Posted inଫୁରସତ

୫ ଅଜବ ଅନ୍ଧବିଶ୍ୱାସ: ଯାହାକୁ ଲୋକେ କରନ୍ତି ବିଶ୍ୱାସ

ଆଜିର ଅତ୍ୟାଧୁନିକ ଯୁଗରେ ମଧ୍ୟ ଅନେକ ପ୍ରକାର ଅନ୍ଧ ବିଶ୍ୱାସ ରହିଛି। ଯେପରି କେହି ବିରାଡି ରାସ୍ତା କାଟିବାକୁ କେତେଜଣ ଅଶୁଭ କହିଥାନ୍ତି ତ କେତେକ ଛିଙ୍କିବାକୁ ଅଶୁଭ କହିଥାନ୍ତି। ମାତ୍ର ବିଶ୍ୱରେ ଏପରି କେତେକ ଅନ୍ଧବିଶ୍ୱାସ ରହିଛି ଯାହା ଆପଣଙ୍କୁ ଅଜବ ଲାଗିପାରେ। ଜାଣନ୍ତୁ ସେ ବିଷୟରେ:

ଏରୁଷିଆନ ରହିନୋସେରସ୍‌: ୟୁରୋପରେ ଦେଖାଯାଉଥିବା ଏହି ପକ୍ଷୀର ବିଶେଷ ଗୁଣ ହେଉଛି ଏହା ତାର ମୁଣ୍ଡ ସବୁଆଡକୁ ବୁଲାଇ ପାରେ। ମାତ୍ର ଏହା ପଛରେ ରହିଥିବା ଅନ୍ଧବିଶ୍ୱାସଟି ହେଉଛି ପକ୍ଷୀଟି ଯେଉଁ ବ୍ୟକ୍ତି ଆଡକୁ ତାର ମୁଣ୍ଡ ବୁଲାଇଥାଏ ତା’ର ମୃତ୍ୟୁ ଘଟିଥାଏ।

କ୍ୟାମେରା: ୧୯ଶହ ଶତାବ୍ଦିର ଲୋକଙ୍କ ମନରେ କ୍ୟାମେରାକୁ ନେଇ ଅନ୍ଧବିଶ୍ୱାସ ରହିଥିଲା। ଏଥିରେ କାହାର ଫୋଟ ଉଠାଇଲେ ଉକ୍ତ ବ୍ୟକ୍ତିର ଆତ୍ମା ଭସ୍ମ ହୋଇଯିବ ବୋଲି ସେତେବେଳେ ଲୋକେ ଭାବୁଥିଲେ।

ଆଇନା(ଦର୍ପଣ): ବିଶ୍ୱର କେତେକ ସ୍ଥାନରେ ଏପରି ଅନ୍ଧବିଶ୍ୱାସ ରହିଛି ଯେ ଆଇନାରେ ମୁହଁ ଦେଖିଲେ ତାହାର ଆତ୍ମା କାଚରେ ରହିଯାଏ। ଏ ନେଇ କେତେକ ଆଇନା ମଧ୍ୟ ଦେଖି ନ ଥାନ୍ତି।

ଓପାଲ ପଥର: ଓପାଲ ପଥରକୁ ମୂଲ୍ୟବାନ କୁହାଯାଉଥିବା ବେଳେ ୧୯ଶହ ଶତାବ୍ଦିରେ ଏହାକୁ ପିନ୍ଧିଲେ ଭାଗ୍ୟ ଖରାପ ହୋଇଥାଏ ବୋଲି ବିଶ୍ୱାସ ରହିଥିଲା।

ପକ୍ଷୀର ମଳ: ଋଷିଆରେ ପକ୍ଷୀର ମଳକୁ ଶୁଭ କୁହାଯାଇଥାଏ । ହେଲେ ପକ୍ଷୀଟି ଯଦି କୌଣସି ଜିନିଷ ଉପରେ ମଳତ୍ୟାଗକଲା ତେବେ ଉକ୍ତ ବ୍ୟକ୍ତି ଧନୀ ହୋଇଯିବେ ବୋଲି ଅନ୍ଧବିଶ୍ୱାସ ମଧ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡ୍‌ଲାଇନ୍‌ ଘୋଷଣା: ୨୭ ପରେ ଅନୁଦାନ ମନା

ଭୁବନେଶ୍ୱର,୧୧ା୨(ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତ ମାସ ୧୭ରୁ ଆରମ୍ଭ ହେବାକୁଥିବା ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖାଯାଇ ଅର୍ଥ ବିଭାଗ ପକ୍ଷରୁ ସବୁ ବିଭାଗ ପାଇଁ ଅର୍ଥ…

ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ନୋଟିସ

ନୂଆଦିଲ୍ଲୀ,୧୧ା୨: ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ପଦବୀରୁ ହଟାଇବା ପାଇଁ ବିରୋଧୀ ଦଳଗୁଡ଼ିକ ମଙ୍ଗଳବାର ଅନାସ୍ଥା ପ୍ରସ୍ତାବ ନୋଟିସ ଦାଖଲ କରିଛନ୍ତି। ବିର୍ଲା ଗୃହକାର୍ଯ୍ୟ ପରିଚାଳନାରେ…

ବାଇକରେ ଘରକୁ ଫେରୁଥିଲେ ୨ ଜଣ ଯୁବକ, ବାଟରେ ଘଟିଲା ବଡ଼ ଅଘଟଣ, ଘଟଣାସ୍ଥଳରେ…

ଥୁଆମୂଳ ରାମପୁର, ୧୧ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ବିୟୋଗ…

ଡୁଡୁକା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ କାମରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରରେ ହେଉଥିବା କାମ ସଂକ୍ରାନ୍ତରେ ଏମ୍‌ଜିଏନଆରଇଜିଏସ୍‌ କାମ ସାଇଟ୍‌ର…

ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ, ଥାନାରେ ପହଞ୍ଚିଲା ପ୍ରେମିକା

ଦେବଗଡ,୧୧।୨(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ମଙ୍ଗଳବାର ଦେବଗଡ…

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri