ଏଚ୍‌ଆଇଭି ପୀଡ଼ିତଙ୍କ ଲାଗି ନୂଆ ଆଶା

ବୈଜ୍ଞାନିକମାନେ ମୂଷାର ଡିଏନ୍‌ଏରୁ ସଫଳତାର ସହ ଏଚ୍‌ଆଇଭି ଦୂର କରିପାରିଛନ୍ତି। ଏହି ପଦ୍ଧତି ଆଗକୁ ମଣିଷଙ୍କଠାରେ ପ୍ରୟୋଗ କରାଯିବ ଓ ସଫଳତା ମିଳିବ ବୋଲି ଗବେଷକମାନେ ଆଶାବାଦୀ। ଆମେରିକାର ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡମିନିଷ୍ଟ୍ରେସନ ଏହାକୁ ସ୍ବିକୃତୀ ଦେଲେ ଏହାର କ୍ଲିନିକାଲ ଟ୍ରାଏଲ କରାଯିବ । ଚିକିତ୍ସା ଲାଗି ଆସନ୍ତା ବର୍ଷ ଜିନ୍‌ ଏଡିଟିଂ ଉପାଦାନ ପାଇଁ ଟ୍ରାଏଲ କରାଯିବାର ଯୋଜନା କରାଯିବ। ଆମେରିକାର ଟେମ୍ପଲ୍‌୍‌ ୟୁନିଭର୍ସିଟି ଏବଂ ୟୁନିଭର୍ସିଟି ଅଫ୍‌ ନେବ୍ରାସ୍କା ମେଡିକାଲ୍‌ ସେଣ୍ଟର୍‌ର ୩୦ ଜଣ ଗବେଷକ ଅନୁଧ୍ୟାନ କରି ଏକ ଆଣ୍ଟିଭାଇରାଲ୍‌ ଡ୍ରଗ୍‌ ସହ ଏକ ଜିନ୍‌ ଏଡିଟିଂ ଟୁଲ୍‌ ବା ଯନ୍ତ୍ର କ୍ରିସପର୍‌ ବିକାଶ କରିଛନ୍ତି। ଗବେଷକମାନେ ୨୩ଟି ମୂଷା ମଧ୍ୟରୁ ୯ଟିରୁ ଏଚ୍‌ଆଇଭିକୁ ଦୂର କରିପାରିଛନ୍ତି। ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବି ବୃଦ୍ଧି କରାଯାଇଥିଲା। ଏବେ ଗବେଷକମାନେ ଯେଉଁ ଆଣ୍ଟିଭାଇରାଲ ଡ୍ରଗ୍‌ ବିକାଶ କରିଛନ୍ତି ତାହା ସାଧାରଣ ଥେରାପୀଠାରୁ ବେଶିଦିନ କାମ କରିବ। ନିୟମିତ ଏହାକୁ ସେବନ ନକରି ପ୍ରତି ଦୁଇମାସରେ ଥରେ ଖାଇବାକୁ ପଡିବ। ଗବେଷକଙ୍କ ମତରେ, ଜିନ୍‌ ଏଡିଟିଂରେ ଏଚ୍‌ଆଇଭି ମୁକ୍ତ କରିବା ଏକ ସୁରକ୍ଷିତ ପଦ୍ଧତି ବୋଲି ନିଶ୍ଚିତ କରିବାକୁ ହେବ ଯାହାଦ୍ୱାରା ପୀଡ଼ିିତମାନେ ଏହାକୁ ସହଜରେ ଗ୍ରହଣ କରିବେ। ୧୨ବର୍ଷ ପୂର୍ବରୁ ଜଣଙ୍କୁ ଓ ଏହି ବର୍ଷ ଆରମ୍ଭରୁ ଆଉ ଜଣଙ୍କୁ ଷ୍ଟେମ୍‌ସେଲ୍‌ ଟ୍ରାନ୍ସ୍‌୍‌ପ୍ଲାଣ୍ଟ୍‌ ଦ୍ୱାରା ଏଚ୍‌ଆଇଭି ମୁକ୍ତ କରାଯାଇଥିଲେ ବି ଏହି ଚିକିତ୍ସା ପଦ୍ଧତି ବିପଜ୍ଜନକ ଓ ଏହାର ପାର୍ଶ୍ୱପ୍ରତିକ୍ରିୟା ରହିଛି। ଏଚ୍‌ଆଇଭି ପୀଡିତ ଏହି ପଦ୍ଧତିକୁ କେବେ ବି ଗ୍ରହଣ କରିବେ ନାହିଁ । କିନ୍ତୁ ଏବେ ଗବେଷକମାନେ ବିକାଶ କରିଥିବା ଦୁଇଟି ପଦ୍ଧତି ଗ୍ରହଣୀୟ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ନୂଆ ଅବତାର ଦେଖି ଖେଳ ଜଗତ ଆଶ୍ଚର୍ଯ୍ୟ: ବଦଳାଇ ଦେଲେ…

ନୂଆଦିଲ୍ଲୀ,୧୧।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ‘ଛକା ମାରିବା ମେଶିନ’ କହିବା ଭୁଲ ହେବ ନାହିଁ। ତାଙ୍କ ଟି୨୦ କ୍ୟାରିୟରରେ ସେ ଚୌକା ଅପେକ୍ଷା ଅଧିକ ଛକା ମାରିଛନ୍ତି। ସେ…

ଫ୍ଲାଇଟ୍ ବିଳମ୍ବ ହେବାରୁ ନଷ୍ଟ ହେଲା ଚାଷୀଙ୍କ ଗଛ ! ଏୟାରଏସିଆକୁ କୋର୍ଟଙ୍କ ବଡ଼ ଝଟ୍‌କା, କ୍ଷତିପୂରଣ ଶୁଣିଲେ…

ନୂଆଦିଲ୍ଲୀ,୧୧।୬: ଏୟାର ଏସିଆ ବିମାନ କମ୍ପାନୀର ଉଡ଼ାଣ ବିଳମ୍ବ ଯୋଗୁଁ କେରଳର ଜଣେ ଚାଷୀଙ୍କ ଏକ ଗଛ ନଷ୍ଟ ହୋଇଗଲା। କେରଳର ପାଲକ୍କଡର ବାସିନ୍ଦା ଅବଦୁଲ ଅଜିଜ ହାଇବ୍ରିଡ୍…

ସାଙ୍ଗଙ୍କ ସହ ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଗଲେ ନାବାଳକ, ହଠାତ୍….

ଧର୍ମଶାଳା/ବାରବାଟି,୧୧।୬(ଶିବପ୍ରସାଦ ମହାନ୍ତି/ପ୍ରଭୁଦତ୍ତ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ ଚକଗୋପାଳପୁର ନିକଟ ବ୍ରାହ୍ମଣୀ ନଦୀ ଘାଟରେ ଏକ ଦୁଃଖଦ ଘଟଣା ଘଟିଛି । ନଦୀରେ ଗାଧୋଇବାକୁ…

ଅବକାରୀ ବିଭାଗର SI-ASI ସସ୍‌ପେଣ୍ଡ

କେନ୍ଦ୍ରାପଡ଼ା/ରାଜନଗର,୧୧ା୬(ଜଗନ୍ନାଥ ଧଳ/ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ଥାନା ଅନ୍ତର୍ଗତ ବାରଦିଆ ଗ୍ରାମର ବିନୋଦ ଦାସଙ୍କୁ ଅବକାରୀ ଥାନାରେ ଥାର୍ଡ ଡିଗ୍ରୀ ମାମଲାରେ ଅବକାରୀ କମିଶନର ଅବକାରୀ…

ଥାନା ପରିସରରେ ଗଣଧାରଣା: ସୁରକ୍ଷା ଦାବି କଲେ ୨ ପଞ୍ଚାୟତର ଅଧିବାସୀ

ତିହିଡ଼ି,୧୧ା୬(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ବାରସର ଓ ଗୋବିନ୍ଦପୁର ପଞ୍ଚାୟତର ଶତାଧିକ ଅଧିବାସୀ ଗୁରୁବାର ପୀରହାଟ ଥାନା ସାମ୍ନାରେ ଗଣଧାରଣା…

ହିଲୁଙ୍ଗ ମଣ୍ଡିରୁ ଉଠୁନି ଧାନ, ରାସ୍ତାରୋକୋ କରି ପ୍ରତିବାଦ କଲେ ଚାଷୀ

ଅମରପାଲି,୧୧।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ହିଲୁଙ୍ଗ ମଣ୍ଡିରୁ ଧାନ ଉଠୁ ନଥିବାରୁ ପ୍ରତିବାଦ କରି ରାସ୍ତାରୋକ ଯାଇଛନ୍ତି ଚାଷୀ। ଚାଷୀମାନେ ଧାନ ବିକ୍ରି…

ମମତାଙ୍କ ଦଳରେ ବିଦ୍ରୋହର ସ୍ବର: TMC ଛାଡ଼ିଲେ ଆଉ ଜଣେ ଏମ୍‌ପି, ଏବେ ମାତ୍ର…

କୋଲକାତା,୧୧।୬: ତୃଣମୂଳ କଂଗ୍ରେସ (TMC)ର ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍‌କା। ଦଳର ଏମ୍‌ପିମାନେ ଏକାଠି ହୋଇ ଜଣଙ୍କ ପରେ ଜଣେ ମମତାଙ୍କ ହାତ ଛାଡୁଛନ୍ତି।…

ପ୍ରି-ୱେଡିଂ ସୁଟ୍ ହେଲା କାଳ! ଗଭୀର ପାଣିରେ ଖସିପଡ଼ିଲେ ଯୁବକ, ବାନ୍ଧବୀ ସାମ୍ନାରେ ହେଲା ମୃତ୍ୟୁ

ଜୟପୁର,୧୧।୬: ରାଜସ୍ଥାନର ରାଜସମନ୍ଦ ଜିଲାର ଡିଭେରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ବିବାହ ପୂର୍ବ ଫଟୋସୁଟ୍ ସମୟରେ ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri