Posted inଫୁରସତ

ସୁଖଦ ଯାତ୍ରା ପାଇଁ..ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ..

ସୋଲୋ ଟ୍ରାଭଲିଂ ମାନେ ମନପସନ୍ଦର ସ୍ଥାନକୁ ଏକା ଭ୍ରମଣ କରିବା। ତେବେ ଏହି ସୋଲୋ ଟ୍ରାଭଲିଂ ସମୟରେ କିଛିଟା ବିଶେଷ ଦିଗ ପ୍ରତି ନିହାତି ଧ୍ୟାନ ଦେବା ଦରକାର। ଆସନ୍ତୁ ଜାଣିବା ସେ ସମ୍ପର୍କରେ….

* ଭ୍ରମଣରେ ଯିବା ପୂର୍ବରୁ ସ୍ଥାନ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରନ୍ତୁ।

* ଟ୍ରାଭେଲ ଏଜେନ୍ସିର ସହଯୋଗରେ ସେଠାରେ ରହିବା, ଖାଇବା, ଦର୍ଶନୀୟ ସ୍ଥାନ ବୁଲିବା ପାଇଁ ପ୍ରିବୁକିଙ୍ଗ କରି ନିଅନ୍ତୁ ।

* ଯେଉଁ ସମୟରେ ବୁଲିବାକୁ ଯାଉଛନ୍ତି ସେହି ସମୟରେ ସେଠାକାର ପାଣିପାଗ ଏବଂ ପରିବେଶ ସମ୍ପର୍କରେ ତଥ୍ୟ ସଂଗ୍ରହ କରନ୍ତୁ ଯଦ୍ଦ୍ବାରା ଆପଣ ପାଣିପାଗ ମୁତାବକ ପୋଷାକ ସାଙ୍ଗରେ ନେଇପାରିବେ।

* ସବୁବେଳେ ଅଫ୍‌ ସିଜନ୍‌ରେ ଭ୍ରମଣ କରିବା ଯୋଜନା ପ୍ରସ୍ତୁତ କରନ୍ତୁ, ଯଦ୍ଦ୍ବାରା ହୋଟେଲ ଏବଂ ଟିକେଟ ଖର୍ଚ୍ଚକୁ କିଛି ମାତ୍ରାରେ କମ୍‌ କରାଯାଇପାରିବ।

* ଦରକାରୀ ଜିନିଷପତ୍ର ସହ ଫାଷ୍ଟ ଏଡ୍‌ ବକ୍ସ ନେବାକୁ ଯେପରି ନ ଭୁଲନ୍ତି।

* ସେଠାରେ ବହୁ ମୂଲ୍ୟ ହୋଟେଲରେ ରହିବା ଅପେକ୍ଷା ସ୍ଥାନୀୟ କୌଣସି ସଫାସୁତରା ଗେଷ୍ଟ ହାଉସ୍‌ ବା ଲୋକାଲ ମାର୍କେଟରେ ଥିବା କୌଣସି ରେଷ୍ଟୁରାଣ୍ଟର ଚୟନ କରନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ ଭାରତୀୟଙ୍କ ନୂଆ ପସନ୍ଦ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୩ା୭(ପି.ଟି.): ଭାରତୀୟମାନଙ୍କ ମଧ୍ୟରେ ବିଦେଶରେ ବିବାହ ଉତ୍ସବ ବା ଡେଷ୍ଟିନେଶନ ୱେଡିଂ କରିବାର ଆଗ୍ରହ ବଢ଼ୁଥିବା ବେଳେ ଏହି ଦୌଡ଼ରେ ଶ୍ରୀଲଙ୍କା ନୂଆ ପସନ୍ଦର ସ୍ଥାନ ପାଲଟିଛି।…

ପେପର ବ୍ୟାଗ୍‌: ବର୍ତ୍ତମାନର ଜରୁରୀ ଆବଶ୍ୟକତା

ପ୍ରତିବର୍ଷ ଜୁଲାଇ ୧୨ରେ ସାରା ବିଶ୍ୱରେ ପାଳନ ହୋଇଆସୁଛି ‘ବିଶ୍ୱ ପେପର(କାଗଜ) ବ୍ୟାଗ ଦିବସ’। ଚଳିତ ମାସ ଜୁଲାଇ ୩ରେ ‘ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ’…

ଅଷ୍ଟ୍ରେଲିଆରେ ଏକ ହୋଟେଲ ରୁମ୍‌ର ମୂଲ୍ୟ କେତେ? ଗୋଟିଏ ସପ୍ତାହ ରହିଲେ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ…

ନୂଆଦିଲ୍ଲୀ/କାନ୍‌ବେରା,୧୧ା୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ତିନି-ରାଷ୍ଟ୍ରୀୟ ଗସ୍ତରେ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ଯାହା ଦେଶ ବିଷୟରେ ଅଧିକ ଜାଣିବା ପାଇଁ ଇଚ୍ଛାକୁ ବୃଦ୍ଧି କରିଥିଲା। ଅନେକ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri