ବାଙ୍କୀ,୩।୯: ମହାନଦୀରେ ଭାସି ମହିଳା ନିଖୋଜ ଘଟଣାରେ ଆସିଲା ନୂଆ ଟୱିଷ୍ଟ। ପୁରୁଷ ବନ୍ଧୁଙ୍କ ସହ ଉଦ୍ଧାର ହେଲେ ମିଛ ନାଟକ ରଚିଥିବା ମହିଳା।ତେବେ ମହିଳାଙ୍କ ନିଖୋଜ ହେବା ଘଟଣା ମିଛ। ପୁରୀରୁ ମିହିଳାଙ୍କ ପତ୍ତା ମବା ପରେ ପୁରୀ ଚୁଡ଼ଙ୍ଗ ସାହିରୁ ଉଭୟଙ୍କୁ ପୋଲିସ ଉଦ୍ଧାର କରିଛି । ପୁରୀ ଟାଉନ ଥାନାରେ ଉଭୟଙ୍କୁ ଅଟକ ରଖି ପଚରାଉଚରା ଚାଲିଛି।


