Posted inଖେଳ

ଅଡି ପାଗଳ କୋହଲି

ବିଳାସପୂର୍ଣ୍ଣ କାର ପ୍ରେମରେ ଭାରତୀୟ କ୍ରିକେଟରଙ୍କ ପଡ଼ିବା କିଛି ନୂଆ ଖବର ନୁହେଁ। କିନ୍ତୁ ଅଧିନାୟକ ବିରାଟ କୋହଲି ଅଡି କାର ପାଇଁ ପାଗଳ ପ୍ରାୟ। କିନ୍ତୁ ଅଧିନାୟକ ବିରାଟ କୋହଲି ଅଡି କାର ପାଇଁ ପାଗଳ ପ୍ରାୟ। ତାଙ୍କ ଗ୍ୟାରେଜରେ ମୋଟ ୯ଟି କାର ରହିଛି। ଏଥିରୁ ୬ଟି ଅଡି କାର। ସେଗୁଡ଼ିକ ହେଲା ଅଡି ଆର୮ ଏଲଏମ୍‌ଏକ୍ସ, ଅଡି ଏ୮ ଏଲଡବ୍ଲ୍ୟୁ ୧୨, ଅଡି ଆର ୮ଭି୧୦ ପ୍ଲସ, ଅଡି କ୍ୱି ୭, ଅଡି ଏସ୍‌ ୬ ଓ ଅଡି ଏସ୍‌ ୫। ଏଥିରୁ ଅଡି ପ୍ରତି ଥିବା କୋହଲିଙ୍କ ପ୍ରେମ ବାରି ହୋଇପଡ଼ୁଛି। ତେବେ ତାଙ୍କର ସବୁଠୁ ପ୍ରିୟ କାର ହେଉଛି ଅଡି ଆର୮ ଏଲଏମ୍‌ଏକ୍ସ। ଏହି ବ୍ରାଣ୍ଡ କାର ଖୁବ କମ୍‌ ସଂଖ୍ୟାରେ ନିର୍ମାଣ ହୋଇଛି। ଏଥିରେ ରହିଛି ସବୁ ଲ୍ୟାଟେଷ୍ଟ ଫିଚର। ଏହାର ଇଞ୍ଜିନ ସହ ଜଡ଼ିତ ଅଛି ୭ ସ୍ପିଡ୍‌ ଏସ୍‌ ଟ୍ରନିକ ଗିଅର ବକ୍ସ, ଯାହା ଗାଡ଼ିକୁ ଅତ୍ୟଧିକ ଗତି ପ୍ରଦାନ କରେ। ତାଙ୍କ ପାଖରେ ଲାଣ୍ଡ ରୋଭର ରେଞ୍ଜ ରୋଭର ଭୋଗ, ଟୋୟୋଟା ଫର୍ଚୁନର ଓ ରେନଲ୍ଟ ଡଷ୍ଟର କାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିସିସିଆଇର ଚିନ୍ତା ବଢିଲା

ନୂଆଦିଲ୍ଲୀ,୧୬।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ଭବନରେ ତାଲିବାନ ପତାକା ଉତ୍ତୋଳନ କରିବା ପରେ ରାଷ୍ଟ୍ରପତି ଅଶରଫ ଘନି ତାଙ୍କ ଇସ୍ତଫା ଘୋଷଣା...

ଘରୋଇ ପଡ଼ିଆରେ ହାଇଦ୍ରାବାଦକୁ ଭେଟିବ ଚେନ୍ନାଇ

ଚେନ୍ନାଇ,୨୧।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସେ୍‌କେ) ଚଳିତ ଆଇପିଏଲ୍‌ରେ ଶୁକ୍ରବାର ଏମ୍‌ଏ ଚିନାମ୍ବରମ ଷ୍ଟାଡିୟମରେ ସନ୍‌ରାଇଜର୍ସ ହାଇଦ୍ରାବାଦ(ଏସ୍‌ଆର୍‌ଏଚ୍‌) ବିପକ୍ଷରେ ଖେଳିବ। ନିକଟରେ ରାଜସ୍ଥାନ ରୟାଲ୍ସଠୁ କଡା...

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା ଏଫ୍‌ସିରେ ସାହିଲ, ସେବାଷ୍ଟିଆନ

ଭୁବନେଶ୍ୱର,୧୫।୫ (ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଅଷ୍ଟମ ସଂସ୍କରଣ ଆରମ୍ଭ ହେବା ପୂର୍ବରୁ ଓଡ଼ିଶା ଏଫ୍‌ସି ଦୁଇ ତାରକା ଖେଳାଳିଙ୍କୁ ଦଳରେ ସାମିଲ...

୪ ସ୍ଥାନରେ ସ୍ବତନ୍ତ୍ର କ୍ରୀଡ଼ା ବିଦ୍ୟାଳୟ

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରାଯିବା ଉପରେ ସ୍ବତନ୍ତ୍ର ଗୁରୁତ୍ୱ ଦିଆଯାଉଛି। କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ରାଜ୍ୟର ୪ଟି...

ୟୁଏଇରେ ଟି୨୦ ବିଶ୍ୱକପ ହେବା ସ୍ପଷ୍ଟ

ନୂଆଦିଲ୍ଲୀ, ୨୯ା୬ (ପି.ଟି.): ଭାରତରେ ହେବାକୁଥିବା ଟି୨୦ ବିଶ୍ୱକପ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ସ୍ଥାନାନ୍ତର ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି...

ଟି୨୦ ଭଳି ଆଇସିସି ଦିନିକିଆ ଦଳରେ ମଧ୍ୟ ଭାରତୀୟଙ୍କ ପାଇଁ ସ୍ଥାନ ନାହିଁ

ଦୁବାଇ,୨୦।୧: ଆଇସିସି ପୁରୁଷ ଟି୨୦ ଭଳି ବର୍ଷର ଦିନିକିଆ ଦଳରେ ମଧ୍ୟ କୌଣସି ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। କେବଳ ଭାରତୀୟ ଖେଳାଳିଙ୍କୁ ଏହି ଦଳରେ...

ଜାତୀୟ ଦଳରୁ ଆସିଲା ଡାକରା

ଚେନ୍ନାଇ,୩୦।୧: ଆସନ୍ତା ୭ ତାରିଖରୁ ଅହମ୍ମଦାବାଦଠାରୁ ଆରମ୍ଭ ହେବାକୁ ଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର ସିରିଜ୍‌ ଲାଗି ଭାରତୀୟ ଦଳରେ ଦୁଇ ଖେଳାଳିଙ୍କୁ ସାମିଲ...

ଅଷ୍ଟ୍ରେଲିଆର ଟାଇଟଲ ଅଭିଯାନ ଶେଷ

ଭୁବନେଶ୍ୱର, ୨୮।୧(କ୍ରୀଡ଼ା ପ୍ରତିନିଧି): ବିଶ୍ୱର ନମ୍ବରୱାନ ଦଳ ଅଷ୍ଟ୍ରେଲିଆର ବିଶ୍ୱକପ୍‌ ଟାଇଟଲ ଅଭିଯାନ ସେମିଫାଇନାଲରୁ ଶେଷ ହୋଇଛି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ...

Advertisement
Archives

Model This Week