ଟ୍ରେନ୍‌ ଲାଇନରେ ବସି ଫଟୋଶୁଟ୍‌ କଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ ଜରୀନ୍‌ ଖାନ୍‌ ବଲିଉଡ୍‌ ସାଙ୍ଗକୁ ପଞ୍ଜାମ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ ଦ୍ୱାରା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଫିଲ୍ମ ସାଙ୍ଗକୁ ସୋସିଆଲ ମିଡିଆରେ ମଧ୍ୟ ସେ ଖୁବ୍‌ ସକ୍ରିୟ। ତାଙ୍କ ଫଟୋ ଏବଂ ଭିଡିଓ ଅନେକ ସମୟରେ ସୋସିଆଲ ମିଡିଆରେ ଧୂମ୍‌ ମଚାଇଥାଏ। ନିକଟରେ ଜରୀନ୍‌ଙ୍କର ଏକ ଫଟୋଶୁଟ୍‌ ଦେଖିବାକୁ ମିଳୁଛି। ଏଥିରେ ସେ ଟ୍ରେନ୍‌ ଲାଇନ୍‌ ଉପରେ ବଶି ଫଟୋଶୁଟ୍‌ କରୁଛନ୍ତି। ଏହି ଅବସରରେ ସେ କଳା ରଙ୍ଗର ସୁଟ୍‌ ପିନ୍ଧିଥିବାର ଦେଖିବାକୁ ମିଳୁଛି। ଅଭିନେତ୍ରୀ ତାଙ୍କର ଏହି ଫଟୋକୁ ନିଜର ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଏହାକୁ ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ଲାଇକ୍‌ କରିବା ସହ କମେଣ୍ଟ ମଧ୍ୟ କରିଛନ୍ତି।

Share