ମସ୍କଙ୍କ ବିରୋଧରେ ଟୁଇଟର ମାମଲାର ଶୁଣାଣି ଅକ୍ଟୋବରରେ

ୱାଶିଂଟନ,୨୦ ।୭: ସୋସିଆଲ ମିଡିଆ ପା୍ଲଟଫର୍ମ ଟୁଇଟର ଅରବପତି ଉଦ୍ଦ୍ୟୋଗପତି ଏଲନ ମସ୍କଙ୍କ ଉପରେ ୪୪ ଅରବ ଡଲାରରେ କମ୍ପାନୀର ଶେୟାର କ୍ରୟ କରିବାକୁ ଚାପ ପକାଇବା ଘଟଣାକୁ ନେଇ ମାମଲା କରିଛି । ଏହି ମାମଲାର ଶୁଣାଣି ଅକ୍ଟୋବରରେ ହେବ । ଡେଲାବେୟର କୋର୍ଟ ଅଫ ଚାଂସରିର ବିଚାରପତି କହିଛନ୍ତି, ଏଲନ ମସ୍କଙ୍କ ବିରୋଧରେ ଟୁଇଟର କରିଥିବା ମାମଲାର ଶୁଣାଣି ଅକ୍ଟୋବରରେ ହେବ । ନ୍ୟୁଜ ଏଜେନ୍ସି ରଏଟର ଏହି ସୂଚନା ଦେଇଛି ।
ସୋସିଆଲ ମିଡିଆ କମ୍ପାନୀ ଟୁଇଟର ପକ୍ଷରୁ ୪୪ ଅରବ ଡଲାର ଅଧିଗ୍ରହଣକୁ ନେଇ ଚାପ ପକାଇବା ମାମଲାରେ ଟେଲସାର ସିଇଓ ଏଲନ ମସ୍କ ଗତ ଶୁକ୍ରବାର ଅର୍ଥାତ୍ ୧୫ ଜୁଲାଇରେ ଟୁଇଟର ମାମଲାକୁ ଚ୍ୟାଲେଞ୍ଜ କରିଛନ୍ତି । କୋର୍ଟରେ ଦାଖଲ କରାଯାଇଥିବା ଏକ ଜବାବରେ ମସ୍କଙ୍କ ଓକିଲ ଅଭିଯୋଗ କରିଛନ୍ତି ଯେ, ଟୁଇଟର ନକଲି ଆକାଉଣ୍ଟ ବିଷୟରେ ସୂଚନା ଦେଇନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିୱାଲ ଦୋଷମୁକ୍ତ ହେବାପରେ ଆନ୍ନା ହଜାରେଙ୍କ ବଡ଼ ବୟାନ: ମୁଁ କୋର୍ଟଙ୍କ ନିଷ୍ପତ୍ତିକୁ…

ନୂଆଦିଲ୍ଲୀ,୨୮।୨: ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍‌ରିୱାଲଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।…

ଜବରଦସ୍ତି ବିବାହ ପରେ ଥାନାରେ ବର କନିଆ, କନ୍ୟା ନାବାଳିକା ସନ୍ଦେହ

ବାଲେଶ୍ବର, ୨୮।୨( ବାଞ୍ଛାନିଧି ଦେ) : ବାଲେଶ୍ୱର ସହଦେବଖୁଣ୍ଟା ଥାନାରେ ବର କନିଆ ଅଟକ ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଜବରଦସ୍ତି ବିବାହ ପରେ ଥାନାରେ…

ଆଫଗାନିସ୍ତାନ-ପାକିସ୍ତାନ ଯୁଦ୍ଧରେ ଟ୍ରମ୍ପ ଦେଲେ ବଡ଼ ବୟାନ: କହିଲେ, ମୁଁ ହସ୍ତକ୍ଷେପ…

ଓ୍ବାଶିଂଟନ୍‌,୨୮।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ସେ ଏହି…

ଶୌଚ ପାଇଁ ଯାଇଥିବାବେଳେ ବାର୍‌ହା ସମ୍ମୁଖରେ ପଡିଗଲେ ୨ ବ୍ୟକ୍ତି

ଭୁବନ, ୨୮।୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ୍ୟାଞ୍ଚଳ ଜମୁନାକୋଟ ପଞ୍ଚାୟତ କୃଷ୍ଣପୁର ଗ୍ରାମର ବଳରାମ ରାଉତ(୩୮) ଓ ଦିବାକର ପାଣି (୫୫) ଶନିବାର…

ଅଧିକ ସମୟ ଖେଳିବାକୁ ନେଇ ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଆଣ୍ଠେଇଦେଲେ ନବମ ଶ୍ରେଣୀ ଛାତ୍ର, ଭିଡିଓ ଭାଇରାଲ ପରେ…

ଉଦଳା ,୨୮।୨(ସନ୍ତୋଷ କୁମାର ବାଛିନୀ), ହଷ୍ଟେଲରେ ସୀମା ଟପିଲେ ବଡ଼ ଶ୍ରେଣୀର ଛାତ୍ର। ତଳ ଶ୍ରେଣୀ ଛାତ୍ରଙ୍କୁ କରିଲେ ରାଗିଙ୍ଗ୍‌ । ଖେଳ ସମୟରେ ହଷ୍ଟେଲର ୩…

ଏତେ କୋଟି ଟଙ୍କାର ସୁନା ପିନ୍ଧିଥିଲେ ରଶ୍ମିକା-ବିଜୟ , ମୂଲ୍ୟ ଶୁଣିଲେ ଉଡିଜିବ ହୋସ୍‌

ମୁମ୍ବାଇ: ରଶ୍ମିକା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବଲିଉଡ ଷ୍ଟାର ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କୁ ଅଭିନନ୍ଦନ…

ଜିଇବା ପାଇଁ ପିଇବା

ର୍ବତ ଏବଂ ଲସିର ଦେଶ ରୂପେ ଭାରତ ପ୍ରସିଦ୍ଧ। କିନ୍ତୁ ଅଧିକାଂଶ ଭାରତୀୟ ଆଜି ପାଶ୍ଚାତ୍ୟ ପେୟ ଦ୍ୱାରା ପ୍ରଭାବିତ। ନିଜକୁ ‘ଆଧୁନିକ’ ପ୍ରମାଣିତ ପାଇଁ ଭାରତୀୟମାନେ…

ସୁସ୍ଥ ଓଡ଼ିଶା ଲକ୍ଷ୍ୟ ପୂରଣ ହେବ ତ

ଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ଲଗାତର ତୃତୀୟ ବଜେଟ ଉପସ୍ଥାପନ କରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୦୨୬-୨୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri