Posted inଜାତୀୟ

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ- ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ, ୩୧।୫: ଦ୍ୱିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନରେନ୍ଦ୍ର ମୋଦି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୫୭ ଜଣ ସଦସ୍ୟ ସ୍ଥାନ ପାଇଥିଲାବେଳେ ଏମାନଙ୍କ ମଧ୍ୟରେ ୨୪ ଜଣ କ୍ୟାବିନେଟ ପାହ୍ୟା, ୨୪ ରାଷ୍ଟ୍ର ପାହ୍ୟା ଏବଂ ୯ଜଣଙ୍କୁ ରାଷ୍ଟମନ୍ତ୍ରୀ(ସ୍ବାଧୀନ) ଭାବେ ନିଆଯାଇଛି। ଶପଥ ନେବାର ଦିନକ ପରେ ଅର୍ଥାତ୍‌ ଶୁକ୍ରବାର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ କରାଯାଇଛି। ଆସନ୍ତୁ ଜାଣିବା କାହାକୁ କେଉଁ ବିଭାଗ ମିଳିଛି।

ନରେନ୍ଦ୍ର ମୋଦି-କର୍ମଚାରୀ, ସାଧାରଣ ଅଭିଯୋଗ, ପେନସନ୍‌, ଆଣବିକ ଶକ୍ତି ବିଭାଗ, ମହାକାଶ ବିଭାଗ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ନୀତି ନିର୍ଦ୍ଧାରଣ ଏବଂ କୌଣସି ମନ୍ତ୍ରୀଙ୍କୁ ଦିଆଯାଇ ନ ଥିବା ବିଭାଗ।

ପ୍ରତିରକ୍ଷା – ରାଜନାଥ ସିଂହ
ସ୍ବରାଷ୍ଟ୍ର  – ଅମିତ ଶାହ
ସଡକ ଏବଂ ପରିବହନ, ଏମଏସଏମ- ନୀତିନ ଗଡଗରୀ
ସାର ଏବଂ ରସାୟନ – ଡି.ଭି ସଦାନନ୍ଦ ଗୌଡା
ଅର୍ଥ ଏବଂ କର୍ପୋରେଟ୍‌ ବ୍ୟାପାର- ନିର୍ମଳା ସୀତାରାମନ
ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ- ରାମବିଳାଶ ପାଶଓ୍ବାନ
କୃଷି, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ- ନରେନ୍ଦ୍ର ସିଂହ ତୋମାର
ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ – ହରସିମରତ୍‌ କୌର ବାଦଲ
ସାମାଜିକ ନ୍ୟାୟ, ସଶକ୍ତିକରଣ – ଥାଓ୍ବାର ଚାନ୍ଦ ଗେହଲଟ
ବୈଦେଶିକ ବ୍ୟାପାର – ଏସ୍‌.ଜୟଶଙ୍କର
ଆଇନ, ଯୋଗାଯୋଗ, ସୂଚନା ପ୍ରଯୁକ୍ତି- ରବିଶଙ୍କର ପ୍ରସାଦ
ମାନବ ସମ୍ଭଳ ବିକାଶ – ରମେଶ ପୋଖରୀୟାଲ ‘ନିଶଙ୍କ’
ଆଦିବାସୀ ବ୍ୟାପାର- ଅର୍ଜୁନ ମୁଣ୍ଡା
ମହିଳା ଏବଂ ଶିଶୁ ବିକାଶ, ବୟନ ଶିଳ୍ପ- ସ୍ମୃତି ଇରାନୀ
ସ୍ବାସ୍ଥ୍ୟ, ପରିବାର କଲ୍ୟାଣ,ବିଜ୍ଞାନ ଏବଂ ପ୍ରଯୁକ୍ତି- ଡା.ହର୍ଷବର୍ଦ୍ଧନ
ପରିବେଶ, ଜଙ୍ଗଲ, ପାଣିପାଗ ପରିବର୍ତ୍ତନ ସୂଚନା ଏବଂ ପ୍ରସାରଣ- ପ୍ରକାଶ ଜାଭଡେକର
ପେଟ୍ରୋଲିୟମ,ପ୍ରାକୃତିକ ବାଷ୍ପ ଓ ଇସ୍ପାତ -ଧର୍ମେନ୍ଦ୍ର ପ୍ରଧାନ
ରେଳ, ବାଣିଜ୍ୟ ଏବଂ ଉଦ୍ୟୋଗ- ପିୟୁଷ ଗୋଏଲ
ସଂଖ୍ୟାଲଘୁ ବ୍ୟାପାର-ମୁଖତାର୍‌ ଅବାସ ନକ୍ଭି
ଦକ୍ଷତା ବିକାଶ, ଉଦ୍ୟୋଗୀକରଣ -ମହେନ୍ଦ୍ର ନାଥ ପାଣ୍ଡେ
ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି – ପ୍ରହ୍ଲାଦ ଯୋଶୀ
ଭାରି ଶିଳ୍ପ ଏବଂ ଉଦ୍ୟୋଗ – ଅରବିନ୍ଦ ସାଓ୍ବନ୍ତ
ପ୍ରାଣୀ ସମ୍ପଦ ଏବଂ ମତ୍ସ୍ୟ ପାଳନ -ଗିରିରାଜ ସିଂ
ଜଳ, ଶକ୍ତି – ଗଜେନ୍ଦ୍ର ସିଂ ଶେଖାଓ୍ବତ୍‌

ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ)
ଶ୍ରମ ଏବଂ ନିୟୋଜନ -ସନ୍ତୋଷ କୁମାର ଗଙ୍ଗଓ୍ବାର୍‌
ପରିସଂଖ୍ୟାନ ଓ କାର୍ଯ୍ୟାନ୍ବୟନ ଯୋଜନା -ରାଓ ଇନ୍ଦରଜିତ୍‌ ସିଂ
ପ୍ରତିରକ୍ଷା, ଆୟୁର୍ବେଦ, ଯୋଗ, ହୋମିଓପାଥି – ଶ୍ରୀପଦ ନାୟକ
ପିଏମଓ, ଉତ୍ତରପୂର୍ବାଞ୍ଚଳ ଉନ୍ନୟନ, ପରମାଣୁ ଶକ୍ତି -ଡ. ଜିତେନ୍ଦ୍ର ସିଂ
ଯୁବ ବ୍ୟାପାର ଏବଂ କ୍ରୀଡ଼ା, ସଂଖ୍ୟାଲଘୁ ବ୍ୟାପାର -କିରେନ୍‌ ରିଜିଜୁ
ସଂସ୍କୃତି, ପର୍ଯ୍ୟଟନ – ପ୍ରହଲ୍ଲାଦ ପଟେଲ୍‌
ଶକ୍ତି, ଅକ୍ଷୟ ଶକ୍ତି, ଦକ୍ଷତା ବିକାଶ – ଆର୍‌.କେ. ସିଂ
ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ – ହରଦୀପ ପୁରୀ
ଜାହାଜ ଚଳାଚଳ, ସାର ଓ ରସାୟନ – ମନ୍‌ସୁଖ ମାଣ୍ଡବୀୟ

ରାଷ୍ଟ୍ର ମନ୍ତ୍ରୀ
ଇସ୍ପାତ – ଫଗନ ସିଂ କୁଲସ୍ତେ
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ – ଅଶ୍ୱିନୀ କୁମାର ଚୌବେ
ସଂସଦୀୟ ବ୍ୟାପାର, ଭାରିଶିଳ୍ପ – ଅର୍ଜୁନ ରାମ ମେଘୱାଲ
ପରିବହନ ଓ ରାଜପଥ – ଜେନେରାଲ ଭିକେ ସିଂହ
ସାମାଜିକ ନ୍ୟାୟ ଓ ସଶକ୍ତୀକରଣ – କ୍ରୀଷନପାଲ ଗୁର୍ଜର
ଖାଦ୍ୟ ଯୋଗାଣ – ଦାନଭେ ରାଓସାହେବ ଦାଦାରାଓ
ସ୍ବରାଷ୍ଟ୍ର  – ଜି. କିଶନ ରେଡ୍ଡୀ
କୃଷି ଓ କୃଷକ କଲ୍ୟାଣ – ପରଷୋତ୍ତମ ରୁପାଲା
ସାମାଜିକ ନ୍ୟାୟ ଓ ସଶକ୍ତୀକରଣ – ରାମଦାସ ଅଠାୱାଲେ
ଗ୍ରାମ୍ୟ ଉନ୍ନୟନ – ସାଧ୍ୱୀ ନିରଞ୍ଜନ ଜ୍ୟୋତି
ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ – ବାବୁଲ ସୁପ୍ରିଓ
ପ୍ରାଣୀ ସଂପଦ, ଗୋପାଳନ ଓ ମତ୍ସ୍ୟ ସଂପଦ – ସଂଜୀବ ବାଲ୍ୟାନ
ମାନବ ସମ୍ବଳ ବିକାଶ, ଯୋଗାଯୋଗ ମନ୍ତ୍ରୀ- ଧୋତ୍ରେ ସଂଜୟ ସାମରାଓ
ଅର୍ଥ, କର୍ପୋରେଟ ଆଫେୟାର୍ସ – ଅନୁରାଗ ଠାକୁର
ରେଳ – ଅଙ୍ଗଡି ସୁରେଶ ଚାନ୍ନାବାସାପା
ସ୍ବରାଷ୍ଟ୍ର – ନିତ୍ୟାନନ୍ଦ ରାୟ
ଜଳ ଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ – ରତନ ଲାଲ କାଟାରିଆ
ବୈଦେଶିକ ବ୍ୟାପାର, ସଂସଦୀୟ ବ୍ୟାପାର – ଭି. ମୁରଲୀଧରନ
ଆଦିବାସୀ ବ୍ୟାପାର – ରେଣୁକା ସିଂହ ସାରୁତା
ବାଣିଜ୍ୟ ଓ ଶିଳ୍ପ – ସୋମ ପ୍ରକାଶ
ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ – ରାମେଶ୍ୱର ତେଲି
ଏମଏସଏମଇ, ପ୍ରାଣୀ  ସଂପଦ, ମତ୍ସ୍ୟ ସଂପଦ – ପ୍ରତାପ ଷଡ଼ଙ୍ଗୀ

