Categories: ଫୁରସତ

ବିଶ୍ୱ ସୁନାମି ସଚେତନତା ଦିବସ

୨୦୦୪ରେ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ସୁନାମିରେ ପାଖାପାଖି ୧୪ ଦେଶ କ୍ଷତିଗ୍ରସ୍ତ ହୋଇଥିଲା। ଶ୍ରୀଲଙ୍ଗା, ଭାରତ, ଇଣ୍ଡୋନେସିଆ ଏବଂ ଥାଇଲାଣ୍ଡର ପାଖାପାଖି ୨,୨୭,୦୦୦ ଲୋକଙ୍କ ଜୀବନ ଚାଲିଯାଇଥିଲା। ଏହାର କିଛିବର୍ଷ ପରେ ସୁନାମି ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱବ୍ୟାପୀ ସୁନାମି ସଚେତନତା ଦିବସ ପାଳନ ଅରମ୍ଭ ହୋଇଥିଲା। ୨୦୧୫ ଡିସେମ୍ବରରେ ଜାତିସଂଘ ସାଧାରଣ ସଭାରେ ଏ ନେଇ ପ୍ରସ୍ଥାବ ଗୃହୀତ ହୋଇଥିଲା। ପ୍ରତିବର୍ଷ ନଭେମ୍ବର ୫ରେ ଏହି ଦିବସ ପାଳନ କରାଯାଉଛି।

Share