ଆଁଠେ କାଦୋରେ ଯାଆସ କରୁଛନ୍‌ ଗାଁବାସୀ

ଜାମଟିକ୍ରା, ୨୬।୮ (ଡି.ଏନ୍‌.ଏ.):  ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ ଖଲିଆପାଲି-ପ୍ରଧାନଟିକ୍ରା ରାସ୍‌ତାର ଅବସ୍‌ତା ବହୁତ ଖରାପ ଅଛେ। ସୁଆଧିନତାର ୭୩ ବଛର ଉତାରୁ ବି ଇ ରାସ୍‌ତାର ଅବସ୍‌ତା ସୁଧ୍‌ରି ନାଇଁପାରି। ଖଲିଆପାଲିରୁ ପ୍ରଧାନଟିକ୍ରା ତକ୍‌ ଅଧ୍‌ କି.ମି. ରାସ୍‌ତା ଆଏଜ୍‌ ବି ମାଟି ରାସ୍‌ତା ହେଇ ପଡ଼ି ରହିଛେ। ଯେନ୍‌ଥିରଲାଗି ଏହେଦେ ବରଷା ଦିନେ ଇ ରାସ୍‌ତାଟା ଲୁକ୍‌କର ଲାଗି ମରନ୍‌ ଯଁତା ପାଲଟିଛେ। ପାଏନ୍‌ କାଦୋ ଭିତରେ ଥାନୀୟ ପ୍ରଧାନଟିକ୍ରାବାସୀ ବଡ଼ା ଗୁଲ୍‌ଗୁଲା ହେଇ ଯାଆସ କରୁଛନ୍‌। ରାସ୍‌ତାଟା ମରାମତି ଅଭାବୁ ଶତାଧିକ୍‌ ଗାଡ଼ଖାଲରେ ପୁରିକରି ଅଛେ। ବରଷା ଦିନେ ଇ ଖାଲମାନ୍‌କେ ପାଏନ୍‌ ଟୁଡ଼ି ସାଧା ଆଏଁଖ୍‌କେ ରାସ୍‌ତାଟା ସମାନ ଦିଶୁଛେ। ହେଲେ ଗାଡ଼ିମଟର, ସାଇକେଲରେ ଗଲାଆଏଲା ଲୋକ୍‌ ଇ ଗାଡ଼ଖାଲମାନକେ ରଝୋ କରି ପଡ଼ୁଛନ୍‌, ଅନେକ ଖଁଡ଼ିଆଡଁଡ଼ିଆ ବି ହେଉଛନ୍‌। ଯେନ୍‌ଥିରଲାଗି ଥାନୀୟ ଅଂଚଲବାସୀକର ଭିତରେ ଗୁଯେ ଅସନ୍‌ତୋଷର ଭାବ୍‌ ଦେଖ୍‌ବାକେ ମିଲୁଛେ। ସତେ ଯେନ୍‌ତା ଏହେଦେ ଇ ରାସ୍‌ତାଟା ଲୁକ୍‌କର ଲାଗି ମରନ୍‌ ଯଁତା ପାଲ୍‌ଟିଛେ, ଫିଦିନ୍‌ ଛୋଟବଡ଼ ଦୁରଘଟନାମାନ ଘଟୁଛେ। ଏହେଦେ ରାସ୍‌ତାର ଅବସ୍‌ତା ଏନ୍‌ତା ଯେ ଚାଏରଚକିଆ ଗାଡ଼ିମଟର ଯିବାର ଆଏବାର ବଁଦ୍‌ ହେଇଯାଇଛେ। ଇଆଡ଼େ ସ୍କୁଲ, କଲେଜରେ ପଢ଼ୁଥିବାର ଅଂଚଲର ଛାତ୍ରୀଛାତ୍ର ଇ ରାସ୍‌ତାରେ ଗଲାଆଏଲା ବେଲେ ନାନା ସମସିଆର ସାମ୍‌ନା କରୁଛନ୍‌। ଥାନୀୟ ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ରାସ୍‌ତାଟା କଂକ୍ରିଟ କରବାକେ ଗାଁବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri