ଅଣ୍ଡା, କୁକୁଡା ମାଂସ ଖାଇବା ନିରାପଦ: ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ

ଭୁବନେଶ୍ୱର,୩ା୬(ବ୍ୟୁରୋ)-ଚିକେନ ଓ ଅଣ୍ଡା ଖାଇବା ଦ୍ୱାରା କରୋନାଠୁ ଅଧିକ ଭୟଙ୍କର ରୋଗ ବ୍ୟାପିବା ନେଇ ଚାଲିଥିବା ଚର୍ଚ୍ଚା ଏକ ପ୍ରକାର ଗୁଜବ। ଏ ନେଇ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅଣ୍ଡା ଓ ଚିକେନ ଖାଇବା ସମ୍ପୂର୍ଣ୍ଣ ନିରାପଦ ବୋଲି ରାଜ୍ୟ ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କିମ୍ବା ବିଶ୍ୱ ପ୍ରାଣୀ ସ୍ବାସ୍ଥ୍ୟ ସଙ୍ଗଠନ ଦ୍ୱାରା ଅଣ୍ଡା ଓ ଚିକେନ ଖାଇବାକୁ ନେଇ କୌଣସି ତଥ୍ୟ ଜାରି କରାଯାଇ ନାହିଁ। କୁକୁଡା ମାଂସ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ଭୂତାଣୁ କିମ୍ବା ଅନ୍ୟ କୌଣସି ରୋଗ ସଂକ୍ରମଣର ବୈଜ୍ଞାନିକ ପ୍ରମାଣ ମିଳିନାହିଁ। ତେଣୁ ଅଣ୍ଡା ଓ କୁକୁଡା ମାଂସକୁ ଭଲ ଭାବେ ସିଝାଇ ଖାଇବା ଉଚିତ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ

ବାସୁଦେବପୁର,୨୮ା୧୨(ଡି.ଏନ.ଏ.) ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ସୁଗୋ ଓ ପଦ୍ମପୁର ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସୋମବାର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ସମୀକ୍ଷା କରିଛନ୍ତି।...

ମହୁଲି କିଣିବାକୁ ନେଇ ଭରତପୁରରେ ଗୋଷ୍ଠୀ ସଂଘର୍ଷ: ୮ ଆହତ

ଭୁବନେଶ୍ୱର,୭।୬(ବ୍ୟୁରୋ): ମହୁଲି କିଣିବାକୁ ନେଇ ରାଜଧାନୀର ଖଣ୍ଡଗିରି ଥାନା ଭରତପୁର ବସ୍ତିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଦୁଇ ଗୋଷ୍ଠୀ ପରସ୍ପର ଟେକା ପଥର ମାଡ...

କରୋନା ଗ୍ରାଫ ଉପର ମୁହାଁ: ଆସିନି ନୂଆ ଭାରିଆଣ୍ଟ

ଭୁବନେଶ୍ୱର,୧୮।୬(ବ୍ୟୁରୋ): କରୋନା ଗ୍ରାଫ ଉପର ମୁହାଁ ହେଉଛି। ଭୁବନେଶ୍ୱର ଓ ଖୋର୍ଦ୍ଧାରେ ପଜିଟିଭ୍‌ ସଂଖ୍ୟା ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଲୋକଙ୍କୁ ସଚେତନ ହେବାର ଆବଶ୍ୟକତା...

ନାବାଳିକା ବଳାତ୍କାରୀଙ୍କୁ ୬ବର୍ଷ କାରାଦଣ୍ଡ

ବାରିପଦା ଅଫିସ,୨୯ା୯: ମୟୂରଭଞ୍ଜ ଜିଲା ବାରିପଦା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ଏକ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଜଜ୍‌ ମହେନ୍ଦ୍ର କୁମାର ସୂତ୍ରଧର...

ଦିନକୁ ଘଣ୍ଟାଏ ଖୋଲିବ କୋର୍ଟ

କଟକ ଅଫିସ୍‌,୧୭ା୪: ଆସନ୍ତା ୨୦ ତାରିଖରୁ ସକାଳୁଆ କୋର୍ଟ ଚାଲିବ। କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ତରଫରୁ ନିମ୍ନ ଅଦାଲତଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।...

ହଜିଯିବ ୧୬ ଐତିହ୍ୟ ମଠ ସମାଧି

ଭୁବନେଶ୍ୱର,୨୦ା୬: ଐତିହ୍ୟର ଗନ୍ତାଘର ଓଡ଼ିଶା। ଉତ୍କଳୀୟ ଐତିହ୍ୟ ଓ ନିର୍ମାଣଶୈଳୀରେ ଥିବା ସ୍ବତନ୍ତ୍ରତା ସାରା ବିଶ୍ୱରେ ଅନନ୍ୟ। ମାତ୍ର ସମୟକ୍ରମେ ବହୁ ପ୍ରାଚୀନ ଐତିହ୍ୟ ନଷ୍ଟ...

୬ରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୧।୧(ବ୍ୟୁରୋ): ଗତ ଦୁଇ ମାସ ମଧ୍ୟରେ ରାଜ୍ୟରେ ପ୍ରଥମ ଥର ଲାଗି ଶନିବାର କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ପାଣିପାଗ ବିଭାଗ...

ମା’ ସମଲେଶ୍ୱରୀଙ୍କ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ

ସମ୍ବଲପୁର,୧।୬(ବ୍ୟୁରୋ): ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି। ପୂଜକମାନଙ୍କ ସହମତିରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାରଠାରୁ...

Advertisement
Archives

Model This Week