ଖାଦ୍ୟ କିଟ୍‌ ବଣ୍ଟନ

ଖଇରା, ୨୮।୪(ଡି.ଏନ.ଏ.)-ନୂଆଦିଲ୍ଲୀରେ ଆୟକର ବିଭାଗରେ ଡେପୁଟି କମିଶନର ଭାବେ କାର୍ଯ୍ୟରତ ବାଲେଶ୍ୱର ଜିଲା ଖଇରା ବ୍ଲକ ନୂଆଗାଁ ବଡ ଗ୍ରାମର ଆଶିଷ କୁମାର ପଣ୍ଡା ନିଜ ଅଞ୍ଚଳରେ ଅସହାୟମାନଙ୍କ ପାଇଁ ସହଯୋଗ ଅବ୍ୟାହତ ରଖିଛନ୍ତି ା ଖଇରା ଓ ସିମୁଳିଆ ବ୍ଲକରେ ତାଙ୍କ ସମ୍ପର୍କୀୟଙ୍କ ସହାୟତାରେ ଗାଁ ଗାଁ ବୁଲି ମାସ୍କ ଓ ଶୁଖିଲା ଖାଦ୍ୟ କିଟ୍‌ ବଣ୍ଟନ କରିଛନ୍ତି। ସୋମବାର ଖଇରା ପଞ୍ଚାୟତର ବଣପାରିଆ ମହତୀପୁର ପଞ୍ଚାୟତର ମହତୀପୁର, ଗନ୍ଧାଳୀ, ଗୋପାଳବେଡା, ଫଗୁଣା, ବିଣାପୁର ଗ୍ରାମ ଗୋବିନ୍ଦପୁର ପଞ୍ଚାୟତର ଚନ୍ଦ୍ରାଟିକିରି ଓ ବଡଟିକିରି, ସାରଡାଙ୍ଗ ପଞ୍ଚାୟତର ଅଲିପୁର ଗ୍ରାମକୁ ଯାଇ ଲୋକମାନଙ୍କୁ ହାତ ଧୁଆ ଓ ସାମାଜିକ ଦୂରତା ରଖିବା ଭଳି ସଚେତନତା ବାର୍ତ୍ତା ଲୋକମାନଙ୍କୁ ପ୍ରଦାନ କରିବା ପରେ କିଟ୍‌ ହସ୍ତାନ୍ତର କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଗଦିଶ ପଣ୍ଡା, ହରିହର ପଣ୍ଡା, ଭାଜପାର ଜିଲା କାର୍ଯ୍ୟକାରିଣୀ ସଭ୍ୟ ଅଜୟ ବେହେରା, ଭାଜପା ଯୁବମୋର୍ଚ୍ଚାର ପ୍ରାକ୍ତନ ସଭାପତି ଆଲୋକ ପଣ୍ଡା, ଅଦ୍ୱୈତ ପ୍ରସାଦ ଦାଶ, ମାୟାଧର ପାଣିଗ୍ରାହୀ, ସାରଡାଙ୍ଗ ଭାଜପା ପ୍ରମୁଖ ବୁଲୁ ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା ନେଲା ଜୀବନ: ରେମୁଣାରେ ମାଟି କାନ୍ଥ ଭୁଷୁଡ଼ି ବାପା ମୃତ, ପୁଅ ଗୁରୁତର

ବାଲେଶ୍ୱର,୨୩ା୯(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରେମୁଣାରେ ବଡ଼ ଅଘଟଣ ଘଟିଯାଇଛି । ଖରିଦମୁଖୁରା ଗ୍ରାମରେ ମାଟି କାନ୍ଥ ଭୁଶୁଡ଼ି ପଡ଼ି ବାପାଙ୍କ ମୃତ୍ୟୁ…

ଝରକା ଗ୍ରୀଲ କାଟି ବ୍ୟାଙ୍କରୁ ଲୁଟ: ପୋଲିସ ତଦନ୍ତ ଆରମ୍ଭ

ବାଲେଶ୍ୱର, ୨୩।୯ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସଦର ବ୍ଲକ ଅନ୍ତର୍ଗତ ଶ୍ରୀରାମପୁରସ୍ଥିତ ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଝରକା ଗ୍ରୀଲ କାଟି…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?