Posted inଖେଳ

ଅଲ୍‌-ଷ୍ଟାର ପୂର୍ବତନ ଖେଳାଳି, ମ୍ୟାନେଜର ଓ୍ବାଟ୍‌ସନଙ୍କ ପରଲୋକ

ହ୍ୟୁଷ୍ଟନ,୧୫।୫ (ଏପି): ଆମେରିକା ଓ କାନାଡ଼ା ପର୍ଯ୍ୟବେଷିତ ଜଣାଶୁଣା ପେସାଦାର ବାସ୍କେଟବଲ୍‌ ଲିଗ୍‌ ଏମ୍‌ଏଲବିର ଅଲ- ଷ୍ଟାର ଦଳର ପୂର୍ବତନ ଖେଳାଳି ତଥା ଜେନେରାଲ ମ୍ୟାନେଜର ଓ କାର୍ଯ୍ୟନିର୍ବାହୀ ବବ୍‌ ଓ୍ବାଟସନ ୭୪ ବର୍ଷରେ ପରଲୋକ ଗମନ କରିଛନ୍ତି। ସେ ପ୍ରଥମ କୃଷ୍ଣକାୟ ମ୍ୟାନେଜର ଭାବେ ଓ୍ବାଲ୍ଡ ସିରିଜ ବିଜୟୀ ହୋଇଥିଲେ। ୧୯୯୬ରେ ସେ ନ୍ୟୁୟର୍କ ୟାନ୍‌କିଜ୍‌ ସହିତ ଏହି ସଫଳତା ପାଇଥବଲେ।
ହଷ୍ଟନ ଆଷ୍ଟ୍ରୋସ୍‌ ତରଫରୁ ଓ୍ବାଟସନ ତାଙ୍କର ପ୍ରଥମ ୧୪ଟି ମେଜର ଲିଗ୍‌ ସେସନ ଖେଳିଥିଲେ। ଓ୍ବାଟସନଙ୍କ ମୃତ୍ୟୁଖବର ହଷ୍ଟନ ଆଷ୍ଟ୍ରୋସ୍‌ ତରଫରୁ ଗୁରୁବାର ଘୋଷଣା କରାଯାଇଥିଲା। ତେବେ ତାଙ୍କ ମୃତ୍ୟୁ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯାଇନାହିଁ। ଦି ବୁଲ୍‌ ନାମରେ ପରିଚିତ ଥିବା ଓ୍ବାଟସନ ୧୯୭୩ ରେ ଅଲ- ଷ୍ଟାର ଟିମ୍‌ରେ ଯୋଗ ଦେଇଥିଲେ। ସେ ଜଣେ ଉଚ୍ଚକୋଟୀର ଖେଳାଳି ଥିଲେ। ମେଜର ଲିଗ୍‌ ଇତିହାସରେ ସେ ୧ ମିଲିଅନ୍ଥ ରନ୍‌ କରିବାର ବିରଳ ରେକର୍ଡ ସୃଷ୍ଟି କରିଥିଲେ। ୧୯୭୫ ମେ ୪ ତାରିଖରେ ସେ କାଣ୍ଡଲେଷ୍ଟିକ ପାର୍କରେ ସାନ ଫ୍ରାନସିସ୍କୋର ଜିଆଣ୍ଟ୍ସ ବିପକ୍ଷରେ ଏହି ସଫଳତାର ପାଇଥିଲେ।
ଓ୍ବାଟସନ ୧୯୭୯ରେ ବୋଷ୍ଟନ, ୧୯୮୦-୮୨ ମଧ୍ୟରେ ୟାନ୍‌କିଜ୍‌, ୧୯୮୨-୮୪ ମଧ୍ୟରେ ଆଟଲାଣ୍ଟା ବ୍ରେଭ୍ସ ତରଫରୁ ଖେଳିଥିଲେ। ଅବସର ଗ୍ରହଣ କରିବା ପରେ ଓ୍ବାଟସନ୍‌ କୋଚିଂ ଦେବା ଆରମ୍ଭ କରିଥିଲେ। ତାଙ୍କ ତତ୍ତ୍ୱାବଧାନରେ ୧୯୮୮ରେ ଓକ୍‌ଲାଣ୍ଡ ଆଥଲେଟିକ୍ସ ଆମେରିକାନ ଲିଗ୍‌ ପିନାଣ୍ଟ ଜିତିଥିଲା। ଦ୍ୱିତୀୟ କୃଷ୍ଣକାୟ ଜେନେରାଲ ମ୍ୟାନେଜର ଭାବେ ସେ ସେ ମେଜର ଲିଗ୍‌ ଇତିହାସରେ ଆଷ୍ଟ୍ରୋସ୍‌ ପାଇଁ ୧୯୯୩ରେ କାର୍ଯ୍ୟକରିବାର ସୁଯୋଗ ହାସଲ କରିଥିଲେ। ୧୯୯୫ରେ ଓ୍ବାଟସନ ୟାନକିଜ୍‌ ପାଇଁ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ ଓ ୧୯୯୬ ଦଳକୁ ବିଶ୍ୱ ସିରିଜ ବିଜେତା କରାଇଥିଲେ। ୧୯୯୭ ପରେ ସେ ୟାନକିଜ୍‌ରୁ ଅବସର ଘୋଷଣା କରିଥିଲେ। ପରେ ସେ ମେଜର ଲିଗ ବାସ୍କେଟବଲ୍‌ର ଉପ- ସଭାପତି ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ: ୫ କେନ୍ଦ୍ରରେ ୭୧୧ ବିଦ୍ୟାର୍ଥୀ ପରୀକ୍ଷା ଦେଲେ

ଖଜୁରିପଡ଼ା,୧୯ା୨(ବିଦୁର ବେହେରା): ଚଳିତ ବର୍ଷ ଫେବୃଆରୀ ୧୯ ଗୁରୁବାରଠାରୁ ମ୍ୟାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ଶେଷ ହେବ। ଖଜୁରିପଡ଼ା ଗୋଷ୍ଠୀ ଶିକ୍ଷା ବିଭାଗ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri