ଯୋଗ-ଆୟୁର୍ବେଦ ଏକ ଜନ ଆନ୍ଦୋଳନ

ନୂଆଦିଲ୍ଲୀ,୫ା୮ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ପତଞ୍ଜଳି ଯୋଗପୀଠର ସାଧାରଣ ସମ୍ପାଦକ ତଥା ପତଞ୍ଜଳି ବିଶ୍ୱବିଦ୍ୟାଳୟର କୁଳପତି ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣାଙ୍କ ୫୦ ତମ ଜନ୍ମଦିବସ ପରିପ୍ରେକ୍ଷୀରେ ସ୍ବର୍ଣ୍ଣ ଜୟନ୍ତୀ ମହୋତ୍ସବ ବା ଜଡ଼ିବୁଟ ଦିବସ ଭାବେ ପାଳନ କରାଯାଇଥିଲା। ଏପରିକି ସ୍ବାଧୀନତାର ୭୫ତମ ବର୍ଷ ଅବସରରେ ଆଚାର୍ଯ୍ୟ ବାଲ୍‌କ୍ରିଷ୍ଣାଙ୍କ ଦ୍ୱାରା ରଚିତ ୭୫ଟି ଲେଖା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିଲା। ସେହିଭଳି ବିଭିନ୍ନ ରୋଗର ଚିକିତ୍ସା ପାଇଁ ୫୧ଟି ନୂତନ ଔଷଧର ଲୋକାର୍ପଣ କରାଯାଇଥିଲା।
ଏହି ଅବସରରେ ଉତ୍ତରାଖଣ୍ଡ ରାଜ୍ୟପାଳ ଏଲ୍‌ଜି ଗୁରୁମିତ ସିଂହ ବାଲ୍‌କ୍ରିଷ୍ଣାଙ୍କର ୫୦ ତମ ଜନ୍ମଦିନରେ ଆଚାର୍ଯ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେହିଭଳି ସ୍ବାମୀ ରାମଦେବ କହିଛନ୍ତି, ଭାରତୀୟ ଜ୍ଞାନ କ୍ଷେତ୍ରରେ ଆୟୁର୍ବେଦ ପରମ୍ପରାରେ ସମ୍ମାନିତ ଆଚାର୍ଯ୍ୟ କେବଳ ଇତିହାସ ଲେଖି ନାହାନ୍ତି ବରଂ ଇତିହାସ ସୃଷ୍ଟି କରିଛନ୍ତି। ସ୍ବାଧୀନତାର ୭୫ତମ ବର୍ଷ ଅବସରରେ ୭୫ଟି ପୁସ୍ତକ ପତଞ୍ଜଳିରୁ ଗ୍ରହଣ କରାଯାଉଛି। ଆଜି ତିନୋଟି ବଡ କାମ ଏକାସାଙ୍ଗରେ କରାଯାଉଛି। ପ୍ରଥମ- ଭାରତୀୟ ଜ୍ଞାନ ପରମ୍ପରାରେ ଏକ ନୂତନ ଅବଦାନ, ଯାହା ଆଗାମୀ ସମୟରେ, ଯେତେବେଳେ ବି ଆୟୁର୍ବେଦର ଇତିହାସ ହଜାର ହଜାର ବର୍ଷ ସ୍ମରଣୀୟ ହୋଇ ରହିବ,ଆଚାର୍ଯ୍ୟଙ୍କର ଅବଦାନ ସୁବର୍ଣ୍ଣ ଅକ୍ଷରରେ ଲେଖାଯିବ। ଦ୍ୱିତୀୟ- ଆୟୁର୍ବେଦରେ ଅନେକ ରୋଗ ବିଷୟରେ ଉଲ୍ଲେଖ କରାଯାଇ ନ ଥିଲା, ସମୟ ସହ ରୋଗ ବଢ଼ିବାରେ ଲାଗିଲା, ସେମାନଙ୍କ ଚିକିତ୍ସା ପାଇଁ ୫୧ଟି ନୂତନ ଔଷଧ ତିଆରି କରି ପତଞ୍ଜଳି ମାଧ୍ୟମରେ ଔଷଧ କ୍ଷେତ୍ରରେ ବହୁତ ବଡ଼ କାର୍ଯ୍ୟ ଚାଲିଛି। ପତଞ୍ଜଳି ମାଧ୍ୟମରେ ଆମେ ଆମର ପୂର୍ବଜମାନେ ଦେଇଥିବା ଜ୍ଞାନରେ ନୂତନ ଜ୍ଞାନ, ନୂତନ ଅନୁସନ୍ଧାନ, ନୂତନ ଆଧ୍ୟାତ୍ମିକ ଅଭ୍ୟାସ ଏବଂ ନୂତନ ସେବା ଅନ୍ତର୍ଭୁକ୍ତ କରିଛୁ। ଆଜି ଯୋଗ-ଆୟୁର୍ବେଦ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ତୃତୀୟ-ଭାରତୀୟ ଶିକ୍ଷା ବୋର୍ଡ ଗଠନ ଯେଉଁଠାରେ ଗୋଟିଏ ପଟେ ସମଗ୍ର ବିଶ୍ୱ ଶିକ୍ଷାର ନୂତନ ଦିଗ ଖୋଜୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

Gold Silver Price: ରେକର୍ଡ ଭାଙ୍ଗିଲା ସୁନା ଦର, ରୂପା ଏକାଥରେ ୮ ହଜାର…..

ନୂଆଦିଲ୍ଲୀ,୨୬।୧୨:  ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି କିନ୍ତୁ ସୁନା ଏବଂ ରୂପାର ଚମକ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ । ବର୍ଷର ଶେଷ ଦିନଗୁଡ଼ିକରେ...

୯ ଟଙ୍କା ଛୁଇଁଲାଣି ଅଣ୍ଡା ଦର: କେବେ ମିଳିବ ଆଶ୍ୱସ୍ତି, କାହିଁକି ହେଉଛି ମହଙ୍ଗା?

ଭୁବନେଶ୍ୱର,୨୬।୧୨: ଭାରତର ଅନେକ ସହରରେ ଗୋଟିଏ ଅଣ୍ଡା ଦର ୮ ଟଙ୍କା କିମ୍ବା ତା’ଠାରୁ ଅଧିକରେ ବିକ୍ରି ହେଉଥିବା ବେଳେ ଏହି ଶୀତଦିନେ ଅଣ୍ଡା ଦର...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

ଅବସରବେଳେ ଦରକାର ୧କୋଟି ଟଙ୍କା? ଏହି ଫର୍ମୂଲାରେ ୫ମାସରେ ମିଳିଯିବ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୩।୧୨:ଲୋକମାନେ ପ୍ରାୟତଃ ଅବସର ସମୟରେ କୋଟି କୋଟି ଟଙ୍କାର କର୍ପସ ପାଇବାର ସ୍ୱପ୍ନ ଦେଖନ୍ତି, କିନ୍ତୁ କେବଳ କିଛି ଲୋକ ଏହି ସୱପ୍ନକୁ ପୂରଣ କରିପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri