ଅଧିକ ସମୟ ଟିଭି ଦେଖୁଛନ୍ତି କି? ହୋଇପାରେ ଏହି ପ୍ରାଣଘାତୀ ରୋଗ

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସତ। ଯଦି ଆପଣ ଟିଭି ପ୍ରେମୀ ହୋଇଥାନ୍ତି, ତେବେ ଏବେଠୁ ସାବଧାନ ହୋଇଯାନ୍ତୁ। ଏକ ସଦ୍ୟ ଗବେଷଣାରୁ ଜଣାପଡ଼ିଛି, ଯଦି ଆପଣ ଦୀର୍ଘ ସମୟ ଧରି ଟିଭି ଦେଖୁଥାନ୍ତି କିମ୍ବା କମ୍ପ୍ୟୁଟର୍‌ ଏବଂ ମୋବାଇଲ୍‌ ସ୍କ୍ରିନ୍‌ରେ ସମୟ ବ୍ୟତୀତ କରୁଥାନ୍ତି, ତେବେ ଆପଣଙ୍କୁ ପାକସ୍ଥଳୀ କ୍ୟାନସର୍‌ ହେବାର ସମ୍ଭାବନା ରହିଛି। ହାଭାର୍ଡ ମେଡିକାଲ୍‌ ସ୍କୁଲ୍‌ ଏବଂ ମାସାଚୁସେଟ୍ସ ଜର୍ଣ୍ଣାଲ୍‌ ହସ୍ପିଟାଲ୍‌ରେ କରାଯାଇଥିବା ଗବେଷଣାରେ କୁହଯାଇଛି, ଯଦି କୌଣସି ବ୍ୟକ୍ତି ଦିନକରେ ଦୁଇଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସିରହି ଟିଭି ଦେଖୁଥାନ୍ତି, ତେବେ ତାଙ୍କୁ ପାକସ୍ଥଳୀ କ୍ୟାନସର୍‌ ହେବାର ସମ୍ଭାବନା ୭୦ ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଯାଏ। ଏହି ଗବେଷଣା ଜେଏନ୍‌ସିଆଇ କ୍ୟାନସର୍‌ ସ୍ପେକ୍ଟ୍ରମ୍‌ ପତ୍ରିକାରେ ପ୍ରକାଶିତ ହୋଇଛି। ଗବେଷଣା ମୁତାବକ, ଯେଉଁମାନଙ୍କ ବୟସ ୫୦ରୁ କମ୍‌ ସେମାନଙ୍କର ଅନିୟମିତ ଜୀବନଶୈଳୀ କ୍ୟାନସର୍‌ କାରଣ ହୋଇପାରେ। ଏହି କ୍ୟାନସର୍‌ ପାଇଁ ସାମାନ୍ୟ ଭାବେ ‘ପାକସ୍ଥଳୀ କ୍ୟାନସର୍‌’ କିମ୍ବା ‘ବୋୱେଲ୍‌ କ୍ୟାନସର୍‌’ ଶବ୍ଦ ପ୍ରୟୋଗ କରାଯାଏ। ଯଦି ପ୍ରାରମ୍ଭିକୁ ସୋପାନରେ ଏହାର ଚିହ୍ନଟ କରାଯାଇ ଚିକିତ୍ସା କରାଯାଏ, ତେବେ ରୋଗ ଆରୋଗ୍ୟସାଧ୍ୟ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କିଛି ଅଭ୍ୟାସ ବଦଳାଇ ବଞ୍ଚାନ୍ତୁ ଟଙ୍କା

ଆପଣ ଜାଣନ୍ତି କି ଆପଣ ଜାଣିଶୁଣି ହେଉ ଅବା ଅଜଣାତରେ ପ୍ରତ୍ୟେକ ମାସରେ ଖାଦ୍ୟ ସାମଗ୍ରୀର ୩୦ ପ୍ରତିଶତ ନଷ୍ଟ କରନ୍ତି। ଏହା କେବଳ ଆପଣଙ୍କ...

କାର୍ଯ୍ୟଦକ୍ଷତା ବଢ଼ାଏ ପଢ଼ାପଢ଼ି

କାର୍ଯ୍ୟଦକ୍ଷତା ବଢ଼ାଇବାର ଏକ ସହଜ ତଥା ସରଳ ଉପାୟ ହାତ ପାଆନ୍ତାରେ ରହିଛି। ଯଦି ଜଣେ ବ୍ୟକ୍ତି ତାଙ୍କର ମନ ପସନ୍ଦର ବହି ପଢ଼ାପଢ଼ି କରନ୍ତି...

କରୋନା ଲଢେଇରେ ଆମେରିକା ନେଲା ବଡ ପଦକ୍ଷେପ, ଟିକାର ବୁଷ୍ଟର ଡୋଜକୁ ମିଳିଲା ମଞ୍ଜୁରୀ

ୱାଶିଂଟନ,୨୦ ।୧୧: ବୟସ୍କ ବା ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ଆମେରିକା କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜକୁ ମଞ୍ଜୁରୀ ପ୍ରଦାନ କରିଛି ।...

ବ୍ରେନ୍‌ ଷ୍ଟ୍ରୋକ କମ୍‌କରେ ଫଳ, ତାଜା ପରିବା

ସତେଜ ପରିବା ଓ ଫଳ ନିୟମିତ ଖାଇବା ଦ୍ୱାରା ଏହା ବ୍ରେନ୍‌ ଷ୍ଟ୍ରୋକରୁ ମୁକ୍ତି ଦେଇଥାଏ। ନିକଟରେ ୟୁରୋପୀୟ ହାର୍ଟ ଜର୍ନାଲରେ ପ୍ରକାଶିତ ଏକ ଗବେଷଣାରୁ...

ଚିନ୍ତାରେ ପାକିସ୍ତାନ: ଗୁଜରାଟ ସୀମାରେ ମୁତୟନ କଲା ଏସ୍‌ଏସ୍‌ଜି କମାଣ୍ଡୋ

ଇସଲାମାବାଦ/ନୂଆଦିଲ୍ଲୀ,୨୨।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ଅଡୁଆରେ ପଡିଥିବା ପାକିସ୍ତାନ ଥରକୁ ଥର ଭାରତ ବିରୋଧରେ କିଛି ନା କିଛି ପଦକ୍ଷେପ ନେଇ ଆସୁଛି...

ଆଖିରେ ଲୁହ-ମନରେ କୋହ, ଜୀବନ ଭୟରେ ଆତଙ୍କିତ ଲୋକେ…

କ୍ୱିଭ୍‌,୨୪।୨ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। କ୍ୱିିଭ୍‌, ଡୋନବାସ ଖାର୍କି, ଓଡେସା ସମେତ ବହୁ ଅଞ୍ଚଳରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି।...

ମଧୁମେହ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ଆମ୍ବପତ୍ର

ଆମ୍ବ ପତ୍ରରେ ଭିଟାମିନ୍‌ ‘ସି’, ‘ବି’ ଏବଂ ‘ଏ’ ପ୍ରଚୁର ମାତ୍ରାରେ ଥାଏ। ଏହାଛଡ଼ା ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରପୂର୍‌ ଥାଏ। ଜାଣନ୍ତି, ଏହି ଆମ୍ବପତ୍ରକୁ ମଧୁମେହ...

ଇମ୍ରାନଙ୍କ ରାସ୍ତାରେ ଚାଲୁଛନ୍ତି ଶହବାଜ ସରକାର, ରୁଷିଆଠାରୁ ପାକିସ୍ତାନ କିଣିବ ଶସ୍ତା ତେଲ

ଇସଲାମାବାଦ,୬ ।୧୨: ପାକିସ୍ତାନର ଶହବାଜ ଶରିଫ ସରକାର ପେଟ୍ରୋଲ, ଡିଜେଲ ଏବଂ ଅଶୋଧିତ ତୈଳ ରିହାତି ମୂଲ୍ୟରେ କିଣିବା ପାଇଁ ଚୁକ୍ତି କରି ସାରିଛି ।...

Advertisement
Archives

Model This Week