ଅଟୋ-ବାଇକ ମୁହଁାମୁହିଁ, ଜଣେ ମୃତ

ବାଲିଗୁଡା/ତୁମୁଡିବନ୍ଧ,୨୯ା୫(ଡି.ଏନ୍‌.ଏ.)- ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ବ୍ଲକ ଡ଼ଡ଼ଙ୍ଗ ନିକଟ ଏନ୍‌ଏଚ୍‌.୫୯ରେ ଅଟୋ-ବାଇକ ମୁହଁାମୁହିଁ ଧକ୍କା ହେବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲିଗୁଡା ବ୍ଲକ ବାରଖମା ଗ୍ରାମର ଦୀନବନ୍ଧୁ ପାତ୍ର।
ଦୀନବନ୍ଧୁ ଏକ ବାଇକ ଯୋଗେ ଜଲେଶପଟ୍ଟା ସ୍ଥିତ ଭାଇ ଘରକୁ ଶୀତଳଷଷ୍ଠୀ ଯାତ୍ରା ଦେଖିବାକୁ ଯାଉଥିବାବେଳେ ଅଟୋ (ନଂ.ଓଡି୧୨ସି-୬୯୫୭) ସହ ମୁହଁାମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୀନବନ୍ଧୁଙ୍କ ମୃତ୍ୟୁ ହୋଇଥିଲା। ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବାଶଙ୍କର ସରାଫ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାବିତ୍ରୀ ବ୍ରତରେ ଜୀବନ ହାରିଲେ ମହିଳା

ସଇଁନ୍ତଳା,୩୦।୫(ଡି.ଏନ୍‌.ଏ.): ସ୍ବାମୀଙ୍କ ଦୀର୍ଘାୟୁ କାମନାକରି ସୋମବାର ବିବାହିତା ମହିଳା ଧୁମଧାମରେ ସାବିତ୍ରୀ ବ୍ରତ ପାଳନ କରୁଛନ୍ତି l ଏନେଇ ଗାଁଠୁ ସହର ବେଶ୍‌ ଉତ୍ସବ ମୁଖର...

କୋଶଲୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ନ ମିଳିଲେ ଆନ୍ଦୋଳନ

ବଲାଙ୍ଗୀର ଅଫିସ,୨୧।୨: କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ ବଲାଙ୍ଗୀର ସାମ୍ବାଦିକ ଭବନରେ ସୋମବାର ବିଶ୍ବ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ....

ଦୀପାବଳିରେ ଦୁର୍ଘଟଣା: ବାଣ ଫୁଟା ନେଲା ୨ ଜଣଙ୍କ ଜୀବନ

ଖଲ୍ଲିକୋଟ,୨୮ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଶ୍ୟାମସୁନ୍ଦରପୁର ଗଁା ଦଳିତ ସାହିରେ ଦୀପାବଳି ରାତିରେ ଏକ ଦୁର୍ଘଟଣା ଘଟିଛି। ବାଣ ଫୁଟାଉଥିବା ବେଳେ ୨ ଜଣଙ୍କ ମୃତ୍ୟୁ...

ଗଜପତିରୁ ୪ ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୧୪ା୧୧(ଡି.ଏନ୍‌.ଏ.): ଗଜପତିରେ ପୁଣି ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପାରଳା ପୌର ପରିଷଦରୁ ୩ ଜଣ, ଗୋଷାଣିରୁ ଜଣେ ଆକ୍ରାନ୍ତ ହୋଇଥିବା ଗଜପତି ଜିଲାପାଳ...

ପଞ୍ଚାୟତ ଅଫିସରେ ତାଲା ପକାଇଲେ ଗ୍ରାମବାସୀ

ବରପାଲି,୩୦।୫(ଡି.ଏନ୍‌.ଏ .): ଗରିବଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି ହେଲେ କେତେକ ମୁନଫାଖୋର ସରକାରୀ କର୍ମଚାରୀଙ୍କ ପାଇଁ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି...

ବାଲ୍ୟବିବାହ ରୋକିଲା ପୋଲିସ

ଖୋର୍ଦ୍ଧା ଅଫିସ,୨୯। ୧୦: ଖୋର୍ଦ୍ଧା ସହର ଉପକଣ୍ଠ ଲୋକେଶ୍ୱର ମନ୍ଦିରରେ ପୋଲିସ ଏବଂ ଚାଇଲ୍ଡ ଲାଇନ ମିଳିତ ଭାବେ ଏକ ବାଲ୍ୟବିବାହକୁ ବୁଧବାର ବନ୍ଦ କରିଛନ୍ତି।...

ଏସ୍‌ସିବି ପବ୍ଲିକ ସ୍କୁଲରେ ତାଲା

କଟକ ଅଫିସ,୩।୧୨:ଏସ୍‌ସିବି ସମ୍ପ୍ରସାରଣ ପ୍ରକଳ୍ପ ଲାଗି ଏସ୍‌ସିବି ପବ୍ଲିକ ସ୍କୁଲ ବନ୍ଦ ହେବ। ଏହି ସ୍କୁଲରେ ପଢୁଥିବା ସମସ୍ତ ଛାତ୍ରୀଛାତ୍ରଙ୍କୁ ଡିଏଭି ସ୍କୁଲକୁ ସ୍ଥାନାନ୍ତର କରାଯିବ।...

୨ କନଷ୍ଟେବଳ ନିଲମ୍ବିତ

ବାରିପଦା ଅଫିସ, ୮ା୧୦- ମୟୂରଭଞ୍ଜ ଜିଲା ବଡ଼ସାହି ଥାନାର ଦୁଇ ନିଶାଗ୍ରସ୍ତ କନଷ୍ଟେବଳଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ଏସ୍‌ପି ପରମାର...

Advertisement
Archives

Model This Week