ଅଗ୍ନିକାଣ୍ଡରେ ୬ ବଖରା ଭସ୍ମୀଭୂତ

ବାଲିକୁଦା, ୨୯।୨ (ସ୍ବ.ପ୍ର.): ବାଲିକୁଦା ତହସିଲ ଅଧୀନ ଗରାମ ଗ୍ରାମରେ ଶୁକ୍ରବାର ସଂଧ୍ୟାରେ ଅଗ୍ନିକାଣ୍ଡ ଘଟି ପ୍ରଶାନ୍ତ ସାସମଲଙ୍କ ଗୋଟିଏ ଗୁହାଳ ସମେତ ୬ ବଖରା ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଘରର ସମସ୍ତ ଆସବାବପତ୍ର ଜଳି ଯାଇଥିବା ବେଳେ ଗ୍ରୋସରୀ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଛି। ଅଗ୍ନିକାଣ୍ଡର କାରଣ ଜଣା ପଡ଼ି ନଥିବା ବେଳେ ବିଦ୍ୟୁତ୍‌ ଶର୍ଟ ସର୍କିଟରୁ ନିଆଁ ଲାଗି ଯାଇଥିବା ଅନୁମାନ କରାଯାଉଛି। ସନ୍ଧ୍ୟାରେ ପ୍ରଶାନ୍ତଙ୍କ ଦୋକାନରେ ଭିଡ଼ ଲାଗିଥିବା ବେଳେ ତାଙ୍କ ଘରେ ନିଆଁ ଲାଗି ଯାଇଥିବା ଜଣପଡ଼ିଥିଲା। ଚାହୁଁ ଚାହୁଁ ନିଅଁା ସବୁ ଆଡ଼କୁ ମାଡ଼ି ଯାଇ ୬ ବଖରା ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଘରୁ କୌଣସି ସାମଗ୍ରୀ ଉଦ୍ଧାର କରାଯାଇପାରି ନ ଥିବା ବେଳେ ନିକଟରେ ଥିବା ଗୁହାଳ ଘରେ ମଧ୍ୟ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ଗଁା ଲୋକେ ନିଅଁାକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନଥିଲା। ଖବରପାଇ ବାଲିକୁଦାର ୨ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ ପାଳନ

କର୍ଲାମୁଣ୍ଡା,୧୨।୧୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଶାନ୍ତି ପୂର୍ଣ୍ଣ ଭାବେ ଛଅ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା।...

ଲଗାଣବର୍ଷା ଆଣିଲା ଦୁଃଖ: ୭୫୦ ହେକ୍ଟର ଚାଷ ଜମି ଜଳମଗ୍ନ

ଢେଙ୍କାନାଳ ଅଫିସ, ୨୬।୧୦ – ଲଘୁଚାପଜନିତ ଲଗାଣ ବର୍ଷା ଢେଙ୍କାନାଳ ଜିଲାର ଚାଷୀଙ୍କ ପାଇଁ ଦାରୁଣ ଦୁଃଖ ଆଣିଛି। ଧାନ ବାହାରିବା ସମୟରେ ଜଳମଗ୍ନ ହୋଇପଡ଼ିଛି...

ଖରସ୍ରୋତା ବଞ୍ଚାଅ ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ଟେକିନେଲା ପୋଲିସ

ଆଳି,୧୦।୮(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହାଠାରେ ଖରସ୍ରୋତା ନଦୀ ବଞ୍ଚାଅ ଆନ୍ଦୋଳନସ୍ଥଳରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି। ପ୍ରଶାସନର ସିଆରପିସି ଧାରା ୧୪୪କୁ ଅମାନ୍ୟ...

କାଳବୈଶାଖୀର ତାଣ୍ଡବରେ ଗଛଭାଙ୍ଗି ରାସ୍ତା ଅବରୋଧ : ବିଧାୟକ ଅଗ୍ନିଶମ କର୍ମଚାରୀଙ୍କୁ ଡକାଇ କଲେ ସଫା

ପାଟଣା,୨।୬(ସ୍ବ.ପ୍ର.): କାଳବୈଶାଖୀ ତାଣ୍ଡବରେ ସୋମବାର ଅପରାହ୍ନରେ କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ବହୁ କ୍ଷତି ଘଟିଛି। ଏଠାରେ ଘଡ଼ଘଡ଼ି ସାଙ୍ଗୁ ବର୍ଷା ପବନରେ ବଡ଼ ବଡ଼...

ଗଞ୍ଜାମ ଜିଲାର ନୂତନ ଡିଆଇପିଆର୍‌ଓଙ୍କ ଦାୟିତ୍ୱ ଗ୍ରହଣ

ଛତ୍ରପୁର,୧୧ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଭାବେ ରବି ନାରାୟଣ ବେହେରା ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ୧୯୯୬ରୁ ସେ ଓଡ଼ିଶା ସୂଚନା...

ଗହଣା, ଟଙ୍କା ଚୋରି ଘଟଣା: ଅଭିଯୁକ୍ତଙ୍କୁ ଧରିପାରୁନି ପୋଲିସ

ବ୍ରହ୍ମପୁର ଅଫିସ,୪ା୧୧: ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗରର ଏକ ତାଲା ବନ୍ଦ ଘରେ ଲୁଟିଆଗ୍ୟାଙ୍ଗ ଗତ ସେପ୍ଟେମ୍ବର ୨୧ତାରିଖରେ କଳାକାନା ବୁଲାଇଥିଲେ। ତେବେ ଏ ଯାଏ...

ସନ୍ଦେହ ଘେରରେ ଦୁଇ ରୁଷିଆ ପର୍ଯ୍ୟଟକଙ୍କ ମୃତ୍ୟୁ: ପୋଲିସର ତନାଘନା

ରାୟଗଡ଼ା,୨୭।୧୨(ସ୍ବ.ପ୍ର.): ରାୟଗଡ଼ା ସହରରେ ଥିବା ଏକ ହୋଟେଲ୍‌ରୁ ୨ ଜଣ ରୁଷ୍‌ ପର୍ଯ୍ୟଟକଙ୍କ ସନ୍ଦେହଜନକ ଭାବେ ମୃତଦେହ ଜବତ ହୋଇଥିଲା। ଏହି ଘଟଣାକୁ ନେଇ ସନ୍ଦେହ...

ଶୌଚାଳୟ ନିର୍ମାଣ ପାଇଁ ଆସିଥିବା ଅର୍ଥ ବାଟମାରଣା

ପଟ୍ଟାମୁଣ୍ଡାଇ ୨୭ା୮(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ସର୍ବଶିକ୍ଷା ଡିପିସି ଯୋଜନାରେ ସ୍କୁଲର ଶୌଚାଳୟ ନିର୍ମାଣ ପାଇଁ ଆସିଥିବା ଅର୍ଥ ବାଟମାରଣା ହୋଇଥିବା...

Advertisement
Archives

Model This Week