ବେଳେବେଳେ ଏମିତି ପରିସ୍ଥିତି ଆସେ ଯେ, ଆପଣ ଜଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଚାହୁଁଥିବେ, ହେଲେ ପାଖରେ ଅନ୍ୟ ଲୋକ ଥିବାରୁ କହିପାରୁ ନ ଥିବେ। ଏମିତିରେ ଭାରି ବ୍ୟସ୍ତ ଲାଗେ। କଥା ଜରୁରୀ ହୋଇଥିଲେ ବି କହି ହେବ ନାହିଁ। ଏଭଳି ସ୍ଥିତିକୁ ନଜରରେ ରଖି ମାସାଚୁସିଟ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନଲୋଜିର ଜଣେ ଅନୁସନ୍ଧାନକର୍ତ୍ତା ତିଆରି କରିଛନ୍ତି ଏଭଳି ଏକ ଡିଭାଇସ୍ ଯେଉଁଥିରେ ଆପଣ ପାଟି ନ ଖୋଲି ଅନ୍ୟ ଜଣଙ୍କ ସହ କଥା ହୋଇପାରିବେ। ଅର୍ଥାତ୍ ଏହି ଡିଭାଇସ୍ ଦ୍ୱାରା ପାଖପାଖି ଦୁଇଜଣ ବ୍ୟକ୍ତିଙ୍କ ମନର କଥାକୁ ଉଭୟେ ଜାଣିପାରିବେ। ଏହି ମେସିନ ମସ୍ତିସ୍କ ପଢି ନ ଥାଏ ବରଂ ସବ୍ଭୋକାଲାଇଜେସନ୍ ଆଧାରରେ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ବାର୍ତ୍ତା ସଂଚାର କରିବ। ସାଧାରଣତଃ ଆମେ ଯେତେବେଳେ କୌଣସି ଶବ୍ଦକୁ ମସ୍ତିସ୍କରେ ଭାବୁ ସେହି ସମୟରେ ଆମ ପାଟିରେ ବହୁତ ଛୋଟ ଓ ଅଦୃଶ୍ୟ ମୁଭମେଣ୍ଟ ହୋଇଥାଏ। ଯାହାକୁ ସବ୍ଭୋକାଲାଇଜେସନ୍ କୁହାଯାଏ। ଅର୍ଥାତ୍ ଯଦି କେହି ମନ ଭିତରେ ବା ଆନ୍ତରିକଭାବେ କୌଣସି ଶବ୍ଦ କହିବାକୁ ଚେଷ୍ଟା କରନ୍ତି ସେତେବେଳେ ଚେହେରାର ତଳଭାଗ ଏବଂ ବେକର ତ୍ୱଚାରେ ଯେଉଁ ବୈଦ୍ୟୁତିକ ତରଙ୍ଗ ସୃଷ୍ଟି ହୁଏ ତାକୁ ଉକ୍ତ ହେଡସେଟ୍ ପରି ପିନ୍ଧାଯାଉଥିବା ଯନ୍ତ୍ର ମାଧ୍ୟମରେ ପଢି ହେବ। ଆଉ ଜାଣିହେବ ଶବ୍ଦଟି କଣ। ଏହି ଯନ୍ତ୍ରର ନାମ ହେଉଛି ‘ଅଲ୍ଟରଇଗୋ’।
Posted inUncategorized View All
୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ: ଏବେ ବି ଟୋକନ ଅପେକ୍ଷାରେ…
ଭୁବନେଶ୍ୱର,୨୫।୩: ରାଜ୍ୟରେ ୭ ଦିନ ପରେ ଶେଷ ହେବ ଖରିଫ ଧାନ ସଂଗ୍ରହ। ଏବେ ବି ୧ ଲକ୍ଷ ୬୩ ହଜାର ଚାଷୀ ୭ ଦିନ ପରେ…
ମିଳିଲା ଢାବା ମାଲିକଙ୍କ ଗାଡ଼ି: ବଡଦେବତାରୁ ଚୋରି ହୋଇଥିବା ଗାଡ଼ି ପଟଙ୍ଗି ଜଙ୍ଗଲରୁ …
ନନ୍ଦପୁର/ପାଡୁଆ,୨୪।୩:(ତୁଷାର କାନ୍ତ ମହାନ୍ତ/ଶଙ୍କର ପୂଜାରୀ): କୋରାପୁଟ ଜିଲା ପାଡୁଆ ପୋଲିସର ବଡ଼ ସଫଳତା। ଗତ ରବିବାର ରାତିରେ ବଡଦେବତା ମନ୍ଦିର ଛକ ଢାବା ମାଲିକଙ୍କ ଚୋରି ହୋଇଥିବା…
ଜାରି ହେଲା ନୂଆ ସିଡ୍ୟୁଲ, ଜାଣନ୍ତୁ ରୋହିତ ବିରାଟ ଖେଳିବେ କେତୋଟ ମ୍ୟାଚ
ନୂଆଦିଲ୍ଲୀ,୨୧।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ପାଇଁ ଅପେକ୍ଷା ଶେଷରେ ଶେଷ ହେବାକୁ ଯାଉଛି, ଟୁର୍ଣ୍ଣାମେଣ୍ଟ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଉଦଘାଟନୀ ମ୍ୟାଚ…
କାରଣ କହି ଭାଜପା ଛାଡିଲେ ଜୀବନ ପ୍ରଦୀପ ଦାଶ
ଭୁବନେଶ୍ୱର,୧୩।୧୧: ଭାଜପା ଛାଡ଼ିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ। ରବୀନ୍ଦ୍ର ଜେନା ଭାଜପାରେ ସାମିଲ ହେବା ପରେ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରେସମିଟ୍ କରି…
ରସୁଲଗଡ଼ରେ ଚାଞ୍ଚଲ୍ୟ: ୟୁଟ୍ୟୁବ ବ୍ଲଗରଙ୍କୁ ଜିଜିପି କଲୋନୀରେ ହତ୍ୟା
ଭୁବନେଶ୍ୱର,୧।୩: ରାଜଧାନୀରେ ପୁଣି ଗଡିଲା ମୁଣ୍ଡ। ରସୁଲଗଡ଼ ନିକଟ ଜିଜିପି କଲୋନୀରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ଜଣଙ୍କ ରାହୁଲ ମହାରଣା। ସେ…
୫ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଟପିଲା
ଭୁବନେଶ୍ୱର, ୨୨।୨ (ବନ୍ଦନା ସେଠୀ) : ରାଜ୍ୟରେ ଦିନ ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି। ଆଞ୍ଚଳିକ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…
ବିଷାକ୍ତ ଶିଳ୍ପର ଯାତ୍ରା
ମାନବ ସଭ୍ୟତାର ସବୁଠାରୁ ବଡ଼ ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ହେଉଛି, ଯେତେବେଳେ ଶିଳ୍ପ ଏବଂ ଲାଭ ପାଇଁ ଭୋକ ବୃଦ୍ଧି ପାଇଛି, ସେତେବେଳେ ପ୍ରଥମେ ମାନବ…
ବିଜେଡି କାହାକୁ କରିବ ରାଜ୍ୟ ସଭା ପ୍ରାର୍ଥୀ: ଏମିତି କିଛି କହିଲେ ଅଶୋକ ପଣ୍ଡା
ଭୁବନେଶ୍ୱର,୧୪।୨: ବିଜେଡିର ରାଜ୍ୟ ସଭା ପ୍ରାର୍ଥିତ୍ୱକୁ ନେଇ ମତ ରଖିଲେ ଅଶୋକ ପଣ୍ଡା। ସେ କହିଛନ୍ତି, ସାଙ୍ଗଠନିକ ଦକ୍ଷତା, ଅଭିଜ୍ଞତା, ଦଳ ପ୍ରତି ଆନୁଗତ୍ୟ ଓ ଅବଦାନ…
Archives

