ସାତ୍‌ସପନ ହେଇଛେ ପକା ରାସ୍‌ତା

ଜାମଟିକ୍ରା, ୧୨।୨ (ଡି.ଏନ୍‌.ଏ.)- ଦେଶ ସୁଆଧୀନ ହେବାର ୭୦ ବଛରନୁ ଅଧ୍‌କା ବିତିଗଲାନ। ହେଲେ ଆଏଜ୍‌ ବି ଆମର ରାଏଜେ ଏନ୍‌ତା ଗଁାଗଁଡ଼ା ଅଛେ ଯେନ୍‌କେ ଫିଦିନିଅଁା ରାସ୍‌ତା ଖଁଡ଼େ ନଁାଇଁନ। ଗଁାବାସୀ ବାରବାର ପଁଚେତ୍‌ନୁ ବ୍ଲକ ତକ୍‌ ଗୁହାରି କରି ଥକିଗଲେ ବି କେହି ସମସିଆର ସମାଧାନ ଦିଗେ ଧିଆନ୍‌ ନାଇଁ ଦେବାର। ଗଁାରେ କାହାରି ଦିହିପା ଖରାପ ହେଲେ, ଘରପୁଡ଼ି ହେଲେ ଲୋକ୍‌ ଭଗବାନ ଭରସାରେ ରହୁଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ରେ।
ସୂଚନା ଅନ୍‌ସାରେ ବୁଗବୁଗା ପଁଚେତ୍‌ ଜାମଟିକ୍ରାନୁ ସହଁରାପଡ଼ାକେ ୧ କି.ମି. ମାଟି ରାସ୍‌ତା ରହିଛେ। ଖରାଦିନକେ ଛାଡ଼ିଦେଲେ ବାକି ବଛରକୁତା ଇ ରାସ୍‌ତାଟା କାଦୋ ସରସର ହେଇ ରହୁଛେ। ଏନ୍‌ତାଥି ପଡ଼ାର ଲୋକ୍‌, ଛାତ୍ରୀଛାତ୍ର ଯିବାର ଆଏବାରେ ବଡ଼ା ହଇରାନ ହରକତ ହେଉଛନ୍‌। ଏନ୍‌ତା କି ସମିଆ ଅସମିଆରେ ଜରୁରି ସେବା ପାଏବାରୁ ପଡ଼ାବାସୀ ବଁଚିତ୍‌ ହେଉଥିବାର ଅଭିଯୋଗ କରିଛନ୍‌। ସହଁରାପଡ଼ାର ବୁରୁଧ୍‌ ଜେଠୁ ଝାଙ୍କର(୮୦) କହିଛନ୍‌ ଯେ, ଭୋଟ ବେଲେ ପଡ଼ାକେ ନେତାମନ୍ତ୍ରୀ ମାଲମାଲ ଆସୁଛନ୍‌। ହାତୀ ଦେମୁ, ଘୁଡ଼ା ଦେମୁ, ବଁଧ୍‌କଟା, ରାସ୍‌ତା ମରାମତି କରିଦେମୁ ବଲି କେତେ କଥା କହୁଛନ୍‌। ହେଲେ ଭୋଟ ସରିଗଲେ ୫ ବଛର ତକ୍‌ ସେମାନକର ଦେଖାଦରଶନ ନାଇଁ ମିଲବାର। ପଡ଼ାବାସୀ ବି କଂକ୍ରିଟ ରାସ୍‌ତାଟେ ଲାଗି ବ୍ଲକନୁ ଜିଲାପାଳକଁର ଅଫିସ୍‌ ତକ ଗୁହାରି କରି ନିରାଶ ହେଇଛନ୍‌। ଆଏଜ୍‌କେ ୪ ମାସ ତଲେ ଗଁାର କେତେ ପିଲା ରାସ୍‌ତାର ଫଟୋକେ ରାଏଜ୍‌ ସରକାରକୁଁ ଟୁଇଟ କରିଥିଲେ। ଜିଲାପାଳ ବିଡିଓକୁଁ ଘଟନାର ତଦଁତ୍‌ କରବାକେ କହେବେ ବଲି ଟୁଇଟ କରିଥିଲେ। ଇ ଘଟନାକେ ଆଏଜ୍‌ ୪ ମାସ ବିତିଯାଇଥିଲେ ବି ପଡ଼ାକେ ଝନେ ବି ସରକାରୀ ଅଧ୍‌କାରୀ ପୁହୁଁଚି ନାଇଁପାରି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri