Posted inଜାତୀୟ

ହୋମଗାର୍ଡ ଦୁର୍ନୀତିରେ ଯୋଗୀ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ

ଲକ୍ଷ୍ନୌ,୩।୧୨: ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗରରେ ହୋମଗାର୍ଡ ବିଭାଗରେ ଦୁର୍ନୀତି ମାମଲା ସାମ୍ନାକୁ ଆସିଛି। ଉକ୍ତ ବିଭାଗରେ ପୋଲିସ କର୍ମଚାରୀ ମିଛ ଉପସ୍ଥାପନ ଦେଖାଇ କୋଟି କୋଟି ଟଙ୍କା ହଡପ କରିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ମାମଲାରେ ହୋମଗାର୍ଡ ବିଭାଗର ଡିଜି ଗୋପାଳ ମୀନାଙ୍କୁ ଯୋଗୀ ନିଲମ୍ବିତ କରିଛନ୍ତି। ତାଙ୍କ ସ୍ଥାନରେ ଆନନ୍ଦ କୁମାରଙ୍କୁ ହୋମଗାର୍ଡ ଡିଜିର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଉତ୍ତରପ୍ରଦେଶ ସରକାରଙ୍କ ଗୃହ ସଚିବ ଅବନୀଶ କୁମାର ଅବସ୍ତି ଏନେଇ ଏକ ନିର୍ଦ୍ଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଫିସ ଜବ୍‌ ଠାରୁ ବି ମୋଟାଅଙ୍କର ଟଙ୍କା କମାନ୍ତି ଡେଲିଭରି ପାର୍ଟନର, ଘଣ୍ଟାକୁ ଏତେ ଟଙ୍କା..

ନୂଆଦିଲ୍ଲୀ,୩।୧: ଆଜିକାଲି, ଦେଶର ପ୍ରତ୍ୟେକ ସହରର ରାସ୍ତାରେ ଡେଲିଭରି ପାର୍ଟନରମାନେ ଲାଲ, ହଳଦିଆ ଏବଂ ସବୁଜ ରଙ୍ଗର ଟି-ସାର୍ଟ ପିନ୍ଧି କାମ କରୁଥିବା ଦେଖଇବାକୁ ପାଉଥିବେ।...

ନୂତନ ବର୍ଷ ଠାରୁ ଉଦ୍ୟାନ ବିଭାଗରେ ଝୁଲୁଛି ତାଲା: କାହା କଥାରେ ରହୁନି ତାଳ ମେଳ

ପରଜଙ୍ଗ,୩।୧(ନିଗନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ମୁଖ୍ୟାଳୟ ଠାରୁ ୨ କିମି ଦୂର ୫୩ ନଂ ଜାତୀୟ ରାଜପଥ ପାର୍ଶ୍ୱ ହାତିଲୁଚାଣି ଛକ ନିକଟରେ ଦୀର୍ଘବର୍ଷ...

ଭେନେଜୁଏଲାରେ ବଡ଼ଧରଣର ବିସ୍ଫୋରଣ: ଖେଳିଗଲା ଆତଙ୍କ

କାରାକାସ,୩।୧: ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ହଠାତ୍‌ ଜୋରଦାର ବିସ୍ଫୋରଣ। ଫଳରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ରିପୋର୍ଟ ଅନୁଯାୟୀ, ରାଜଧାନୀ କାରାକାସ ସମେତ ଅନେକ...

ଧନୁଯାତ୍ରାରେ ସରକାଙ୍କ ବଡ଼ ଘୋଷଣା : ମାର୍ଚ୍ଚ ଶେଷସୁଦ୍ଧା ସମସ୍ତ…

ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ): କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ଭେନେଜୁଏଲା ଉପରେ ଆକ୍ରମଣ କଲା ଆମେରିକା, ଏମରଜେନ୍ସି ଘୋଷଣା

ନୂଆଦିଲ୍ଲୀ,୩।୧:  ଭେନେଜୁଏଲା ଉପରେ ଆକ୍ରମଣ କରିଛି ଆମେରିକା। ଭେନେଜୁଏଲାର ରାଜଧାନୀ କାରାକାସରେ ଅତି କମରେ ସାତୋଟି ସ୍ଥାନରେ ବିସ୍ଫୋରଣ କରିଥିବା ସୂଚନା ରହିଛି । ଏହାସହିତ...

ନୂଆବର୍ଷରେ BSNLର ଦମଦାର୍‌ ଅଫର୍‌, ଟଙ୍କାଟେ ବି ଦବାକୁ ପଡିବନି ମାଗଣା ମିଳିବ ଇଣ୍ଟରନେଟ୍‌

ନୂଆଦିଲ୍ଲୀ,୩।୧: ନୂତନ ବର୍ଷ ଆରମ୍ଭରେ ସରକାରୀ ଟେଲିକମ କମ୍ପାନୀ BSNL ତାର ଗ୍ରାହକମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ଦେଇଛି। ଜାନୁଆରୀ 1, 2026 ଠାରୁ, BSNL...

ଭୋଟର ତାଲିକାରେ ଅନିୟମିତତା, ୪ ସରକାରୀ କର୍ମଚାରୀ ନିଲମ୍ବିତ

କୋଲକାତା,୩।୧: ପଶ୍ଚିମବଙ୍ଗରେ ଭୋଟର ତାଲିକା ଅନିୟମିତତାର ଏକ ପୁରୁଣା ମାମଲାରେ ଭାରତୀୟ ନିର୍ବାଚନ କମିଶନ (ECI) ପୁଣି ଥରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭୋଟର...

ଘୁମୁସର ବନଖଣ୍ଡରେ ୭ ପର୍ଯ୍ୟନ୍ତ ବାଘ ଗଣନା: ବାଘର ପାଦ ଚିହ୍ନ…

ଭଞ୍ଜନଗର,୩।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ଅଧୀନରେ ଥିବା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ, ଘୁମୁସର ଦକ୍ଷିଣ ବନଖଣ୍ଡ, ବଉଦ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri