ରାଖୀରେଏଥେନିକ୍‌ ଲୁକ୍‌

ଯଦି ରାଖୀରେ ଆପଣ ଲୁକ୍‌ ବଦଳାଇବାକୁ ଚାହୁଁଛନ୍ତି ତେବେ ଏଥେନିକ୍‌ ଡ୍ରେସ୍‌ ସିଲେକ୍ଟ କରିପାରିବେ। ବ୍ରାଇଟ୍‌ କଲର ହେଉ ଅବା ଓ୍ବେଡିଂ ଡ୍ରେସ୍‌ ରାଖୀରେ ଦିଅନ୍ତୁ ନିଜକୁ ଗ୍ଲାମର୍ସ ଲୁକ୍‌।
– ବ୍ରାଇଟ୍‌ କଲର ଯେପରିକି ରୟାଲ୍‌ ବ୍ଲୁ, ଡାର୍କ ମେରୁନ୍‌, ରେଡ୍‌, ପ୍ୟାରଟ୍‌ ଗ୍ରୀନ୍‌ ଭଳି କଲର ଏହିଦିନେ ଖୁବ୍‌ ଭଲ ଲାଗେ। ଏହି କଲରର ଶାଢ଼ି, ସୁଟ୍‌ କିମ୍ବା ଲେହେଙ୍ଗା ଆପଣଙ୍କୁ ବେଶ୍‌ ମାନିବ।
– ବ୍ଲିଙ୍ଗ୍‌ କୁର୍ତ୍ତା ଏବଂ ବାନ୍ଧନୀ ଦୁପଟା ସହ ଚୁଡିଦାର ଆପଣଙ୍କୁ ୟୁନିକ୍‌ ଲୁକ୍‌ ଦେବ। ଏହା ସହ ଝୁମ୍‌କା ଇୟର ରିଙ୍ଗ୍‌ ଏବଂ ହାଲ୍‌କା ମେକ୍‌ ଅପ୍‌ ଲଗାନ୍ତୁ। ଓ୍ବେଷ୍ଟର୍ନ ଲୁକ୍‌ ଚାହୁଁଥିଲେ ବ୍ଲିଙ୍ଗ୍‌ ଟପ୍‌ ସହ ଏଥେନିକ୍‌ ସିଲ୍କ ଶାର୍ଟ ପେୟାର କରି ପିନ୍ଧନ୍ତୁ। ଏଥିରେ ଆପଣ ଦୁପଟା ଅପ୍ସନ୍‌ ବି ରଖିପାରିବେ।
– ଓ୍ବେଷ୍ଟର୍ନ ଲୁକ୍‌ ପାଇଁ ଏଥେନିକ୍‌ ଓ୍ବେରରେ ଆପଣ ଇକତ୍‌ର ଲମ୍ବା କୁର୍ତ୍ତି ପିନ୍ଧିପାରିବେ। ଏହା ସହ ବଡ଼ ବଡ଼ ଝୁମ୍‌କା ଏବଂ ରଷ୍ଟିକ୍‌ ସିଲ୍‌ଭର ନେକ୍‌ପିସ୍‌ ମାନିବ।
– ଓ୍ବେଡିଂ ଶାଢିକୁ ବି ଏହିଦିନ ଆପଣାଇପାରିବେ। ମସଲନ୍‌ ବ୍ଲାଉଜ୍‌କୁ ଆପଣ କଣ୍ଟ୍ରାଷ୍ଟ୍‌ କଲରର ପ୍ଲେନ୍‌ ଜର୍ଜେଟ୍‌ ବା ସିଫନ୍‌ ଶାଢ଼ି ସହ ପିନ୍ଧିପାରିବେ। ଏହା ସହ ହେଭି ବ୍ଲାଉଜ୍‌ ପରଫେକ୍ଟ୍‌ ବାଲାନ୍ସ ହେବା ପରି ଲାଗିବ।
– ଯଦି ବ୍ଲାଉଜ୍‌ କୋର୍‌ସେଟ୍‌ ଅଛି ତେବେ ଏହାକୁ ଜର୍ଜେଟ୍‌ ବା ସିଫନ୍‌ର ହେଭି ବର୍ଡର ଫାବ୍ରିକ୍‌ ସହ ପିନ୍ଧିପାରିବେ।
– ଲେହେଙ୍ଗାକୁ ପ୍ଲେନ୍‌ ଏବଂ ର’ ସିଲ୍‌କ ବ୍ଲାଉଜ୍‌ ବା କୋର୍‌ସେଟ୍‌ ସହ ପିନ୍ଧିପାରିବେ। ଏହା ସହ ଦୁପଟା କମ୍‌ ଏମ୍ବ୍ରୋଡୋରିର ହେବା ଆବଶ୍ୟକ। ଗହଣା କମ୍‌ ପିନ୍ଧନ୍ତୁ ଏବଂ କମ୍ପ୍ଲିଟ୍‌ ଲୁକ୍‌ ପାଇଁ କ୍ଲଚ୍‌ ଆପଣାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri