Posted inଫୁରସତ

ବିଶ୍ୱର ସବୁଠୁ ମହଙ୍ଗା ହ୍ୟାଣ୍ଡବ୍ୟାଗ୍‌ : ୧.୪୪ କୋଟିରେ ହେଲା ନିଲାମ

ଲଣ୍ଡନ : ବିଶ୍ୱର ସବୁଠୁ ମହଙ୍ଗା ହ୍ୟାଣ୍ଡବ୍ୟାଗ୍‌ ମଧ୍ୟରେ ଶୁମାର ହର୍ମିସ ବିର୍କିନର ଏକ ହ୍ୟାଣ୍ଡବ୍ୟାଗ୍‌ ସ୍ଥାନ ପାଇଛି। ଯାହା ୧.୪୪ କୋଟି ଟଙ୍କାରେ ନିଲାମ ହୋଇଛି। ଏହି ବ୍ୟାଗ୍‌ର ନାଁ ‘ଦ ୨୦୧୫ ହିମାଳୟ ନିଲୋଟିକ୍‌୍‌ସ କ୍ରୋକୋଡାଇଲ୍‌ ବିର୍କିନ ୩୫’ ଦିଆଯାଇଛି। ଏହାର ମୂଲ୍ୟ ୮୮ ହଜାର ୭୯୩ରୁ ୧ ୧ଲକ୍ଷ ୧୪ ହଜାର ୧୬୨ ଡଲାର ଯାହା ଭାରତୀୟ ମୁଦ୍ରାରେ ୧.୪୪ କୋଟି। ଲଣ୍ଡନର କ୍ରିଷ୍ଟି ଏହି ନିଲାମ ଡାକିଛନ୍ତି। ଏହି ମହଙ୍ଗା ହ୍ୟାଣ୍ଡବ୍ୟାଗ୍‌ର ରେକର୍ଡ ଏହାର କମ୍ପାନୀ ନାମରେ ଯାଉଛି। ସେହିପରି ୨୦୧୮ରେ ‘ଦ ମିଟ୍‌ ହିମାଳୟ ନିଲୋଟିକ୍‌ସ କ୍ରୋକୋଡାଇଲ ବିର୍କିନ ୩୫’ ନାମକ ଏକ ହ୍ୟାଣ୍ଡବ୍ୟାଗ୍‌ ୩ ଲକ୍ଷ ୩୨୨ ଡଲାରରେ ନିଲାମ ହୋଇଥିଲା। ଏହି ବ୍ୟାଗ ନିଲାମ ପାଇଁ ୪୧ଟି ଦେଶର ଲୋକ ନିଲାମ ଡାକିଥିଲେ। ଏହି ହ୍ୟାଣ୍ଡବ୍ୟାଗ୍‌ର ନାଁ ଥିଲା ଅଭିନେତା ଏବଂ ଗାୟକ ଜେନ୍‌ ବିର୍କିନଙ୍କ ନାମାନୁସାରେ ରଖାଯାଇଥିଲା। ଏହା ଏମିତି ଏକ ବ୍ରାଣ୍ଡ୍‌ ଯାହାକୁ ହଲିଉଡ୍‌ର ସମସ୍ତ ସେଲିବ୍ରିଟି ଖୁବ୍‌ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

ମଦ ଦୋକାନରେ ଗଣ୍ଡଗୋଳ, ଯୁବକଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ; ଅଭିଯୁକ୍ତ ଗିରଫ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମର ଯୁବକ ଏସ. ରାଜୀବ ରେଡ୍ଡୀ ଚୈତନ୍ୟପୁର ଗ୍ରାମର ଦେବ ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ କରି…

ଏନ୍‌ଏସି ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପ୍ରସ୍ତୁତି

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ସାଙ୍ଗଠନିକ ସଭା ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

ଭାଜପା ମୁହାଁ ନେତା କର୍ମୀ

ହାଟଡିହୀ,୨୦।୯(ଶୁଭକାନ୍ତ ନାୟକ): ଆଗକୁ ପଞ୍ଚାୟତ ନିର୍ବାଚନ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ,…

ବିହାରୀ କଏଦୀ ଫେରାର ଘଟଣା: ଚୌଦ୍ୱାର ଜେଲ ଅଧୀକ୍ଷକ ଗିରଫ

କଟକ,୨୦।୯(ପ୍ରଭୁ କଲ୍ୟାଣ ପାଲ ): ବିହାରୀ କଏଦୀ ଫେରାର ଘଟଣାରେ ଗିରଫ ହେଲେ ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳ। ଜେଲ ମିନିଟି ବୁକ୍‌ରେ ଜାଲିଆତି ନେଇ…

ଅଡବା ପୋଲିସକୁ ବଡ଼ ସଫଳତା, ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ହଜାରେ କେଜି ଜବତ

ମୋହନା,୨୦।୯( ମନ୍ମଥ ମିଶ୍ର ): ଗଜପତି ଜିଲାରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଅଡବା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି…

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?