ଭବାନୀପାଟଣା ଅର୍ବାନ ୟୁପି ଏଚ୍‌ସିକୁ ଏମ୍‌କ୍ୱାସ୍‌ ଟିମ୍‌ର ପରିଦର୍ଶନ

ଭବାନୀପାଟଣା,୨୬।୨(ଡି.ଏନ୍‌.ଏ.): ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଭବାନୀପାଟଣାସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର (ଅର୍ବାନ ୟୁପି ଏଚ୍‌ସି)କୁ ଏମ୍‌କ୍ୱାସର ଦୁଇ ଜଣିଆ ସମୀକ୍ଷା ଟିମ୍‌ ପହଞ୍ଚତ୍ ଛନ୍ତି। ୟୁପି ଏଚ୍‌ସିକୁ ଜାତୀୟସ୍ତରର ଏମ୍‌କ୍ୱାସ ପୁରସ୍କାର ଲାଗି ଏହି ସମୀକ୍ଷା କରାଯାଇଛି। ଡା. ବି.ପି. ସିଂହ କଲ୍ୟଣୀ ଓ ଡା. ବାସନ୍ତୀ ହସ୍ପିଟାଲରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା, ଡାକ୍ତରତ ଓ କର୍ମଚାରୀଙ୍କ ସହ ଆଲେଚନା କରିଥିଲେ। ଏହି ଟିମ୍‌ରେ ରାଜ୍ୟର ପ୍ରତିନିଧି ଭାବରେ ରାଜ୍ୟ ପ୍ରୋଗ୍ରାମ ମ୍ୟାନେଜର ସୁକାନ୍ତ ମିଶ୍ର, ଜିଲା ଚିକିତ୍ସା ଅଧିକାରୀ ଡା. ଜଗୁ ଅଗ୍ରୱାଲ, ଡିପିଏମ୍‌ ଅବନୀ ରଞ୍ଜନ ମହାପାତ୍ର, ଏଡିଏମ୍‌ଓ ଡା. ରାକେଶ ସାହୁ, ହସ୍ପିଟାଲ କୋଡିନେଟର ନିହାର ରଞ୍ଜନ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜାବ ନିର୍ବାଚନ ପୂର୍ବରୁ AAPକୁ ଲାଗିଲା ବଡ଼ ଝଟକା

ଚଣ୍ଡିଗଡ଼,୧।୧୧: ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ଏକ ବଡ଼ ଝଟକା ପାଇଛି। ପଟିଆଲା ଜିଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକମାନେ ଦଳର ପ୍ରାଥମିକ ସଦସ୍ୟତାରୁ…

‘ମୋର କାମ ସମସ୍ତଙ୍କୁ ଖୁସି ରଖିବା ନୁହେଁ…’ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କୁ କାହିଁକି ଏକଥା କହିବାକୁ ପଡ଼ିଲା?ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧।୧୧: ଭାରତୀୟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର କହିଛନ୍ତି ଯେ, ସମସ୍ତଙ୍କୁ ଖୁସି ରଖିବା ତାଙ୍କ କାମ ନୁହେଁ। ଗମ୍ଭୀର ନିଜର ସ୍ପଷ୍ଟବାଦୀ ସ୍ବଭାବ ଏବଂ…

‘ରାହୁଲ ଦେଶର ବଦନାମ କରୁଛନ୍ତି’ ରାମଲୀଳା ମୈଦାନ ରାଲିକୁ ନେଇ ଜେ.ପି. ନଡ୍ଡାଙ୍କ କଡ଼ା ସମାଲୋଚନା

ନୂଆଦିଲ୍ଲୀ,୧।୧୧: ଭାଜପା ନେତା ଜେ.ପି. ନଡ୍ଡା ‘ଇଣ୍ଡିଆ’ (INDIA) ମେଣ୍ଟର ରାଲିକୁ ନେଇ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ନଭେମ୍ବର ୧ରେ ହେବାକୁ ଥିବା ଏହି ରାଲିକୁ…

ଖୋଲା ଛାତ ଥିବା ବସରେ ଗଲେ ରାହୁଲ ଗାନ୍ଧୀ, ଅଖିଳେଶ, ମମତା, ଫାରୁକ…

ନୂଆଦିଲ୍ଲୀ,୧।୧୧: ରାମଲୀଳା ମୈଦାନରେ ‘ଇଣ୍ଡିଆ’ (INDIA) ମେଣ୍ଟର ରାଲି ପୂର୍ବରୁ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଖୋଲା ଛାତ ଥିବା ବସରେ ମିଣ୍ଟୋ ବ୍ରିଜ ଅଭିମୁଖେ…

ବନ୍ୟାଞ୍ଚଳ ବୁଲି କ୍ଷୟକ୍ଷତିର ଅନୁଧ୍ୟାନ, ପ୍ରଶାସନ ପକ୍ଷରୁ ଖାଦ୍ୟ ବଣ୍ଟନ

ଗଞ୍ଜାମ, ୧।୧୧ (ଅନାଥ ତରାଇ): ଋଷିକୁଲ୍ୟା ନଦୀରେ ବନ୍ୟା ଯୋଗୁଁ ଗଞ୍ଜାମ ବ୍ଲକର ବିଭିନ୍ନ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

ଅଷ୍ଟ୍ରେଲିଆର ପରାଜୟ ସମସ୍ତ ସମୀକରଣ ବଦଳାଇ ଦେଇଛି; ଜାଣନ୍ତୁ ଭାରତୀୟ ଦଳ କିପରି WTC ଫାଇନାଲରେ ପହଞ୍ଚିବ

ନୂଆଦିଲ୍ଲୀ,୧।୧୧: ତୃତୀୟ ଟେଷ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଷ୍ଟ୍ରେଲିଆକୁ ୧୭୬ ରନରେ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ଏହି ଫଳାଫଳ…

କଇଁ ଫୁଲ ତୋଳିବା ହେଲା କାଳ! ପୋଖରୀରେ ବୁଡ଼ି ୩ ଶିଶୁ ମୃତ, ଆଉ ଜଣେ ନିଖୋଜ ସନ୍ଦେହ

ନିଶ୍ଚିନ୍ତକୋଇଲି,୧।୧୧ (ଅଶୋକ କୁମାର ମହାପାତ୍ର): କଟକ ଜିଲା ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ୩ ଜଣ ଶିଶୁଙ୍କ…

କଲଭର୍ଟ ଧୋଇଗଲା, ଯାତାୟାତ ବନ୍ଦ ବାଇକ୍‌ ପାର୍‌ କରାଇବାକୁ ନେଉଛନ୍ତି ୨୦୦ ଟଙ୍କା

ରାଇକିଆ, ୩୧/୧୦ (ପ୍ରଦୀପ ବେହେରା): କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ୍‌ରେ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ପୋଲ ଭାଙ୍ଗିଯିବା ଯୋଗୁଁ ଜରୁରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?