଇ: ନିକଟରେ ଶୁଣିବାକୁ ମିଳିଥିଲା କି ‘ଯୁଗ ଯୁଗ ଜିୟୋ’ ଫେମ ବରୁନ ଧୱନ ଓ ନିତୁ କପୁର କରୋନରେ ପୀଡ଼ିତ ହୋଇଛନ୍ତି । ଏବେ...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌!

ମୁମ୍ବାଇ: ପ୍ରଥମଥର ପାଇଁ ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ଯାଞ୍ଚ ପାଇଁ ସିବିଆଇ ତଦନ୍ତ ଦାବି କରିଛନ୍ତି। ଠିକ୍‌ ଏହି ସମୟରେ ରିୟାଙ୍କ...

ବ୍ରେକ୍‌ଅପ୍‌ ଗୁଜବ ପରେ ପୁଣିଥରେ ଏମିତି ପୋଷ୍ଟ କଲେ ମଲାଇକା, ଫଟୋ ଦେଖିଲେ…

ବଲିଉଡ଼୍‌ ଅଭିନେତା ଅର୍ଜୁନ କପୁର ଏବଂ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ମଲାଇକା ଆରୋରାଙ୍କ ବ୍ରେକଅପ୍‌ ଖବର ଆସିବା ପରେ ସେମାନେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏହି ଖବର...

ଗାନ୍ଧୀ ଡକ୍ୟୁମେଣ୍ଟାରି ପୁରସ୍କୃତ

ମହାତ୍ମା ଗାନ୍ଧୀଙ୍କ ଉପରେ ନିର୍ମିତ ଡକ୍ୟୁମେଣ୍ଟାରି ‘ଅହିଂସା ଗାନ୍ଧୀ: ଦି ପାଓ୍ବାର ଅଫ୍‌ ଦି ପାଓ୍ବାର ଲେସ୍‌’ ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲରେ ସର୍ବଶ୍ରେଷ୍ଠ ଡକ୍ୟୁମେଣ୍ଟାରି...

ଜୁଆ ଖେଳି ଗିରଫ ହେଲେ ଏହି ଲୋକପ୍ରିୟ ଅଭିନେତା

ଲୋକପ୍ରିୟ ତାମିଲ ଅଭିନେତା ଶାମଙ୍କୁ ତାମିଲନାଡୁର ରାଜଧାନୀ ଚେନ୍ନାଇର ଅପସ୍କେଲ ନନ୍‌ଗମ୍ବାକମ୍‌ ସ୍ଥିତ ଆପାର୍ଟମେଣ୍ଟରୁ ଜୁଆ ଖେଳିବା ଅଭିଯୋଗରେ ପୋଲିସ ଗିରଫ କରିଛି। ଶାମଙ୍କ ସହ...

Advertisement
Archives

Model This Week