Posted inଜାତୀୟ

‘ମନ୍‌ କି ବାତ୍‌’ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା, ମୋଦି କହିଲେ ଦେଶବାସୀଙ୍କ ଉପରେ…

ନୂଆଦିଲ୍ଲୀ,୩୦ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ତିନିମାସ ଧରି ଚାଲିଥିବା ଲୋକ ସଭା ନିର୍ବାଚନ ଏବଂ ପରେ ଶପଥ ଗ୍ରହଣ ହେତୁ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଭାଗ ନେଉ ନ ଥିଲେ। ତେବେ ବର୍ତ୍ତମାନ ନିର୍ବାଚନ ଶେଷ ହୋଇଛି ଏବଂ ପ୍ରଧାନମନ୍ତ୍ରୀ ଏହି ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ରବିବାର ମନ୍‌ କି ବାତ୍‌ର ୧୧୧ ତମ ପର୍ଯ୍ୟାୟ ଥିଲା।

ଏଥିରେ ପ୍ରଧାନମନ୍ତ୍ରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା କଥା କହିଛନ୍ତି। ଆସନ୍ତା ସପ୍ତାହରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ଦେଶବାସୀଙ୍କ ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ମଧ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।

ଏଥିସହିତ ଏହି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଜାତୀୟ ସ୍ବାର୍ଥ ସହ ଜଡ଼ିତ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ। ଏଥିରେ ସେ ଯୋଗ ବିଷୟରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଜୁନ୍‌ ୧୮ରେ ଘୋଷଣା କରିଥିଲେ ଯେ, ଜୁନ୍‌ ୩୦ରୁ ଦେଶବାସୀ ପୁଣି ଥରେ ‘ମନ୍‌ କି ବାତ୍‌’ ରେଡିଓ କାର୍ଯ୍ୟକ୍ରମ ଶୁଣିବାର ସୁଯୋଗ ପାଇବେ। ସେ ଲୋକଙ୍କୁ ନିବେଦନ କରିଛନ୍ତି ଯେ, MyGov Open Forum ଏବଂ ନମୋ ଆପ୍‌ରେ ସେମାନଙ୍କର ଧାରଣା ପଠାଇ ପାରିବେ, ଯାହା ‘ମନ୍‌ କି ବାତ୍‌’ ରେଡିଓ କାର୍ଯ୍ୟକ୍ରମରେ ଆଲୋଚନା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୨ ମାସ ପରେ ପ୍ରେମିକ ସହ ଫେରାର ସ୍ତ୍ରୀ: ସ୍ୱାମୀ ଓ ମଧ୍ୟସ୍ଥିଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୩୦।୧: କର୍ଣ୍ଣାଟକର ଦାବଣଗେରେ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ବିବାହର ମାତ୍ର ଦୁଇ ମାସ ପରେ ଜଣେ ମହିଳା ନିଜ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି।…

ବିରାଟ କୋହଲି ନୁହେଁ, ଇନଷ୍ଟାଗ୍ରାମରୁ ସବୁଠୁ ଅଧିକ ଟଙ୍କା ରୋଜଗାର କରନ୍ତି ଏହି ଖେଳାଳି, ନାଁ ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୩୦।୧: ଭାରତୀୟ କ୍ରିକେଟର୍‌ ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ପୁଣି ଆକ୍ଟିଭ୍‌ ହୋଇଯାଇଛି। ଗୋଟିଏ ଦିନ ପୂର୍ବରୁ ହଠାତ୍‌ ତାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଥିଲା। ବନ୍ଦ ହୋଇଯିବା…

Video: ଷ୍ଟେଜ ଉପରେ ଏମିତି ରୋମାନ୍ସ କଲେ କପଲ, ଦୌଡି ଆସିଲେ ପଣ୍ଡିତ, ଭିଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୩୦।୧: ସୋସିଆଲ ମିଡିଆରେ ପ୍ରାୟତଃ ବିବାହ ଭିଡିଓ ଭାଇରାଲ ହୁଏ, କିନ୍ତୁ ଏଥର ଏକ ବିବାହ ଭିଡିଓ ବିତର୍କ ସୃଷ୍ଟି କରିଛି। ଏକ ଭାଇରାଲ ଭିଡିଓରେ, ବିବାହ…