କୃଷି ଓ କୃଷକ କଲ୍ୟାଣ – କୈଳାସ ଚୌଧୁରୀ
ମହିଳା ଓ ଶିଶୁ ବିକାଶ  – ଦେବଶ୍ରୀ ଚୌଧୁରୀ

 

 


Enter your email to get our daily news in your inbox.

All Right Reserved By Dharitri.Com

ଥାନା ଭିତରେ ଝିଅଙ୍କୁ ଛୁରିଭୁସି ହତ୍ୟାକଲେ ବାପା: କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଲକ୍ଷ୍ନୌ,୧୫ା୬:ଉତ୍ତରପ୍ରଦେଶର ବାନ୍ଦା ଜିଲା ଅନ୍ତର୍ଗତ ବଦୌସା ଥାନା ଭିତରେ ଶୁକ୍ରବାର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ବାପା ଛୁରିଭୁସି ହତ୍ୟା କରିଛନ୍ତି। ବାନ୍ଦା ଏସ୍‌ପି ପଳାଶ…

ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ…

ଶାନ୍ତି ଚୁକ୍ତିରେ ଏହି ୧୪ ସର୍ତ୍ତ ରଖିଛି ଇରାନ

ତେହରାନ,୧୫ା୬: ଆମେରିକା ସହ ପ୍ରସ୍ତାବିତ ୧୪ ସୂତ୍ରୀ ସର୍ତ୍ତ ଜାରି କରିଛି ଇରାନ। ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ଏହି ଦାବିଗୁଡ଼ିକ ହେଲା ୩୦ ଦିନ ଭିତରେ…

୫୫ ମିନିଟ୍‌ ଧରି ଫୋନ୍‌ରେ କଥା ହେଲେ ଟ୍ରମ୍ପ-ପୁଟିନ୍‌: ବନ୍ଦ ହୋଇଯିବ କି…

ଓ୍ବାଶିଂଟନ୍‌,୧୫।୬:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଟେଲିଫୋନ ଆଲୋଚନା ହୋଇଥିଲା। ପ୍ରାୟ ୫୫ ମିନିଟ ଧରି ଚାଲିଥିବା…

ଆମେରିକା-ଇରାନର ଶାନ୍ତି ଚୁକ୍ତିକୁ ବିଶ୍ୱର ସ୍ବାଗତ

ଓ୍ବାଶିଂଟନ,୧୫ା୬: ଇରାନ-ଆମେରିକା ଶାନ୍ତି ଚୁକ୍ତି ପାଇଁ ରାଜି ହୋଇଥିବାରୁ ସାରା ବିଶ୍ୱ ଏହାକୁ ସ୍ବାଗତ କରିଛି। କତାର, ତୁର୍କି, ବ୍ରିଟେନ, ଜର୍ମାନୀ ଓ ଫ୍ରାନ୍ସ ଆଦି ଦେଶ…

ଶାନ୍ତି ଚୁକ୍ତି ପାଇଁ ଆମେରିକା-ଇରାନ ରାଜି, ଖୋଲିବ ହର୍ମୁଜ, ଅବରୋଧ ହଟାଇ…

ଓ୍ବାଶିଂଟନ,୧୫ା୬: ଐତିହାସିକ ଶାନ୍ତି ଚୁକ୍ତି ପାଇଁ ଆମେରିକା ଏବଂ ଇରାନ ସହମତି ପ୍ରକାଶ କରିଛନ୍ତି। ଶୁକ୍ରବାର ସ୍ବିଜରଲାଣ୍ଡ ଜେନେଭାରେ ଏହି ଐତିହାସିକ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହେବ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri