ଅଙ୍ଗନୱାଡି କେନ୍ଦ୍ର ଆଘେ ଖୁଲା ଟ୍ରାନ୍ସଫର୍ମର

ତୁଣ୍ଡଲା, ୨୯।୭ (ଡି.ଏନ୍‌.ଏ.):  କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବେଲଖଣ୍ଡି ଗୌନ୍ତିଆପଡ଼ାରେ ଥିବାର ଅଙ୍ଗନଓ୍ବାଡି କେନ୍ଦ୍ର ଆଘେ ବିପଦ୍‌ ଅବସ୍‌ତାରେ ଗୁଟେ ବିଦ୍ୟୁତ ଟ୍ରାନ୍ସଫର୍ମର ରହିଛେ। ଯେନ୍‌ଥିରଲାଗି ଅଙ୍ଗନଓ୍ବାଡିରେ ପାଠ୍‌ପଢ଼ୁଥିବାର ଛୋଟ ଛୋଟ ଛୁଆକର ଜୀବନ୍‌ ପରତି ବିପଦ ସୁରୁଷ୍‌ଟି କରୁଥିବାର ଗଁାବାସୀ ଅଭିଯୋଗ କରିଛନ୍‌। କେନ୍ଦ୍ରଠାନୁ ୧୦ ମିଟର ଦୂରେ ଖୁଲାରେ ଇ ଟ୍ରାନ୍ସଫର୍ମର ରହିଛେ। ସେନ୍‌ତା ଅଙ୍ଗନଓ୍ବାଡିର ଚାରହିକୁତି ବି ବାଡ଼ା ନଁାଇଁନ। ଯେନ୍‌ଥିରଲାଗି କେନ୍ଦ୍ରକେ ଆସୁଥିବାର ୩ରୁ ୬ ବରଷର ପିଲାକର ଜୀବନ୍‌ ଉପରେ ବିପଦ ରହିଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଥାନୀୟ ବିଦ୍ୟୁତ୍‌ ବିଭାଗର ଯନ୍ତ୍ରୀକୁଁ ପଚରାଲାରୁ ଠାନ୍‌ଟା ଦେଖିକରି ମୁଇଁ ପଦକ୍ଷେପ ନେମି ବଲି ସେ କହିଥିଲେ। ହେଲେ ଇ ଟ୍ରାନ୍ସଫର୍ମରର ଚାରହିକୁତି ଯେତେ ଜଲଦି ହେବା ବାଡ଼ା ଦେବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନ ସେଣ୍ଟରରେ କୋଲକାତା ଫେରନ୍ତାଙ୍କ ଜୀବନ ଗଲା

ଭଦ୍ରକ ଅଫିସ, ୧୦।୬: ଭଦ୍ରକ ଜିଲା ଭଦ୍ରକ ବ୍ଲକ କୋର୍କୋରା ଗ୍ରାମ କ୍ୱାରାଣ୍ଟାଇନ ସେଣ୍ଟରରେ ବୁଧବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ...

କାଜୁ ଜଙ୍ଗଲରୁ ମୋରମ ଚାଲାଣ

କଳିଙ୍ଗନଗର,୧୮ା୧୦(ଡି.ଏନ.ଏ.): ଯାଜପୁର ଜିଲା ଦାନଗଦି ତହସିଲ ମାନତୀରା ରାଜସ୍ବ ସର୍କଲ ଅଞ୍ଚଳର ଏକ କାଜୁ ଜଙ୍ଗଲରୁ ଗତ ଏକ ସପ୍ତାହ ଧରି ମୋରମ ଚାଲାଣ ଜାରି...

ନିଆରା ବ୍ୟକ୍ତିତ୍ୱ ପଦ୍ମଲୋଚନ: କଳା, ସଂସ୍କୃତିର ପ୍ରଚାରକରୁ ସେବକ

ସିମୁଳିଆ, ୨୦ା୪(ସନ୍ତୋଷ କୁମାର ନାୟକ)-ଦାସକାଠିଆ ବଜାଇ ଲୋକଙ୍କ ମନୋରଞ୍ଜନ କରୁଥିବା ପଦ୍ମଲୋଚନ ଏଯାଏ ଏହି କଳାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ ଚଳାଇଛନ୍ତି। ଜରି ଲଗା...

ସହରରେ ସୀମିତ ବରିଷ୍ଠ ନାଗରିକ ସୁରକ୍ଷା ସେଲ୍‌: ଗ୍ରାମାଞ୍ଚଳ ଥାନା ଇଲାକାରେ ହୋଇନି କାର୍ଯ୍ୟକ୍ଷମ

ବ୍ରହ୍ମପୁର ଅଫିସ,୩ା୭-ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ଥାନାରେ ବରିଷ୍ଠ ନାଗରିକ ସେଲ ଗଠନ କରାଯାଇଛି। ଏକୁଟିଆ ରହୁଥିବା...

‘ଉପୁଜୁଥିବା ସମସ୍ୟା ଦୂର ହେବ’

ସମ୍ବଲପୁର,୨୬।୧୦(ବ୍ୟୁରୋ):  ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍‌ଓୟୁ)ର ନୂତନ କୋଠା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଡିସେମ୍ବର ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇ ଜାନୁୟାରୀ ମାସରେ...

ହଷ୍ଟେଲରୁ ଛାତ୍ରୀ ନିଖୋଜ

ପୁରୀ ଅଫିସ,୧୬।୧୨: ଦତ୍ତତୋଟାସ୍ଥିତ ଏକ ଘରୋଇ ହଷ୍ଟେଲରୁ ସରକାରୀ ମହିଳା ମହାବିଦ୍ୟାଳୟର ଜଣେ ଯୁକ୍ତ୨ ଛାତ୍ରୀ ନିଖୋଜ ଥିବା ନେଇ କୁମ୍ଭାରପଡା ଥାନାରେ ରବିବାର ତାଙ୍କ...

୮୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ,୨୭ା୮: ବାଲେଶ୍ୱର ଜିଲାର ଜଳେଶ୍ବରରେ ପୁଣି ଧଳା ଜହର କାରବାରରେ ଏସ୍‌ଟିଏଫ୍‌ ଟିମ ଜଣକୁ ଗିରଫ କରିବା ସହିତ ୮୦୦ ଗ୍ରାମ ବ୍ରାଉନ ସୁଗାର...

ଅନ୍ୟକୁ ରୋଜଗାର ଦେଇଛନ୍ତି ବନିତା

ଏମ୍‌ଭି୭୯,୬ା୧୨(ଡି.ଏନ.ଏ.): ଇଚ୍ଛା ଓ ଆଗ୍ରହ ଥିଲେ ଜଣେ ଯେକୌଣସି ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରେ। ତା’ର ସଫଳତାକୁ କୌଣସି ପ୍ରତିବନ୍ଧକ ରୋକିପାରେ ନାହିଁ। ମାଲକାନଗିରି ଜିଲା...

Advertisement
Archives

Model This Week