ଛାତିଥରା! ଜବରଦସ୍ତି ପ୍ରସବ କରାଇବା ବେଳେ କଟିଗଲା ଶିଶୁର ମୁଣ୍ଡ, ଆଶାକର୍ମୀ ଫେରାର

ଲକ୍ଷ୍ନୌ,୩୦।୧: ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲାରୁ ସାମ୍ନାକୁ ଆସିଛି ଛାତିଥରା ଘଟଣା । ପ୍ରସବ ସମୟରେ ଛୁଆର ମୁଣ୍ଡ କଟିଯାଇଛି । ଜଣେ ଆଶାକର୍ମୀ ବଳପୂର୍ବକ ପ୍ରସବ କରାଯାଇଥିବା…

ଭୁବନେଶ୍ୱର ଆସିଲା ରାଉରକେଲାରେ କ୍ରାଶ ହୋଇଥିବା ବିମାନ ଇଞ୍ଜିନ, ଏହା ପରେ ସିଧାସଳଖ ଯିବ…

ଭୁବନେଶ୍ୱର,୩୦ା୧: ରାଉରକେଲାରେ କ୍ରାଶ ହୋଇଥିବା ବିମାନର ଇଞ୍ଜିନ ଭୁବନେଶ୍ୱର ଆସିଛି। ଏହା ପରେ ଭୁବନେଶ୍ୱରରୁ ବିମାନ ଇଞ୍ଜିନ ସିଧାସଳଖ କାନାଡ଼ା ଯିବାନେଇ ସୂଚନା ମିଳିଛି। ବିମାନ ଇଞ୍ଜିନ…

ଶରଦ ପାୱାର ନିଷ୍ପତ୍ତି ନେବେ ମହାରାଷ୍ଟ୍ରର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ! NCP ମିଶ୍ରଣର ବଡ଼ ସଙ୍କେତ

ନୂଆଦିଲ୍ଲୀ,୩୦।୧: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟିର ଅଜିତ ପାୱାର ଗୋଷ୍ଠୀ ଏବଂ ଶରଦ ପାୱାର ଗୋଷ୍ଠୀର ମିଶ୍ରଣ ଖୁବ୍‌ଶୀଘ୍ର ହେବ ବୋଲି ବିଶ୍ୱାସ କରାଯାଉଛି। ଏହା ପାୱାର ପରିବାରର…

ନବ ଦାସ ମୃତ୍ୟୁ ଘଟଣା, ଝିଅ ଦୀପାଳିଙ୍କ ଭାଷଣକୁ ନେଇ ବଢିଲାଣି ଚର୍ଚ୍ଚା!

ଭୁବନେଶ୍ୱର,୩୦।୧: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁକୁ ଏହା ଭିତରେ ୩ ବର୍ଷ ପୂରଣ ହୋଇଗଲାଣି। ୨୯ ଜାନୁଆରୀ ଗୁରୁବାର ନବଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ସଭା ଝାରସୁଗୁଡା…

Kolkata: ଆରଜି କର ମେଡିକାଲ କଲେଜ ବଳାତ୍କାର ପୀଡ଼ିତାଙ୍କ ମାତାପିତା ଲଢିବେ ନିର୍ବାଚନ!

କୋଲକାତା,୩୦।୧: ୯ ଅଗଷ୍ଟ, ୨୦୨୪ରେ କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବଳାତ୍କାରର ଶିକାର ହୋଇଥିବା ମହିଳା ଡାକ୍ତରଙ୍କ ମାତାପିତା କହିଛନ୍ତି, ‘ଆମକୁ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri